ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିବି ଆପଣ ମାନଙ୍କ ପାଇଁ ଖୁସୀ ଖବର କାହିଁକି ନା କାହିଁକି ନା ଉଭୟ ସୁନା ଏବଂ ରୂପା ଦର ରେ ବହୁତ ପରିମାଣ ରେ ସସ୍ତା ଦେଖିବା ପାଇଁ ମିଳିଛି , ତେବେ ଆମ ରାଜଧାନୀ ଭୁବନେଶ୍ୱର ରେ 22 କେରେଟ୍ ଏବଂ 24 କେରେଟ୍ ସୁନା ଉପରେ କେତେ ଟଙ୍କା ରହିଛି ସସ୍ତା ଜାହା ଆପଣ ମାନଙ୍କୁ ନିଶ୍ଚିତ ଭାବେ ଜାଣି ରଖିବା ଉଚିତ୍ , କାରଣ ଆପଣ ମାନେ କିଣିବା ପାଇଁ ଗଲେ ସେତେ ଟଙ୍କା ଦେଇ କିଣି ପାରିବେ , ତେବେ ଆମେ ମାନେ ସଂମ୍ପର୍ଣ୍ଣ ଆପଡେଟ୍ ନେବା ବାସ୍ ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା ବଢ଼ି ୪୬,୦୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ କିନ୍ତୁ ଦଶ ଗ୍ରାମ ପ୍ରତି ୨,୯୯୦ ଟଙ୍କା କମି ୪୭,୦୦୦ ଟଙ୍କା ଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪,୬୧୦ ଟଙ୍କା ଓ ୪୯,୧୮୦ ଟଙ୍କା ଛୁଇଁଛି।
ତେବେ ଆଗାମୀ ସମୟରେ କରୋନା ସ୍ତିତି ବଢୁଥିବାରୁ ଏହି ଦର ହୁ ହୁ ହୋଇ ବଢି ପାରେ ବୋଲି ସୁଚନା ରହିଛି । ସେହିପରି ଦେଶର ଅନ୍ୟାନ ଜାଗାରେ ଏହି ଦର ଅଲଗା ଅଲଗା ରହିଛି । ମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୪,୯୧୦ ଟଙ୍କା ଓ ୪୫,୯୧୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୬,୦୦୦ ଟଙ୍କା ଓ ୪୭,୦୦୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୫,୧୧୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୯,୨୧୦ ଟଙ୍କା ଥିବା ରେକର୍ଡ ହୋଇଛି ।