ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ସହିତ ଏକ ନୂତନ ବିଷୟ ବସ୍ତୁ ଉପରେ ଆଲୋଚନା କରିବା ଯେଉଁ ବିଷୟ ର ନାମ ହେଲା ପିଆଜ ରସୁଣ କୁ କଣ ପାଇଁ ଆମିଷ ବୋଲି କୁହା ଯାଏ , ଏମିତି ରେ ଆପଣ ମାନଙ୍କୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ବିବରଣି ଦେବାକୁ ଚେଷ୍ଟା କରିବୁ ଏବଂ ଆପଣ ମାନେ ଏହି ବିଷୟ ରେ ନିଶ୍ଚିତ ଭାବେ ଜାଣି ଥିବେ ବ୍ରହ୍ମଣ ମାନେ ସବୁ ସମୟ ରେ ଏହି ପିଆଜ ରସୁଣ ଠାରୁ ସଂମ୍ପର୍ଣ୍ଣ ଭାବେ ଦୂରେଇ ରହି ଥାନ୍ତି
,
ଆପଣ ମାନେ ବି ଦେଖି ଥିବେ କି କୈଣସି ପୂଜା ଏବଂ ଧାର୍ମିକ କାର୍ଯ୍ୟ ରେ ଆମିଷ ନ ଖାଇବା ସହିତ ପିଆଜ ରସୁଣ ର ପାଳନ କରନ୍ତି , ତେବେ କଣ ପାଇଁ ଏହି ପିଆଜ ରସୁଣ ଆମିଷ ବୋଲି କୁହା ଯାଏ ଏହା ପଛରେ ରହିଛି ଅନ୍ୟ ଅନ୍ୟ କାରଣ ଜାହା ଆପଣ ମାନଙ୍କୁ କହିବୁ ,
ସମୁଦ୍ର ମନ୍ଥନ ସମୟ ରେ ଯେତେ ବେଳେ ଅମୃତ କଳସ ବାହାରି ଥିଲା ତେବେ ସେହି ସମୟରେ ବିଷ୍ଣ ଭଗବାନ ସବୁ ଦେବତା ଙ୍କୁ ଅମର ହେବା ପାଇଁ ଅମୃତ ବଣ୍ଟନ କରୁ ଥିଲେ । ସେହି ସମୟ ରେ ରାହୁ ଏବଂ କେତୁ ଦୁଇ ରାକ୍ଷସ ସେହି ମଧ୍ୟ ରେ ପସି ଭୁଲ ବଷତ ଅମୃତ ସେବନ କରି ଦେଲେ ହେଲେ ଏହି ବିଷୟ ରେ ଯେତେ ବେଳେ ବିଷ୍ଣ ଭଗବାନ ଙ୍କୁ ଜଣା ପଡିଲା ତେବେ ସେ ଏହି ଦୁଇ ରାକ୍ଷସ ଙ୍କୁ ନିଜର ସୁଦର୍ଷନ ଚକ୍ର ରେ ଦୁହିଁଙ୍କ ମୁଣ୍ଡ କୁ ଶରୀର ରୁ ଅଲଗା କରି ଦେଲେ । ଏବଂ ସେହି ସମୟରେ ମୁହଁ ମଧ୍ୟ ରେ ଥିବା କିଛି ଅମୃତ ର ବୁନ୍ଧା ଚାଲି ଜାଇ ଥିଲା ଏମିତି ସେହି ମୁଣ୍ଡ ଅମର ହୋଇ ଗଲା,ଏମିତି ରେ ଯେତେ ବେଳେ ବିଷ୍ଣ ଭଗବାନ ପ୍ରହାର କଲେ ତେବେ କିଛି ରକ୍ତ ର ବୁନ୍ଧା ତଳେ ପଡି ଜାଇ ଥିଲା ,ଏବଂ ସେହି ରକ୍ତ ରୁ ହିଁ ପିଆଜ ରସୁଣ ଜନ୍ମ ନେଇ ଥିଲେ ।
ଜାହା କାରଣ ରୁ ଏହାକୁ ମୁହଁ ରେ ଲଗେଇଲେ ଦୁର୍ଗନ୍ଧ ଆସି ଥାଏ ,ଜାହା କାରଣ ରୁ ବ୍ରହ୍ମଣ ମାନେ ଏହାର ସେବନ କେବେ ବି କରନ୍ତି ନାହିଁ ,ହେଲେ ଆମ ମାନଙ୍କ ଜିବନ ରେ ଆଜିର ଦିନ ଏହି ପିଆଜ ରସସୁଣ ବହୁତ ଉପକାରୀ ଅଟେ ,ଏବଂ ଆମ ମାନଙ୍କୁ ବିଭିନ୍ନ ରୋଗ ରୁ ବି ଏହା ବଞ୍ଚେଇ ଥାଏ ,ତେବେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରି ଥିବେ କଣ ପାଇଁ ପିଆଜ ଓ ରସୁଣ କୁ ଆମିଷ ବୋଲି କୁହ ଯାଏ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।