୧୧ ଜିଲ୍ଲାକୁ ୟୋଲ ବର୍ଣ୍ଣିଙ୍ଗ ବର୍ଷର ସମ୍ଭାବନା |

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ଆଞ୍ଚଳିକ ପାଣି ପାଗ ବିଭାଗ ପକ୍ଷ୍ୟ ରୁ ଆଞ୍ଚଳିକ ପାଣି ପାଗ କୁ ନେଇ କିଛି ସୂଚନା ଦିଆ ଜାଇଛି ମିଳି ଥିବା ସୂଚନା ଅନୁସାରେ ରାଜ୍ୟ କୁ ପୁଣି ଥରେ ଫେରୁଛି ଶୀତ ବର୍ତମାନ ସମୟ ରେ ରାଜ୍ୟ ର ବିଭିନ୍ନ ସ୍ଥାନ ରେ ଥଣ୍ଡା , ଶୈଳ୍କ ଏବଂ ଉତ୍ତରା ପବନ ବହିବାରେ ଲାଗିଛି ତେବେ ଆଭ୍ୟନ୍ତରଣ ଓଡ଼ିଆ ସହିତ ଉପକୂଳ ଓଡିଶା ରେ ସର୍ବନିମ୍ନ ତାପମାତ୍ରା ରେ ଆଖିଦୃଶିଆ ହ୍ରାସ ଘଟିବ ତେବେ ବନ୍ଧୁଗଣ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ୍ ଆମେ ମାନେ ଏଠାରେ ଜାଣିବା ବାସ୍ ତା ପୂର୍ବ ରୁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ।ku

ତେବେ ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା 4 ତାରିଖ ପର୍ଯ୍ୟନ୍ତ ଉତ୍ତର ପଶ୍ଚିମ ଓଡ଼ିଶା ରେ ଶୀତ ରେ ପ୍ରଭାବ ଅଧିକ ପରିମାଣ ରେ ଦେଖିବା ପାଇଁ ମିଳିବ ବିସେଶ କରି ଝାଡସୁଗୁଡା ଏବଂ ସୁନ୍ଦର ଗଡ ଜିଲ୍ଲା ରେ ଶୀତ ର ପ୍ରଭାବ ଅଧିକ ପରିମାଣ ରେ ଦେଖିବା ପାଇଁ ମିଳିବ , ୟୋଲ ୱାର୍ଣ୍ଣଂ ଜାରି କରା ଜାଇ ଥିବା 11 ଟି ଜିଲ୍ଲା ହେଲା ବାଲେଶ୍ୱର, ଭଦ୍ରକ , କେନ୍ଦ୍ରାପଡା , ଜଗତସିହଂ ପୁର , ଖୋର୍ଦ୍ଦା , ସୁନ୍ଦର ଗଡ, ଢେଙ୍କାନାଳ , ଅନୁଗୁଳ , କଟକ, କନ୍ଧମାଳ ଜିଲ୍ଲା ରେ ଶୀତ ର ପରିମାଣ ଅଧିକ ପରିମାଣ ରେ ରହିବ ।rain

ଏବଂ ଏହି ସମୟ ରେ ବିଶେଷ କରି ଥଣ୍ଡା ଜନିତ ସ୍ୱାସ୍ଥ୍ୟ ଗତ ସମସ୍ୟା ସାମ୍ନା କୁ ଆସିବ ବୋଲି ପାଣିପାଗ ବିଭାଗ କହିଛି , ଏବଂ ଏହା ସହିତ ରାତି ରେ ଖୋଲାଜାନ ତଥା ଦୁଇ ଚକିଆ ବାଇକ୍ ଆଦି ରେ ବୁଲିବା ପାଇଁ ମନା କରା ଜାଇ ଥିବା କୁହା ଜାଇଛି ,ବର୍ତମାନ ସମୟ ରେ ବୋଙ୍ଗପସାଗର ରେ ଗୁରୁଚାପ ପ୍ରଭାବ ରେ 8 ତାରିଖ ପରେ ବର୍ଷା ସମ୍ଭାବନା ରହିଛି । ଦକ୍ଷିଁଣ ଉପକୂଳ ଓଡ଼ିଶା ରେ ହି ବର୍ଷା ହେବାର ସମ୍ଭାବନା ରହିଛି ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ବିଷଣ ବର୍ଷା ହେବାର ସତର୍କ ସୂଚନା ଜାରି କରା ଜାଇ ଥିବାର ଦେଖିବା ପାଇଁ ମିଳିଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published.