ଶନିଦେଵ ଙ୍କର ବଦଳିଲା ଚଳନ,ଆଜିଠାରୁ ବଦଳିଯିବ ଏହି ୫ଟି ରାଶିର ଭାଗ୍ୟ

shani

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ । ବନ୍ଧୁଗଣ,ଶନିଦେଵ ଅତ୍ୟନ୍ତ ଦୟାଳୁ । ଭଗବାନ ଶନି ନ୍ୟାୟର ଦେବତା ଅଟନ୍ତି । ସେ ନିଜ ଭକ୍ତ ମାନଙ୍କ ଦୁଖଃ ସହ୍ୟ କରିପାରନ୍ତି ନାହିଁ । ତେବେ ଶନିଙ୍କ କୃପା ଏହି ୫ଟି ରାଶି ଉପରେ ବରସିବାକୁ ଯାଉଛି । ଆପଣଙ୍କ ନମ୍ର ବ୍ୟବହାର ଲାଗି ଆପଣଙ୍କୁ କିଛିଟା ଲାଭ ମିଳିବ । ଦୁଃସ୍ଥାନସ୍ଥ ଏକାଧିକ ଗ୍ରହ କାରଣରୁ ସଜାଗ ରହି କାମ ନ କଲେ ଅସୁବିଧାର ସମ୍ମୁଖୀନ ହେବେ । ସାଧାରଣ କଥାରୁ ପାରିବାରିକ ଅଶାନ୍ତି ଓ କର୍ମକ୍ଷେତ୍ରରେ କଳହ ଦେଖାଦେଇପାରେ । ବ୍ୟବସାୟ ବାଣିଜ୍ୟରେ ମଧ୍ୟମ ଫଳ ପାଇବେ ।

shani dev

ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ । ପ୍ରେମିକ ପ୍ରେମିକାମାନଙ୍କର ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ଚାକିରିଜୀବୀମାନେ ଯେତେ ଭଲ କାମ କରିଲେ ମଧ୍ୟ କତ୍ତୃପକ୍ଷଙ୍କ ଠାରୁ ଅପମାନିତ ହେବାକୁ ପଡିବ । ପାରିବାରିକ ଦାୟିତ୍ଵ ଭଲ ଭାବେ ନିର୍ବାହ କରିବେ । ବନ୍ଧୁ ଆପଣଙ୍କୁ ଦେଖା କରିବାକୁ ଆସି କୌଣସି ନୂତନ ସନ୍ଦେଶ ଦେଇପାରନ୍ତି । ଯାତ୍ରାରେ ସତର୍କତା ଅଭାବରୁ ଧନହାନି କିମ୍ବା କଳହର ସୂଚନା ରହିଛି ।

shani

ନିଜ ଉପରେ ବିଶ୍ଵାସ ରଖନ୍ତୁ ଓ ଭଗବାନଙ୍କୁ ଆରୋଧନ କରନ୍ତୁ । ପ୍ରତିବାଦୀ ସ୍ଥାନରେ ଏକାଧିକ ଗ୍ରହ ଅବସ୍ଥାନ କରିଥିବା ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବା ସହଜ ସାଧ୍ୟ ନୁହେଁ । କର୍ମକ୍ଷେତ୍ରରେ ବାରମ୍ବାର ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ କାର୍ଯ୍ୟକୁ ପୂର୍ଣ୍ଣ କରିବାରେ ସକ୍ଷମ ହୋଇପାରିବେ ନାହିଁ । ବୃତ୍ତିଗତ ବ୍ୟବସାୟରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ ଏବଂ ବ୍ୟବସାୟୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିବ । ଆୟ ଉପାର୍ଜନରେ ବାଧା ନାହିଁ । ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ । ତେବେ ଏହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛି , ମକର ରାଶି, କର୍କଟ ରାଶି,ବିଛା ରାଶି,କୁମ୍ଭ ରାଶି ଏବଂ ଧନୁରାଶି ।

ଆମେ ଆପଣଙ୍କ ପାଇଁ ଏଭଳି ସମ୍ବନ୍ଧୀୟ ଖବର ସବୁବେଳେ ଆଣିଦେଉ । ଏହାକୁ ନିଜ ପରିବାର ଏବଂବନ୍ଧୁଙ୍କ ସହ ସେୟାର୍ ନିଶ୍ଚିତ କରନ୍ତୁ । ଏଭଳି ତଥ୍ୟ ପାଇଁ ଆମକୁ ଲାଇକ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *