ବନ୍ଧୁଗଣ ଆଜିକାଲି ପ୍ରତ୍ୟେକ ଲୋକ କୌଣସି ନା କୌଣସି ରୋଗ ର ସମ୍ମୁଖୀନ ହେଉଛନ୍ତି ଯେମିତିକି କାହାକୁ ମଧୁମେହ ହୋଇଛି ତ କାହାକୁ ହୃଦ୍ ଘାତ ଜନିତ ରୋଗ ,କାହାର ମୁଣ୍ଡବିନ୍ଧା ଆଦି ହେଉଛି । ବନ୍ଧୁଗଣ ଆୟୁର୍ବେଦ ଅନୁସାରେ ଏହି ସବୁ କୌଣସି ପ୍ରକାରର ରୋଗ ନୁହେଁ ଏହା କେବଳ ୩ ଟି ଦୋଷ ଯେମିତିକି ବାତ ପିତ ଏବଂ କଫ । ଆଜିକାଲି ଯେତେ ସବୁ ରୋଗ ଆମକୁ ଡକ୍ଟର କହିଥାନ୍ତି ପ୍ରକୁତଟ ରେ ତାହା ସବୁ ଗୋଟେ ଗୋଟେ ଲକ୍ଷଣ ଅଟେ । ଏହା ପଛରେ ଯେଉଁ ମୁଖ୍ୟ କାରଣ ରହିଛି ତାହା ହେଉଛି ବାତ, ପିତ ଏବଂ କଫ ର ବଢିବା । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏକ ଏପରି ଜିନିଷ ବିଷୟରେ କହିବୁ ଯାହାକି ଆୟୁର୍ବେଦ ରେ ଏକ ଔଷଧି ଅଟେ ଏବଂ ଯାହା ଦ୍ଵାରା ଆପଣ ନିଜର ବହୁତ୍ ପ୍ରକାରର ରୋଗ କୁ ଦୂର କରିପାରିବେ ।ଆଜିକାଲି ର ମେଡିକାଲ ଚିକିତ୍ସା ପରି ନୁହେଁ ଜେନ୍ତିକି ଗୋଟେ ରୋଗ ପାଇଁ ଗୋଟେ ପ୍ରକାରର ଔଷଧ , ଆପଣଙ୍କୁ ଏକ ଏପରି ଜିନିଷ କହିବୁ ଯାହାର ସେବନ କରିବା ଦ୍ଵାରା ଆପଣ ଅନେକ ପ୍ରକାରର ରୋଗ କୁ ଦୂର କରିପାରିବେ।
ଏହି ଜିନିଷ ରି ଆପଣଙ୍କ ଘରେ ଅଛି କିନ୍ତୁ ଏହି ଜିନିଷ ଟିର ବ୍ୟବହାର କିପରି ହୁଏ ତାହା ଆମକୁ ଜଣା ନାହିଁ । ତ ସେହି ନୀନ ଟି ହେଉଛି ପିଆଜ । ଏହାକୁ ଆୟୁର୍ବେଦ ରେ ଏକ ଔଷଧି ବୋଲି କୁହାଯାଇଛି । ଯଦି ଏହି ପିଆଜ କୁ ଆପଣ ଠିକ୍ ଉପାୟ ରେ ଖାଇବାକୁ ଆରମ୍ଭ କରିଦେବେ ତାହଲେ କେବଳ ଗୋଟେ ପ୍ରକାରର ରୋଗ ନୁହେଁ ଅନେକ ପ୍ରକାରର ରୋଗ ସମସ୍ୟା ଦୂର ହୋଇଯିବ । କିନ୍ତୁ ପିଆଜକୁ କିଆପ୍ରି ବ୍ୟବହାର କରାଯାଏ ଆସନ୍ତୁ ଜାଣିବା କାହିଁକି ନ ଆପଣ ଏହା ଭାବୁଥିବେ କି ଆପଣ ଛୋଟ ବେଳୁ ଏହାର ସେବନ କରୁଛନ୍ତି ତଥାପି ବି ଆପଣଙ୍କୁ ଅନେକ ପ୍ରକାରର ରୋଗ ହେଉଛି କାହିଁକି ।
ଏହି ପିଆଜ କି ଯେତେବେଳେ ତେଲ ରେ ଛାଣି ରୋଷେଇ କରାଯାଏ ସେତେବେଳେ ଏହା ଭିତରେ ଥିବା ସମସ୍ତ ପ୍ରକାରର ପୋଷକ ତତ୍ତ୍ଵ ନଷ୍ଟ ହୋଇଯାଇଥାଏ କହିବାକୁ ଗଲେ 99 % ପୋଷକ ତତ୍ତ୍ଵ ନଷ୍ଟ ହୋଇଯାଇଥାଏ । ଯାହା ଦ୍ଵାରା ଆପଣ ଖାଉଥିବା ପିଆଜ ଆପଣଙ୍କ ଶରୀର ପାଇଁ ଲାଭ ଦାୟକ ହୋଇନଥାଏ । ଏହି ପିଆଜକୁ ଆପଣ କଞ୍ଚା ରେ ସେବନ କରନ୍ତୁ ଏହା ଆପଣଙ୍କ ଶରୀର ପାଇଁ ବହୁତ୍ ଲାଭ ଦାୟକ ହେବ ଯେମିତିକି ଆପଣ ଏହାକୁ ସାଲାଡ଼ ରେ ଖାଇ ପାରିବେ ,କୌଣସି ଖାଦ୍ୟ ଖାଇବା ସମୟରେ କଞ୍ଚା ପିଆଜ ର ସେ ଅନ କରିପାରିବେ କିମ୍ବା ସକାଳୁ ଉଠି ଖାଲି ପେଟ ରେ ଏହାକୁ ସେବନ କରିପାରିବେ । ସକାଳୁ ଉଠି ଖାଲି ପେଟରେ ଯଦି ଆମେ ଏହି କଞ୍ଚା ପିଆଜ ର ସେବନ କରିବା ତାହେଲେ ଆମ ଶରୀରରେ ଇଁଶୁଲିନ ତିଆରି ହୋଇଥାଏ ଯାହା ଫଳରେ ଆମ ଶରୀରରେ ମଧୁମେହ ରୋଗ ହୁଏ ନାହିଁ ଯଦି ହୋଇଥାଏ ତାହେଲେ ତାହା ସବୁବେଳ ପାଇଁ କଣ୍ଟ୍ରୋଲ ରେ ରୁହେ ।
ଏହି କଞ୍ଚା ପିଆଜର ସେବନ କରିବା କରିବା ଦ୍ଵାରା ଆମ ଶରୀରକୁ ପ୍ରଚୁର ମାତ୍ରା ରେ ଫାଇବର ମିଳିଥାଏ ଯାହା ଦ୍ଵାରା ଆମ ଶରୀରର ଓଜନ କମିଯାଏ ।ଯଦି ଆପଣ ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ ଏହି କଞ୍ଚା ପିଆଜର ସେବନ କରିବେ ତାହେଲେ ଆପଣଙ୍କ ସମସ୍ୟା ପ୍ରକାରର ପେଟ ଜନିତ ସମସ୍ୟା ଦୂର ହୋଇଯିବ । ଯଦି ଆପଣଙ୍କୁ ମଧୁମେହ ହୋଇଛି ତାହେଲେ ଆପଣ ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ ଏହି କଞ୍ଚା ପିଆଜର ସେବନ କରିବେ ତାହେଲେ ଆପଣଙ୍କ ମଧୁମେହ ସମସ୍ୟା କେବଳ ୩ ମାସ ଭିତରେ ଭଲ ହୋଇଯିବ ।
ଆଜିକାଲି ବହୁତ୍ ଲୋକ ନିଜର ବଢୁଥିବା ଓଜନ ପାଇଁ ଚିନ୍ତିତ ଅଛନ୍ତି ,ଯଦି ସେହି ଲୋକ ମାନେ ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ ଏହି କଞ୍ଚା ପିଆଜର ସେବନ କରିବେ ତାହେଲେ ସେମାନଙ୍କ ଓଜନ ୧ ରୁ ୨ ମାସ ମାସ ମଧ୍ୟରେ ୫ ରୁ ୧୦ କିଲୋ କମିଯିବ । ଯଦି ଆପଣ ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ ଏହି କଞ୍ଚା ପିଆଜର ସେବନ କରିବେ ତାହେଲେ ଆପଣଙ୍କ ଆଖିର ଚମକ୍ ବଢିବାକୁ ଲାଗିବ ଏହି ଯଦି ଏହାର ରସ କୁ ମଧ୍ୟ ଆସି ରେ ପକାଇବେ ତାହେଲେ ମଧ୍ୟ ଆଖିର ଚମକ ବଢ଼ିଥାଏ । ଯଦି ଆପଣଙ୍କ ଉଚ୍ଚ ରକ୍ତ ଚାପ ଅଛି ,ଆପଣ ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ ଏହି କଞ୍ଚା ପିଆଜର ସେବନ କରିବେ ତାହେଲେ ଆପଣଙ୍କ ରକ୍ତ ଚାପ ଏକ ମାସ ମଧ୍ୟରେ କଣ୍ଟ୍ରୋଲ ସ୍ଥିତି କୁ ଆସିଯିବ ।
ଆମେ ଆପଣଙ୍କ ପାଇଁ ଏଭଳି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଖବର ସବୁବେଳେ ଆଣିଦେଉ । ଏହାକୁ ନିଜ ପରିବାର ଏବଂବନ୍ଧୁଙ୍କ ସହ ସେୟାର୍ ନିଶ୍ଚିତ କରନ୍ତୁ । ଏଭଳି ତଥ୍ୟ ପାଇଁ ଆମକୁ ଲାଇକ ଫଲୋ କରନ୍ତୁ ଧନ୍ୟବାଦ ।