କରୋନାରୁ ବଞ୍ଚିବାର ରାମବାଣ – ଆପଣାନ୍ତୁ ଏହି ସବୁ ସହଜ ଉପାୟ । Health Post

ccd

ଭାରତେରେ କରୋନା ସଂ-କ୍ର-ମ-ଣ କମିବା ଜାଗାରେ ଦିନକୁ ଦିନ ବଢି ଚାଲିଛି, ତେବେ ମ୍ୟୁଟାନ୍ଟ, ଟ୍ରିପଲ ମ୍ୟୁଟାଣ୍ଟ ପରେ ଆହୁରି ଏକ ଭୂତାଣୁ ଦିନକୁ ଦିନ ବଢିବାକୁ ଲାଗୁଛି ତାହା ହେଉଛି ଆନ୍ଧ୍ର ଭୂତାଣୁ ଯାହା ବହୁତ ଶୀଘ୍ର ସଂକ୍ରମିତ କରୁଛି ଆଉ ବହୁତ ଶକ୍ତିଶାଳୀ ମଧ୍ୟ ଅଛି । ତେବେ ଭାରତ ମୁଖ୍ୟ ବିଶେଷଜ୍ଞ ଆର ରାଘବନ ଏହା କହିଛନ୍ତି ଯେ ସଂ-କ୍ର-ମ-ଣ ଅଟକାଇବା ପାଇଁ ଲ-କ-ଡା-ଉ-ନ ଏକମାତ୍ର ଉପାୟ ଅଟେ । ତେବେ ଏହା ଛଡା ଭାରତ ପାଖରେ ଅନ୍ୟ କିଛି ବାଟ ଦେଖା ଯାଉ ନାହିଁ ।

ତେବେ କରୋନା ର କିଛି ଚିକିତ୍ସା ବାହାରି ନାହିଁ କିନ୍ତୁ ଏହାର କେବଳ ଗୋଟେ ଚିକିତ୍ସା ଯେ ନିଜ ଶରୀରକୁ ଶକ୍ତିଶାଳୀ ବନେଇ ଦିଅନ୍ତୁ ରୋଗ ଆପଣଙ୍କ ପାଖ ମାଡିକି ଯାଇ ପାରେ କିନ୍ତୁ ଆପଣଙ୍କୁ କିଛି ହାନି କରିବ ନାହିଁ । ଏଥିରୁ ରକ୍ଷା ପାଇବା ପାଇଁ ଆପମଙ୍କୁ କିଛି ଛୋଟ ଛୋଟ ପଦକ୍ଷପ ନେବାକୁ ହେବ । ଆସନ୍ତୁ ଜାଣିବା ସେହି ସବୁ ଛୋଟ କାମ କଣ ।

ବୈଜ୍ଞାନିକ ଆଉ ଡକ୍ଟର ମାନଙ୍କ କହିବା ଅନୁଯାଇ ଦିନକୁ ଦୁଇ ଥର ଗରମ ପାଣି ସେବନ କରନ୍ତୁ, ଚା ଭଳି ଗରମ ପାଣି ଆପଣଙ୍କୁ ସେବନ କରିବାକୁ ହବ ଏହା ଦ୍ଵାରା ଆପଣଙ୍କ ବେକ ସଫା ରହିବ ଆଉ ଆପଣଙ୍କ କଫ ସମସ୍ୟା ଦୂରେଇ ରହିବ । ତେବେ ଛୋଟ ଛୁଆ ଠାରୁ ଆରମ୍ଭ କରି ବଡ ମାନେ ସମସ୍ତେ ଏହି ଉପାୟକୁ କରନ୍ତୁ ଲାଭ ହବ କିଛି ହାନି ହବ ନାହିଁ । ଗରମ ଦିନ ସେଥିପାଇଁ ଟିକେ ଅସୁବିଧା ଲାଗି ପାରେ କିନ୍ତୁ କରୋନା ଠାରୁ ବଞ୍ଚିବାକୁ ହେଲେ ଆପଣଙ୍କୁ ଏହା କରିବାକୁ ହବ ।

ଯାହାକୁ ବି ଥଣ୍ଡା ହେଉଛି ସେ ଥଣ୍ଡା ମେଡ଼ିସିନ ଖାଇଥାନ୍ତି କିନ୍ତୁ ଯିଏ ଭଲ ଅଛନ୍ତି ତାଙ୍କୁ ବି ଆଉ ଥଣ୍ଡା ହେଇଥିବା ଲୋକଙ୍କୁ ବି ମେଡ଼ିସିନ ଠାରୁ ଅଧିକ ବା-ମ୍ଫ ନାବା ଉଚିତ କାହିଁକିନା ଏହା ଦ୍ଵାରା ଆପଣଙ୍କ ଫୁସଫୁସ ମଜବୁତ ହୋଇଥାଏ ଆଉ ଆପଣଙ୍କୁ ଆରମ ଲାଗିବା ସହ ଆପଣଙ୍କ ଛାତିରେ କଫ ଜମି ନଥାଏ ବା ପାଣି ରହି ନଥାଏ ।

କରୋନାରୁ ରକ୍ଷା ପାଇବା ପାଇଁ ସବୁଠୁ ବଡ ବ୍ରହ୍ମାସ୍ତ୍ର ହେଉଛି ଆଗାମୀ 1 ମାସ ପର୍ଯ୍ୟନ୍ତ ଘରୁ ବାହାରକୁ ପାଦ କାଢନ୍ତୁ ନାହିଁ । ଏହା ସବୁଠୁ ସଫଳ ଓ ଫଳଫ୍ରଦ ଉପାୟ । ବାହାରକୁ ନ ଗଲେ ଏହା ଦ୍ୱାରା ସଂକ୍ରମଣ ହାର ଆପଣଙ୍କର କମ ହେବା ସହ , ଆପଣ ଏହି ରୋଗ ଦାଉରୁ ନିଜକୁ ରକ୍ଷା କରି ପାରିବେ ।

ଦ୍ୱୀତୀୟରେ ଏହି ରୋଗ ଦାଉରୁ ରକ୍ଷା ପାଇବାକୁ ଚାହୁଁଥିଲେ ଆପମଙ୍କୁ ନିଜର ଇମୁନି ପାୱାରକୁ ବୃଦ୍ଧି କରିବାକୁ ହେବ । ଏଥିପାଇଁ ଆପଣଙ୍କୁ ଇମୁନି ବୁଷ୍ଟର ସହିତ , ଘରେ ପ୍ରସ୍ତୁତ କାଢା , ତୁଳିସି ପତ୍ର ଏବଂ ବିଭିନ୍ନ ପ୍ରାକୃତିକ ଇମୁନି ବ୍ରଦ୍ଧକ ଜିନିଷକୁ ସେବନ କରିବାକୁ ହେବ ।

ବନ୍ଧୁଗଣ ଏହି ସବୁ ଉପାୟ ଆପଣାନ୍ତୁ , ଆପଣଙ୍କର ଭୁଲରେ ବି ପାଖ ମାଡିବନି ଏହି ରୋଗ । ଏହି ପୋଷ୍ଟକୁ ସେୟାର କରି ନିଜ ପ୍ରିୟଜନ ମାନଙ୍କୁ ଏହି ବିଷୟରେ ସୁଚନା ପ୍ରଦାନ କରନ୍ତୁ। ଏହି ଭଳି ଜାଣିବା ଖବର ସବୁଦିନ ପଢିବାକୁ ଚାହୁଁଥିଲେ , ନିଶ୍ଚୟ ଗୋଟିଏ ଲାଇକ କରି ଦିଅନ୍ତୁ  ।

Leave a Reply

Your email address will not be published. Required fields are marked *