ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ହିନ୍ଧୁ ଧର୍ମ ରେ ମହିଳା ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ସ୍ୱରୂପ ବୋଲି ମନା ଯାଏ , ସେହି ମହିଳା ମାନେ କେବେ ଯଦି ଭୁଲ କାମ କରନ୍ତି ତେବେ ଘର ମଧ୍ୟ ରେ ସବୁ ସମୟ ରେ ଧନ ର ଅଭାବ ଦେଖିବା ପାଇଁ ମିଳେ , ଏବଂ ସ୍ୱାମୀଙ୍କର ବି ବହୁତ ଅସୁବିଧା ହୋଇ ଥାଏ । ତେବେ ଆମେ ଆଜି ଆପଣ ମାନଙ୍କ ସହିତ ସେମିତି ହିଁ କିଛି ମହିଳା ମାନଙ୍କ ଭୁଲ ବିଷୟ ରେ କହିବୁ ଜାହା ମହିଳା କରିବା ଦ୍ୱାରା ସ୍ୱାମୀ ମାନଙ୍କ ଜିବନ ରେ ଆସି ଥାଏ ମହାବାତ୍ୟା ,ବହୁତ ସ୍ତ୍ରୀ ମାନେ ଠାକୁର ଘରେ ପୂଜା କରିବା ସମୟ ରେ ସେମାନେ ଠାକୁର ଘରେ ତଳେ ବସି ପୂଜା କରି ଥାନ୍ତି । ଏହା ବହୁତ ଭୁଲ ହୋଇ ଥାଏ । ତେବେ ଆପଣ ମାନେ କେବେ ବି ଏମିତି କରନ୍ତୁ ନାହିଁ , ସବୁ ସମୟ ରେ ଆପଣ ମାନେ ଚଟୁ ବା କାଠ ପୀଢା ରେ ବସି ଆପଣ ମାନେ ପୂଜା ଅର୍ଚ୍ଚନା କରିବେ । ଏମିତି କଲେ ଆପଣଙ୍କ ଘରର ଉନ୍ନତି ହୋଇ ଥାଏ ।
ବହୁତ ନାରୀ ମାନେ ମଝି ସିନ୍ଥୀ ର ସିନ୍ଧୁର ଲଗେଇବା ବଦଳ ରେ ସାଇଡ୍ ର ସିନ୍ଦୁର ଲଗେଇ ଥାନ୍ତି , ସେମାନେ ଏମିତିକରିବା ଦ୍ୱାରା ବହୁତ କ୍ଷେତି ହୋଇ ଥାଏ , ଏବଂ ସ୍ୱାମୀ ମାନଙ୍କର ବର୍ବାଦି ସଂମ୍ପର୍ଣ୍ଣ ଭାବେ ହୋଇ ଥାଏ ।ତେବେ ଆପଣ ମାନେ ସବୁ ବେଳେ ଚେଷ୍ଟା କରିବେ କି ସବୁୂ ସମୟରେ ମଝି ସିନ୍ଥୀ ରେ ଏହି ସିନ୍ଧୁର କୁ ପିନ୍ଧିବା ପାଇଁ , ଆଉ ଆପଣ ମାନେ କେବେ ଲୁହା କଣ୍ଟା ରେ ସିନ୍ଧୁର ପିନ୍ଧନ୍ତୁ ନାହିଁ । ବରଁ ଆପଣ ମାନେ ଝିଙ୍କ କଣ୍ଟୀ ରେ ଏହାକୁ ଧାରଣ କରନ୍ତୁ । ସେହି ପରି ବେଳେ ଆପଣ ମାନେ ଯେତେ ବେଳେ ବି ଠାକୁର ଘରେ ଝିଟିପିଟି ଦେଖୁଛନ୍ତି ସେହି ସମୟ ରେ ଆପଣ ମାନେ ନିଶ୍ଚିତ ଭାବେ ଘରୁ ଅରୁଆ ଚାଉଳ ଆଣି ମାନସୀକ କରି ସେହି ଝିଟିପିଟି ଉପର କୁ ପକାନ୍ତୁ । ଏବଂ ଆପଣ ମାନେ ଯେହେତୁ ଘର ର ଲକ୍ଷ୍ମୀ ତେବେ ଆପଣ ମାନେ ଯେକୈଣସୀ କାମ କରୁଛନ୍ତି ତେବେ ଆପଣ ମାନେ ନିଶ୍ଚିତ ଭାବେ ଟିକିଏ ନିତି ନିୟମ ରେ କରନ୍ତୁ ।
ନଚେତ୍ ଆପଣ ମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୋପ ପଡିବା ସହିତ ଆପଣ ମାନଙ୍କ ସ୍ୱାମୀ ଙ୍କ ଉପରେ ବହୁତ ପ୍ରଭାବ ପଡିବ , ବହୁତ ସ୍ତ୍ରୀ ମାନେ ବାଥରୁମ୍ ରେ ଗାଧୋଇବା ସମୟ ରେ ଦେହ ରେ କପଡା ରଖି ନ ଥାନ୍ତି । ଏହା ବହୁତ ଭଭୁଲ କଥା ଏମିତି କରିଲେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ହୁଅନ୍ତି, ଏବଂ ଆପଣ ମାନେବହୁତ ଅସୁବିଧା ର ସାମ୍ନା କରି ଥାନ୍ତି , ଏହା ଦ୍ୱାରା ଦୂର୍ଭାଗ୍ୟ ବହୁତ ଶୀଘ୍ର ଘରକୁ ମାଡି ଆସିଥାଏ , ତେବେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରି ଥିବେ କି ମହିଳା ମାନଙ୍କ କେଉଁ କାର୍ଯ ପାଇଁ ସେମାନଙ୍କ ପତି ଙ୍କୁ ଭୁକ୍ତ ଭୋଗୀ ହେବାକୁ ପଡେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।