ବାତ୍ୟାର ମାସ ଅକ୍ଟୋବର – କଣ ପାଇଁ ଅକ୍ଟୋବରରେ ହୁଏ ବାତ୍ୟା

batya

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଆସି ଗଲା ଅକ୍ଟୋବର ମାସ ଏବଂ କଣ ପାଇଁ ସବୁ ବର୍ଷ ଅକ୍ଟୋବର ମାସ ରେ ହୋଇ ଥାଏ ବାତ୍ୟା ଏବଂ ଏହି ବର୍ଷ ବି ବାତ୍ୟା ହେବା ସୁନିଶ୍ଚିତ , ବର୍ତମାନ ସମୟ ରେ ଯେଉଁ ପରି ଲଘୁଚାପ ହେବାରେ ଲାଗିଛି ତାହା ବର୍ତମାନ ସମୟ ରେ ଆଶ୍ଚର୍ଯ୍ୟ କରିବା ଭଳି ଅଟେ । ଯେମିତି କି ଆପଣ ମାନେ ଜାଣି ଥିବେ ଗତ କାଲି ଥିଲା ଅକ୍ଟୋବର 1 ତାରିଖ ଏବଂ ଏହି ବର୍ଷ ଏବଂ ମାସ ର ଆରମ୍ଭ ବିଷୟ ରେ ଆପଣ ମାନେ ଜାଣି ଥିବେ କି ଏହି ମାସ ରେ ଦୂର୍ଗା ପୂଜା ଭଳି ପର୍ବ ପର୍ବାଣୀ ରହି ଥିବା ବେଳେ ଏହି ମାସ ଟି ଟି ସବୁ ବର୍ଷ ରେ ଓଡ଼ିଶା କୁ ଦୁଃଖ ଏବଂ କଷ୍ଟ ଦେଇ ଥାଏ । କାରଣ ଆପଣ ମାନେ ଭଲ ଭାବେ ଜାଣି ଥିବେ ପ୍ରତି ବର୍ଷ ଏହି ମାସ ରେ ମାଡି ଆସି ଥାଏ ପ୍ରଳୟ ଙ୍କରୀ ମହାବାତ୍ୟା ଏବଂ ଆପଣ ମାନଙ୍କୁ ବି ସୂଚନା ଦେବୁ କି ଏହି ବର୍ଷ ରେ ବି ବାତ୍ୟା ଓଡ଼ିଶା ପାଇଁ ଦାନା ବାନ୍ଧି ଥିବା ବେଳେ ଏହାର ସୂଚନା ପାଣି ପାଗ ବିଭାଗ ପକ୍ଷ ରୁ ସୂଚନା ଦାଆ ଜାଇ ସରିଛି ।puja

ଏବଂ ଏହି ଦିନ ରେ ଲଘୁଚାପ ର ବିଭିନ୍ନ ରୂପ ଦେଖିବା ପାଇଁ ମିଳୁ ଥିବା ବେଳେ ପ୍ରଳଙ୍କରୀ ଏହି ମାସ ର ସେଷ ସମୟ କୁ ନିଶ୍ଚିତ ଭାବେ ଏକ ବାତ୍ୟା ହେବାର ସମ୍ଭାବନା ରହିଛି ବୋଲି ସୂଚନା ରହିଛି । ଏବଂ ବିଗତ ବର୍ଷ ରେ ଦୂର୍ଗା ପୂଜା କୁ ନେଇ ବିଭିନ୍ନ ପ୍ରକାର ର ଆୟୋଜନ ହୋଇ ଥିବା ବେଳେ ଏହାକୁ ବି ଏହି ବର୍ଷ ସଂମ୍ପର୍ଣ୍ଣ କରିବା ପାଇଁ ଦେବ ନାହିଁ ।batya

ଏବଂ ଯେଉଁ ପରି ଭାବେ କୋରନା ର ଗାଇଡ୍ ଲାଇନ୍ କୁ ମାନି କରି ଏହି ବର୍ଷ ଦୂର୍ଗା ପୂଜା କରିବାର ଅନୁମତି ପୂଜା କମିଟି ମାନଙ୍କୁ ଦିଆ ଜାଇଛି ତାହା ଉପରେ ବାତ୍ୟା ର କିଛି ବି ଅସର ଦେଖିବା ପାଇଁ ମିଳିବ ନାହିଁ ହେଲେ ପାଣି ପାଗ ବିଭାଗ ପକ୍ଷ ରୁ ରହି ଥିବା ସୂଚନା ଅନୁସାରେ ସବୁ ବର୍ଷ ପପରି ଏହି ବର୍ଷ ର ଏହି ମାସ ରେ ନିଶ୍ଚିତ ଭାବେ ଗୋଟିଏ ବାତ୍ୟା ର ପ୍ରକୋପ ଦେଖିବା ପାଇଁ ମିଳିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *