ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଏହି କୋରନା ମହାମାରୀ ସମୟ ରେ ଓଡିଶା ର ଅସହାୟ ଲୋକ ମାନଙ୍କୁ ସାହାଯ୍ୟ କରି ଏବେ ଓଡିଶା ର ଦେବଦୂତ ସାଜିଛନ୍ତି ସବ୍ୟସାଚୀ ବାହାର ରାଜ୍ୟ ରୁ ନିଜ ରାଜ୍ୟ କୁ ଫେରେଇ ଆଣି ଲୋକ ମାନଙ୍କ ହୃଦୟ ରେ ଏକ ସ୍ଥାନ ପାଇଛନ୍ତି ସବ୍ୟସାଚୀ ତାଙ୍କର ଏହି ସୁକର୍ମ ପାଇଁ ତାଙ୍କୁ ଗାନ୍ଧି ଜୟନ୍ତି ରେ ଶ୍ରେଷ୍ଟ ସମାଜ ସେବୀ ପୁରସ୍କାର ପ୍ରଦାନ କରା ଜାଇଛି ସବ୍ୟ ଙ୍କୁ ଏବେ ଓଡିଶା ର ସନୁ ସୁଡ୍ ବୋଲି କୁହା ଜାଇଛି ,1985 ମସିହା ଅକ୍ଟୋବର 6 ତାରିଖ ରେ ତାଙ୍କର ଜନ୍ମ ପରେ ଓଡ଼ିଆ , ବଙ୍ଗାଳୀ , ଏବଂ ତେଲୁଗୁ ଫିଲ୍ମ ରେ ସେ କାମ କରି ସାରିଛନ୍ତି । ପାଗଳ ପ୍ରେମୀ ରୁ ସେ ନିଜର ଓଲିଉଡ ର କେରିଅର ଆରମ୍ଭ କରି ଥିଲେ , ଏବଂ ପରେ ପରେ ସେ ସବ୍ୟସଚୀ ମିଶ୍ର ଜଣେ ଆଲବମ୍ ଜଗତ ର ଲୋକ ପ୍ରିୟ ଅଭିନେତା ଭାବେ ପରିଚିତ ହେଲେ ,
ଅନେକ ହିଟ୍ ଆଲବମ୍ ଦେଇ ସେ ସେହି ସମୟ ରେ ବହୁତ ପ୍ରଶଂସା ସାଉଣ୍ଟି ଛନ୍ତି , ସିଲିକନ୍ ଇନ୍ଚ୍ୟୁଟ୍ ଅଫ୍ ଟେକ୍ନୋଲଜି ରୁ ନିଜର ଇଞିନିୟରିଂ କରି ଥିବା ସବ୍ୟସଚୀ ମିଶ୍ର ଇନଫୋସିସ୍ ରେ କାମ କରୁ ଥିଲେ , କିନ୍ତୁ ଅଭିନୟ ପ୍ରତି ଥିବା ତାଙ୍କର ଭଲ ପାଇବା ତାଙ୍କୁ ସେଠାରେ ବେଶି ଦିନ ରହିବାକୁ ଦେଲା ନାହିଁ । ଚାକିରି ଛାଡି ସବ୍ୟସଚୀ ମିଶ୍ର ମନରଂଞନ ଦୁନିଆଁ ରେ ପାଦ ଦେଲେ ପ୍ରଥମେ ଆଲବମ୍ ଏବଂ ପରେ ଗୋଟେ ପରେ ଗୋଟେ ଫିଲ୍ମ କରି ଓଲିଉଡ ର ସୁପର ଷ୍ଟାର ହୋଇ ଜାଇ ଥିଲେ ସେ ଭଲ ଅଭିନୟ କରି ସହିତ ସେ ବହୁତ ଭଲ ଗୀତ ବି ଗାଇ ଥାନ୍ତି , ଆପଣ ମାନେ ବୋଧ ହୁଏ ଜାଣି ନ ଥିବେ କି ତାଙ୍କର ଫିୁଲ୍ମ ପିଲାଟା ବିଗିଡି ଗଲା ର ଟାଇଟେଲ୍ ଗୀତ ଟି ସେ ନିଜେ ଗାଇ ଥିଲେ, ସବ୍ୟସଚୀ ମିଶ୍ର ଙ୍କ ଘରେ ତାଙ୍କୁ ବୁଟୁଲା ବୋଲି ସ୍ନେହ ରେ ଡାକନ୍ତି , ତେବେ ପାଗଳ ପ୍ରେମୀ ,
ମୋ ସପନ ର ଶୈଦାଗର , ପାଗଳ କରିଛି ପାଉଁଜି ତୋର, ତୁ ମୋ ପାଇଁ , କେଉଁ ଦୁନିଆଁ ରୁ ଆସିଲ ବନ୍ଧୁ , ଏମିତି ବହୁତ ହିଟ୍ ଫିଲ୍ମ ସେ ଦେଇ ସାରିଛନ୍ତି , ସେମିତି ରେ ଏହି ଦିନରେ ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ବିବାହ କୁ ନେଇ ଚର୍ଚ୍ଚା ଲାଗି ରହି ଥିବା ବେଳେ ଏହାକୁ ମୁହେଁଁ ମୁହେଁ ଅଶିକ୍ୱାର କରିଛନ୍ତି ସବ୍ୟସାଚୀ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।