“ତୁମ ବିନା”: ଓଡିଆ ସିରିଏଲ
ଓଡିଆ ଟେଲିଭିଜନ ଜଗତରେ ଏକ ନୂଆ ଆଲୋଡନ ସୃଷ୍ଟି କରିଛି “ତୁମ ବିନା” ଧାରାବାହିକଟି। Zee Sarthak ଚ୍ୟାନେଲରେ ପ୍ରସାରିତ ଏହି ଧାରାବାହିକ ଏକ ଗଭୀର ପ୍ରେମ, ବିଛେଦ ଏବଂ ପୁନର୍ମିଳନର କାହାଣୀ ଉପରେ ଆଧାରିତ, ଯାହା ଦର୍ଶକଙ୍କ ହୃଦୟ ସ୍ପର୍ଶ କରିଛି। ଆଜିର ଅଧ୍ୟାୟ ଆପଣ ଏହି ପୋଷ୍ଚରେ ଦେଖି ପାରିବେ । 18 ଜୁନ 2025 ଫୁଲ ଏପିସୋଡ କାହାଣୀର ସାରାଂଶ “ତୁମ ବିନା” ଧାରାବାହିକଟି ମୂଖ୍ୟତଃ ଦୁଇଟି ଯୁବ ହୃଦୟର ପ୍ରେମ କାହାଣୀକୁ ବର୍ଣ୍ଣନା କରେ,…