ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବସାଇଟ ରେ ସ୍ୱାଗତ, ବନ୍ଧୁଗଣ ସ୍ୱାସ୍ଥ୍ୟ ହିଁ ସମ୍ପଦ । ଯଦି ଆପଣ ନିଜ ସ୍ୱାସ୍ଥ୍ୟର ସଠିକ ଭାବରେ ଯତ୍ନ ନିଅନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଆପଣଙ୍କ ଯତ୍ନ ନେବ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ନେଇ ଆସିଛୁ । ଯଦି ଆପଣ ଙ୍କ ଶରୀର କମଜୋର ଲାଗୁଚି ତାହେଲେ ଆପଣଙ୍କ ଶରୀରରେ ଆଇରନ ଇବ କ୍ୟାଲସିୟମ ର ମାତ୍ରା କମ ରହିଛି ସେଥିପାଇଁ ଆପଣଙ୍କୁ ଏପରି ଲାଗୁଛି । ଆଜିକାଲି ଆମେ ପ୍ରାୟତଃ ଆମ ଶରୀର ପାଇଁ ଉପଯୁକ୍ତ ହୋଇଥିବା ଖାଦ୍ୟ କୁ ନ ଖାଇ ସ୍ଵାଦ ଅନୁଯାୟୀ ଖାଇବାରୁ ଆମକୁ ବହୁତ୍ ପ୍ରକାରର ରୋଗ ହେଉଛି । ଆମେ ଆପଣଙ୍କୁ ଏପରି କିଛି କହିବୁ ଯାହାର ବ୍ୟବହାର ଆପଣ ମାନେ କରନ୍ତି ନାହିଁ କିନ୍ତୁ ଏହାର ବହୁତ୍ ଲୋକମାନଙ୍କ ଘରେ ଉପଲବ୍ଧ ହୋଇଥାଏ ଏବଂ ଏହାର ବ୍ୟବହାର କେବଳ ପୂଜାପାଠ ଏବଂ ବିବାହ ପରି କାର୍ଯ୍ୟ ରେ ହୋଇଥାଏ ।
ବନ୍ଧୁଗଣ ଆପଣ ମାନେ ବୁଝିପାରୁ ଥିବେ ଆମେ ଖଜୁରୀ କଥା କହୁଛୁ । ଖଜୁରୀ କୁ ଶୁଖାଇ ଚୁହାର ପ୍ରସ୍ତୁତ କରାଯଇଥାଏ। ଏହି ଚୂହାର ଆମ ଶରୀର ପାଇଁ ବହୁତ୍ ଭଲ ହୋଇଥାଏ , ଏଥିପାଇଁ ଏହାକୁ ପୂଜାପାଠ ରେ ସାମିଲ କରାଯାଇଛି । ଚୁହାର୍ ଦ୍ଵାରା ଆପଣ ପ୍ରାୟ ସବୁ ରୋଗକୁ ଭଲ କରିପାରିବେ । ଯେଉଁ ବ୍ୟକ୍ତି ମାନଙ୍କୁ କମ୍ ରକ୍ତ ଚାପ ହୋଇଥିବ କି କାହାକୁ ଡାଇବେଟିସ ହୋଇଥିବ ଏବଂ ହୃତପିଣ୍ଡ ଜନିତ ସମସ୍ୟା ଦେଖା ଦେଉଥିବ ତାହେଲେ ଏହି ସବୁ ରୋଗ ଏହି ଚୂହାର୍ ଦ୍ଵାରା ଭଲ ହୋଇପାରିବ ।
ତେବେ ଆସନ୍ତୁ ଜାଣିବା ଏହି ଛୁହାର୍ କୁ କେତେବେଳେ ଏବଂ କେମିତି ଖାଇବା ଦ୍ଵାରା ତାହା ଆମ ପାଇଁ ଉତ୍ତମ ସାବ୍ୟସ୍ତ ହୋଇଥାଏ । ଏହି ଛୁହାର ଅଧିକ ଗରମ ହୋଇଥାଏ ସେଥିପାଇଁ ଏହାକୁ କେତେବେଳେ ଏବଂ କେମିତି ଖାଇବା କଥା ସେଇଟା ଜାଣିବା ଦରକାର କାହିଁକି ନ ଆମେ ଯେତେବେଳେ ଜାଣୁ କି ଏହି ଜିନିଷ ଖାଇଲେ ଭଲ ଆମେ ଆମ ମନ ଇଚ୍ଛା ଯେତେବେଳେ ନାଇ ସେତେବେଳେ ତାହାକୁ ଖାଇଥାଉ ସେଥିପାଇଁ ଏହାକୁ କେତେବେଳେ ଏବଂ କେମିତି ଖାଇବା ସେଥିପ୍ରତି ଆମକୁ ଯତ୍ନବାନ ହେବାକୁ ପଡିବ । ଆପଣ ରାତିରେ ଶୋଇବା ଆଗରୁ ଏକ ଗ୍ଲାସ କ୍ଷୀର ରେ ୪ ଟି ଚୁହର ପକାଇ ସେବନ କରନ୍ତୁ ।
ଏହିପରି କରି ଆପଣ ଏବଂ ଆପଣଙ୍କ ପରିବାରର ସମସ୍ତ ସଦସ୍ୟ ଏହିପରି ଭାବରେ କ୍ଷୀର ଗ୍ଲାସ ରେ ଚୁହାରା ପକାଇ ପିଅନ୍ତୁୁ ଦେଖିବେ ୨ ରୁ ୩ ମାସ ମଧ୍ୟରେ ଆପଣଙ୍କ ପରିବାରରୁ ସମସ୍ତ ପ୍ରକାରର ରୋଗ ଦୂର ହୋଇଯିବ । କାହିଁକି ନା ଏହି ଚୂହାରା ଆମ ଶରୀର କୁ ଆଇରନ ଦେଇଥାଏ ଯାହାକି ଆମ ଶରୀରରେ ନୂଆ ରକ୍ତ ତିଆରି କରିବାରେ ସାହାର୍ଯ୍ୟ କରିଥାଏ । ସେଥିପାଇଁ ଆପଣ ପ୍ରତିଦିନ ଏହିପରି କରି ପିଇବା ଦ୍ଵାରା ନିଜ ଶରୀରକୁ ସବୁଦିନ ପାଇଁ ସୁସ୍ଥ ରଖିପାରିବେ । ଏହା କରିବା ଦ୍ଵାରା ରକ୍ତ ସବୁବେଳେ ନୂଆ ପ୍ରସ୍ତୁତ ହୋଇଥାଏ ଯାହା ଫଳରେ ଆମ ଶରୀର ସବୁବେଳେ ପାଇଁ ସକ୍ରିୟ ହୋଇରହେ କେବେ ଆପଣଙ୍କୁ କମଜୋର ପରି ଲାଗିବ ନାହିଁ । ଯଦି ଆପଣ ନିଜ ଶରୀର କୁ କେବେ କମଜୋର କରିବାକୁ ଚାହୁଁ ନାହାନ୍ତି ତାହେଲେ ଏପରି ସବୁବେଳେ କରି ସେବନ କରନ୍ତୁ ଆଉ ସାବୁବେଳେ ନିଜ ଶରୀରକୁ ସୁସ୍ଥ ରଖନ୍ତୁ ।
ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ଆପଣଙ୍କୁ ପସନ୍ଦ ଆସିଲେ ଏହାକୁ ସେୟାର୍ କରି ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବାକୁ ଅନୁରୋଧ । ଅଧିକ ସୂଚନା ନିମନ୍ତେ ଆମକୁ ଲାଇକ୍ ଏବଂ ଫଲୋ ନିଶ୍ଚୟ କରନ୍ତୁ ।