ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଅନେକ ସ୍ଥାନ ରେ କିନ୍ନର ମାନଙ୍କୁ ଦେଖି ଥିବେ ଏବଂ ଏହା ସହିତ ଆପଣ ମାନେ ଏହି ବିଷୟ ରେ ଦେଖି ଥିବେ କି ସେମାନେ କାହାକୁ ବି ଦେଖିଲେ ତାଳି ମାରନ୍ତି ବୋଲି ତେବେ ଏଠାରେ ଗୋଟିଏ ପ୍ରଶ୍ନ କି ଆପଣ ମାନେ ସେମାନଙ୍କୁ କେଉଁ ନଜର ରେ ଦେଖନ୍ତି , କଣ ଆପଣ ମାନେ ସେମାନଙ୍କୁ ସେହି ନଜର ରେ ଦେଖନ୍ତି ଯେଉଁ ନଜର ରେ ଅନ୍ୟ ମାନଙ୍କୁ ଦେଖନ୍ତି ଯଦି ନୁହେଁ ତେବେ ଆପଣ ମାନଙ୍କୁ କେଉଁ ଠାରେ ପରିବର୍ତନ ଆଣିବା ଦରକାର ଆପଣ ମାନେ ଜାଣି ସାରି ଥିବେ । ସେମିତି ରେ କହିବା ପାଇଁ ଚାହିଁବୁ କି କିନ୍ନର ମାନଙ୍କୁ ବହୁତ ଲୋକ ମାନେ ଭଲ ନଜର ରେ ଦେଖନ୍ତି ନାହିଁ ସେମାନେ ଆଖ ପାଖରେ ରହିବା ଦ୍ୱାରା ଅସହଜ ମନେ କରନ୍ତି ,
ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେହି କିନ୍ନର ଙ୍କ ଅତ୍ୟାଚାର ଉପରେ ଆଲୋଚନା କରିବୁ ସାଧାରଣ ଭାବେ ଆପଣ ମାନେ ସେମାନଙ୍କୁ କେମିତି ଚିହ୍ନିବେ ଆପଣ ମାନେ ନିଶ୍ଚିତ କହିବେ କି ସେମାନଙ୍କୁ ଦେଖି ବା ସେମାନଙ୍କ ତାଳି ମାରିବା ଦେଖି । ହେଲେ କଣ ଆପଣ ମାନେ ଭାବିଛନ୍ତି ସେମାନେ କଣ ପାଣି ତାଳି ମାରନ୍ତି ବୋଲି ଆମେ ସେହି ବିଷୟ ରେ କହିବା ପାଇଁ ଚାହିଁବୁ କି ସୋସିଆଲ ସାଇନ୍ସ ର ଅର୍ଥ ରେ ଦେଖିବା ତେବେ କିନ୍ନର ଙ୍କ ଏହି ତାଳି ର ମାନେ ହେଲା ମୁଁ ଜାହା ରହିଛି ସେମିତି ହିଁ ରହିବି ହେଲେ ଏକ ରିପୋର୍ଟ ଅନୁସାରେ କିନ୍ନର ମାନେ ନିଜ ଆଡକୁ ଆକର୍ଶିତ କରିବା ପାଇଁ ସେମାନେ ତାଳି ମାରି ଥାନ୍ତି ।
ସେମାନେ ଅନେକ କାରଣ ରୁ ବାଧ୍ୟ ହୋଇ ଏବଂ ସେମାନେ ନିଜକୁ ଅଭିବ୍ୟକ୍ତ କରିବା ପାଇଁ କିନ୍ନର ମାନେ ଏହି ପରି ଭାଷା କି ବିକଶିତ କରିଛନ୍ତି , ତେବେ ଜାଣିଲେ ତ ଆପଣ ମାନେ କଣ ପାଇଁ କିନ୍ନର ମାନେ ତାଳି ମାରନ୍ତି ବୋଲି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।