ଓଡିଶାରେ ମାତୁଛି କରୋନା । ଦୁଇ ଦିନରେ ଏତେ ଲୋକ ହେଲେଣି ସଂକ୍ରମିତ ।

corona

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କଟକର କାୟା ବିସ୍ତାର କରୁଛି କରୋନା , 2 ଦିନରେ 37 ରୁ ଅଧିକ ହେଲେଣି ଚିହ୍ନଟ । ସେଥିରୁ ସହରରୁ ୨୨ଜଣ ଓ ଗ୍ରାମାଞ୍ଚଳରୁ ୯ଜଣ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲା ର ପ୍ରଶାସନ ପକ୍ଷରୁ ଟୁଇଟ୍‌ ଗୁଡିକ ମିଳିଥିବା ଖବର ଅନୁଜାଇ 29 ତାରିଖରେ ଚିହ୍ନଟ ହୋଇଥିବା 20 ଜଣଙ୍କ ମଧ୍ୟରୁ ବୋସ୍‌ କ୍ୟାମ୍ପସରୁ 4ଜଣ , ସିଭିଲ କୋର୍ଟ ପରିସରରୁ 4ଜଣ ଲେଖାଏ, ବାଲୁବଜାରରୁ 3ଜଣ, ଚଣ୍ଡି ଛକରୁ 3ଜଣ, ଚାନ୍ଦିନୀ ଚୌକ୍‌, ସିଡିଏ ସେକ୍ଟର 11, ଅରୁଣୋଦୟନଗର, ମାଣିକ୍‌ଘୋଷ ବଜାରରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି ।corana

ସେହି ପରି ବେଳେ ଏହି କୋରନା ର ପରିସ୍ଥିତି ର ଅନୁଧ୍ୟନ କରି ମୂଖ୍ୟ ମନ୍ତ୍ରୀ ନବିନ୍ ପଟ୍ଟନାୟକ ମହଦୟ ମଧ୍ୟ ଘଟଣା କୁ ଅନୁଧ୍ୟନ କରୁଛନ୍ତି , ଏବଂ କେମିତି ଭାବେ ଏହାର କଡା କ଼ଡି ଭାବେ ପଦକ୍ଷେପ ନେଇ ହେବ ଏହି କୋରନା କୁ ରୋକିବା ପାଇଁ ତାହାର ବୈଠକ ମଧ୍ୟ ବସିଛନ୍ତି , ସେହିପରି ଗ୍ରାମାଞ୍ଚଳରୁ ଆଠଗଡ଼ ର 4ଜଣ ଚିହ୍ନଟ ହୋଇଛନ୍ତି । ସେହିପରି 30 ତାରିଖ ଦିନ କଟକରୁ 15ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସହରରୁ 9 ଜଣ ଚିହ୍ନଟ ହୋଇଛନ୍ତି ।corona

ବଣିଆସାହିରୁ 2 ଜଣ, ବାଦାମବାଡି, ବାଲୁବଜାର, ଜଗତ୍‌ପୁର, ଗାନ୍ଧୀପଲ୍ଲୀ, ଉପର ପୁଲିସ କଲୋନିରୁ ଜଣେ ଲେଖାଏ ଚିହ୍ନଟ ହୋଇଥିବା ବେଳେ ବର୍ତମାନ ସମୟ ରେ ଭୁବନେଶ୍ୱର ର ପରିସ୍ଥିତି ବି ବିକଟ ପରିସ୍ଥିତି ହେବାକୁ ଜାଉଛି ବୋଲି ଜଣା ପଡୁଛି, ସେହି ପରି କଟକ ସଦରରୁ 3 ଜଣ, ମାହାଙ୍ଗାରୁ 2 ଜଣ ଓ ଟାଙ୍ଗୀରୁ ଜଣେ ଚିହ୍ନଟ ହୋଇଥିବା ଟୁଇଟ୍‌ କରି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ବୋସକୁ ମିଶାଇ କଟକରୁ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନରୁ 54 ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *