ସକାଳେ ଖାଲି ପେଟରେ ଚା ର ସେବନ କଲେ କଣ ହୁଏ ଯଦି ଆପଣ ଏହା ଜାଣିବେ ତାହେଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ ।

tee

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବସାଇଟ ରେ ସ୍ୱାଗତ, ବନ୍ଧୁଗଣ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଯଦି ଆପଣ ନିଜ ସ୍ୱାସ୍ଥ୍ୟର ସଠିକ ଭାବରେ ଯତ୍ନ ନିଅନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଆପଣଙ୍କ ଯତ୍ନ ନେବ। ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ନେଇ ଆସିଛୁ । ପୃଥିବୀରେ ମଣିଷ ହିଁ କେବଳ ମାତ୍ର ଏକ ଜୀବ ଯିଏ କି ଚା ପିଇ ଥାଏ । ଏହି ମଣିଷ ମାନଙ୍କୁ ହିଁ ଅନେକ ପ୍ରକାରର ରୋଗ ହୋଇଥାଏ ଯାହା କି ପଶୁପକ୍ଷୀ ମାନଙ୍କୁ ହୋଇନଥାଏ । କେବେ ଦେଖିଛନ୍ତି କି ଅନ୍ୟ କୌଣସି ପଶୁ ମୁହଁ ରେ ବ୍ରଣ ହେବାର କେବଳ ମଣିଷ ମାନଙ୍କୁ ଛାଡି ଦେଲେ ଅନ୍ୟ କୌଣସି ପଶୁ ମାନଙ୍କ ମୁହଁ ରେ ବ୍ରଣ ହୋଇ ନଥାଏ । ମଣିଷ ମାନେ ଏହା କୁହନ୍ତି କୁ ଶରୀର ରେ ହାର୍ମୋନାଲ ପରିବର୍ତ୍ତନ ହେବା କାରଣରୁ ମୁହଁ ରେ ବ୍ରଣ ହୋଇ ଥାଏ କିନ୍ତୁ କଣ ପଶୁ ମାନଙ୍କ ଥରେ ଏହି ହାର୍ମୋନାଲ୍ ପରିବର୍ତ୍ତନ ହୋଇନଥାଏ । କିନ୍ତୁ ଏପରି କିଛି ନୁହ ,ମୁହଁ ରେ ହେଉଥିବା ବ୍ରଣ ଆମେ ବିଭିନ୍ନ ପ୍ରକାରର ତେଲିଆ ଖାଦ୍ୟ ଏବଂ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବା ଦ୍ଵାରା ହୋଇଥାଏ ।tea

କାହିଁକି ଚୁଟି ଝଡେ କେବଳ ମଣିଷ ମାନଙ୍କର । ଯେମିତି ହେବ ଆମର ଅନ୍ନ ସେମିତି ରହିବ ଆମ ମନ ଏବଂ ତନ ଅର୍ଥାତ୍ ଶରୀର । ଏମିତି ତ ବହୁତ ଖାଦ୍ୟ ଆପଣ ଖାଉଛନ୍ତି ଯାହାକୁ ଖାଇବା ଉଚିତ୍ ନୁହେଁ । ଆଜି ଆମେ ଆପଣଙ୍କୁ ଏକ ଏପରି ଖାଦ୍ୟ ବିଷୟରେ ଯାହାକୁ ନ ଖାଇବା ଦ୍ଵାରା ଆପଣ ୮୦ ତୁ ରୋଗ ରୁ ଦୂର ରେ ରହିବେ । ସେହି ଜିନିଷ ଟି ହେଉଛି ଚା । ବହୁତ୍ ଲୋକ ତ କୁହନ୍ତି କୁ ଆମେ ଚା ଛାଡ଼ି ପାରିବୁନି , ତାହେଲେ ଯଦି ନ ଛାଡ଼ିବ ତାହେଲେ ହେଉଥିବ ସେମିତି ବହୁତ୍ ପ୍ରକାରର ରୋଗ । ସକାଳେ ଖାଲି ପେଟ ରେ ଆମ ପେଟ ରେ ଏସିଡ ର ମାତ୍ରା ଅଧିକ ଥାଏ । ଆମେ ରାତି ରେ ଯେଉଁ ଖାଦ୍ୟ ଖାଉ ତାହା ସକାଳକୁ ହଜମ ହୋଇଯାଇଥାଏ ଏବଂ ଆମ ପେଟ କୁ ସକାଳୁ ଖାଦ୍ୟ ଦରକାର ହୁଏ କିନ୍ତୁ ଆମେ କଣ କରୁ ଚା ପିଉ ଯାହା କି ଆମ ରକ୍ତ କୁ ଖରାପ କରି ଦେଇଥାଏ ।tee

ଯେଉଁ ଲୋକ ମାନେ ଚା ପିଅନ୍ତି ସେମାନେ ମୋଟା ହୋଇଯାନ୍ତି । ଏହି ଚା ଆମ ଶରୀର ର ମେଟାବୋଲିଜିମ କ୍ଷମତା କୁ କମ କରିଦେଇଥାଏ ଯାହା ଫଳରେ ଆମେ ଝାଉଥିବା ଖାଦ୍ୟ ଜଲଦି ଶକ୍ତି ରେ ପରିଣତ ହୋଇ ନ ଥାଏ । ଯାହା ଫଳ ରେ ଆମ ଶରୀର ରେ ସେହି ଖାଦ୍ୟ ପଡି କି ରହି ଥାଏ ଯାହା ଫଳରେ ଜି ଆମେ ମୋଟା ହୋଇଯାଇଥାଉ । ଚା ପିବା ଦ୍ୱାରା ଆମ ରକ୍ତ ଖରାପ ହୋଇଯାଇ ଥାଏ । ଯାହା ଫଳରେ ଆମ ଚୁଟି ମୂଳ କୁ ଉପଯୁକ୍ତ ପୋଷକ ତତ୍ତ୍ଵ ମିଳି ନଥାଏ ଯାହା ଫଳରେ ଚୁଟି ଝଡ଼ିବାକୁ ଆରମ୍ଭ ହୋଇ ଥାଏ ।t

ଚା ପିଇବା ଦ୍ଵାରା ଆମ ଅନ୍ତ ର ସଙ୍କୋଚନ ହୋଇଥାଏ ଯାହା ଫଳରେ ଆମ ପେଟ ରେ ଯନ୍ତ୍ରଣା ହୋଇଥାଏ ।ଏହା ଦ୍ଵାରା ଆମେ ଖାଉଥିବା ଖାଦ୍ୟ ଆମ ପେଟ ରେ ପଡ଼ିରୁହେ ଏବଂ ସଢ଼େ ଏବଂ ଏହା ଦ୍ଵାରା ଆମ ରକ୍ତ ଅଧିକ ଗାଢ଼ ହୁଏ ଯାହା ଫଳରେ ଉଚ୍ଚ ରକ୍ତଚାପ ହୋଇଥାଏ । ଚା ପିଇବା ଦ୍ଵାରା ଆମକୁ ବହୁତ୍ ପ୍ରକାରର ରୋଗ ହୋଇଥାଏ। ସେଥିପାଇଁ ଆପଣ ଚା ସେବନ କରନ୍ତୁ ନାହିଁ ।

ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ଆପଣଙ୍କୁ ପସନ୍ଦ ଆସିଲେ ଏହାକୁ ସେୟାର୍ କରି ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବାକୁ ଅନୁରୋଧ । ଅଧିକ ସୂଚନା ନିମନ୍ତେ ଆମକୁ ଲାଇକ୍ ଏବଂ ଫଲୋ ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *