ସନ୍ଦୁରର ଅଧିକାରରେ ଅଭିନୟ କରିିବା ଦାମିନୀଙ୍କ ପରିବାରରେ ଦେଖନ୍ତୁ କିଏ ସବୁ ଅଛନ୍ତି

ac

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସେମିତି ରେ ବନ୍ଧୁଗଣ ଆପଣ ମାନେ ତରଙ୍ଗ ଟିଭି ରେ ପ୍ରସାରିତ ହେଉ ଥିବା ସିନ୍ଦୁର ର ଅଧିକାର ସିିରିଏଲ ନିଶ୍ଚିତ ଭାବେ ଦେଖୁ ଥିବେ ଯଦି ଆପଣ ମାନେ ଦେଖୁ ଥିବେ ତେବେ ସେହି ଥିରେ ଅଭିନୟ କରୁ ଥିବା ଦାମିନୀ ଭୂମିକା ରେ ଅଭିନେତ୍ରୀ ଙ୍କୁ ନିଶ୍ଚିତ ଭାବେ ଜାଣି ଥିବେ ତେବେ ଦାମିନୀ ଙ୍କ ପରିବାର ରେ କିଏ କିଏ ରହିଛନ୍ତି ଏବଂ ଦାମିନୀ ଆଉ କଣ କଣ ସବୁ କରନ୍ତି ଏବଂ ସେ ଏହି ଇଣ୍ଡଷ୍ଟ୍ରୀ କୁ ସେ କେମିତି ଭାବେ ଏଣ୍ଟ୍ରୀ କରିଲେ ସେହି ବିଷୟ ରେ ଜାଣିବା ତେବେ ତାହା ପୂର୍ବ ରୁ ଆପଣ ମାନେ ପୋଷ୍ଟ କୁ ସେଷ ପର୍ଯ୍ୟନ୍ତ ପଢନ୍ତୁ ନିଶ୍ଚିତ ଭାବେ ଜାଣି ପାରିବେ , ସେମିତି ରେ ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ସିନ୍ଦୁର ର ଅଧିକାର ରେ ଅଭିନୟ କରିଥିବାର ନିଶ୍ଚିତ ଭାବେ ଦେଖୁ ଥିବେ ,damini

ଆଗରୁ ଅନେକ ଚଳଚିତ୍ର ଦୁଇ ଶହ ରୁ ଅଧିକ ମ୍ୟୁଜିକ୍ ଭିଡ଼ିଓ ରେ ବି ସେ ଅଭିନୟ କରି ସାରିଛନ୍ତି । ତେବେ ସେହି ଆପଣ ମାନଙ୍କର ଦାମିନୀ ଙ୍କ ପ୍ରକୃତ ନାମ ହେଲା ଚୁନୀ ସେ ଭୁବନେଶ୍ୱର ରେ ହିଁ ରୁହନ୍ତି ତାଙ୍କର ସ୍ୱାମୀ ବାହାରେ ରହୁ ଥିବାରୁ ତାଙ୍କର ଗୋଟିଏ ପୁଅ ରହିଛି ଜାହାଙ୍କ ନାମ ଅଶୁଂ ଏବଂ ସେ ଭୁବନେଶ୍ୱର ରେ ରହିବା ସହିତ ସେହିଠାକୁ ହିଁ ସୁଟିଂ ସେଟ୍ କୁ ଜାଇ ଥାନ୍ତି , ସେମିତି ରେ ଲୋକ ମାନେ ସବୁ ସମୟ ରେ ଚୁନୀ ଙ୍କୁ ନେଗେଟିଭ୍ କେରେକ୍ଟର ରେ ମାନନ୍ତି ବୋଲି ସେମାନେ କହନ୍ତି ଏବଂ ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସେ ଲୋକ ମାନଙ୍କ ଅଥି ପ୍ରିୟ ମଧ୍ୟ ହୋଇ ପାରିଛନ୍ତି ।damine

ସେହି ପରି ସବୁ ସିରିଏଲ ର ନେଗେଟିଭ୍ କେରେକ୍ଟର ଯେତେ ବେଳେ ବଛା ପଡେ ତେବେ ସେହି ସମୟ ରେ ଚୁନୀ ଙ୍କୁ ହିଁ ଖୋଜା ପଡି ଥାଏ ତେବେ ଖୁବ୍ ଦମ୍ଦାର ଅଭିନୟ କରି ଆଜି ଏତେ ପରିମାଣ ରେ ଫେମସ୍ ହୋଇଛନ୍ତି ତେବେ ଆପଣ ମାନଙ୍କୁ ଆପଣ ମାନଙ୍କର ଦାମିନୀ ଙ୍କ ଅଭିନୟ କେମିତି ଲାଗେ ନିଶ୍ଚିତ ଭାବେ କମେଣ୍ଟ କରିବେ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published.