ପ୍ରଦୀପଙ୍କ ପରେ କିଏ ହେବ ପିପିଲ ରାଜନୀତିର ଭାଗ୍ୟ ବିଧାତା – କିଏ ହେବ କିଙ୍ଗ ମେକର

prdeep

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଦିପ୍ ମହାରଥୀ ଙ୍କ ବିୟୋଗ ପରେ ଭାଙ୍ଗି ପଡିଛିି ପିପିଲି ହଁ ପ୍ରଦିପ୍ ମହାରଥୀ ଙ୍କୁ ହରେଇ ଏବେ ବି ଝୁରୁଛି ପିପିିଲି ସେ ପିପିଲି ରେ ଥିଲେ ଜଣେ ତୁଙ୍ଗ ନେତା କଥା ରେ ଥିଲା ଶହେ ଘୋଟା କୁ ଶହେ ହାତୀ ଏକା ଲଢିବ ମହାରଥୀ , କିନ୍ତୁ ଏବେ ପ୍ରଦିପ୍ ମହାରଥୀ ହାରି ଯିବା ପରେ ଏବେ ଚିନ୍ତା ର ବିଷୟ କି କିଏ ଧରିବ ତାଙ୍କର ଏହି ପଦବୀ କୁ ଏବଂ କିଏ ନେବ ଏହି ବରିଷ୍ଟ ନେତା ଙ୍କ ଉତ୍ତର ଅଧିକାରୀତା , ତେବେ ବର୍ତମାନ ସମୟ ରେ ଏହି ନେଇ ତାଙ୍କର ଉତ୍ତର ଅଧିକାରୀ ମାନଙ୍କ ନାମ ଉଠୁଛିି ପ୍ରଥମେ ଜାହାଙ୍କ ନାମ ଉଠୁଛି ସେ ହେଲେ ରୁଦ୍ର ପ୍ରତାପ୍ ଯିଏ କି ମହାରଥୀ ଙ୍କ ଜୁନିୟର ଭାବେ ପରିଚିତ ଅଟନ୍ତି , ପିପିଲି ଅଞ୍ଚଳ ରେ ରୁଦ୍ର ମଧ୍ୟ ଅନେକ କାମ କରି ଥିବାର ଦେଖିବା ପାଇଁ ମିଳିଛନ୍ତି । ବାପା ସହିତ ମିଶି କରି ସେ ଏହି ଦିନ ରେ ବନ୍ୟା ପୀଡିତ ଅଞ୍ଚଳ ପରିଦର୍ଶନ କରିବା ସହିତ ସେ ଲୋକ ମାନଙ୍କୁ ସାହାଯ୍ୟ କରି ଥିବାର ଦେଖିବା ପାଇଁ ମିଳି ଥିଲେ, ଏବଂ ଲୋକ ମାନଙ୍କୁ ଖାଦ୍ୟ ବଣ୍ଟନ ବି କରି ଥିବାର ଦେଖିବା ପାଇଁ ମିଳିଛନ୍ତି ।pradeep maharathy

ଏବଂ ଅନେକ ସହଯୋଗ କାମ ବି ସେ ସହଯୋଗ କରି ସେହି ବାତ୍ୟା ସମୟ ରେ ବୁଲି ଥିଲେ , ଏବଂ ସେହିଥି ପାଇଁ ରୁଦ୍ର ଙ୍କ ନାମ ଯେତିକି ପରିମାଣ ରେ ଉଠୁଛି ସେହି ପରି ଭାବେ ତାଙ୍କର ଝିଅ ପଲ୍ଲବୀ ଙ୍କ ନାମ ବି ସେତିକି ପରିମାଣ ରେ ଉଠୁଛି ପଲ୍ଲବୀ ମଧ୍ୟ ଏହି ଥିରେ ସାମିଲ୍ ହୋଇ ପାରନ୍ତି , ଏହି ଦିନ ମାନଙ୍କ ରେ ପଲ୍ଲବୀ ମଧ୍ୟ BJD ର କିଛି ସଂଙ୍ଗଠନ ମିଶି କରି ସଂସ୍ଥା ର କାର୍ଯ୍ୟ ରେ ମଧ୍ୟ ସହଯୋଗ କରି ଥିଲେ ଏବଂ ସାମ୍ନା କୁ ମଧ୍ୟ ଆସି ଥିଲେ , ନିକଟ ରେ ବାପା ଙ୍କ ବିୟୋଗ ସମୟ ରେ BJD ମୂଖ୍ୟ ମଧ୍ୟ ତାଙ୍କର ମୁଣ୍ଡ ଆଉଁଶୀ ଦେଇଇ ଥିଲେ ସେହିଥି ପାଇଁ ଜଣା ପଡୁଛି କି ଏହି ଠାରେ ପଲ୍ଲବୀ ମଧ୍ୟ ଏହି ଥିଲେ ଏଣ୍ଟ୍ରୀ ମାରି ପାରନ୍ତି , ହେଲେ ଏବେ ହିରୋ ଅର୍ଦ୍ଦେନ୍ଦୁ ଙ୍କୁ ବିବାହ କରି ଥିବା ହେତୁ ସେ ରାଜନିତୀରୁ ଟିକିଏ ଦୂରେଇ ରହିଛନ୍ତି ,prdeep

ଏବଂ ପରେ ତାଙ୍କ ସ୍ତ୍ରୀ ପ୍ରତିଭା ମହାରଣା ସେ ବର୍ତମାନ ସମୟ ରେ ଜଣେ ଲେକଚର୍ ହେଲେ ମଧ୍ୟ ସେ ମଧ୍ୟ ଅନେକ ଲୋକ ମାନଙ୍କୁ ସାହାଯ୍ୟ କରି ଥିବାର ଦେଖିବା ପାଇଁ ମିଳିଛନ୍ତି ତେବେ ଏହି ପରି କ୍ଷେତ୍ରରେ ଆପଣ ମାନେ ଏମାନଙ୍କ ମଧ୍ୟ ପିପିଲି ର ନୂଆ ଅଦକ୍ଷ ଭାବେ କାହାକୁ ଦେଖିବା ପାଇଁ ଚାହିଁବେ ଆପଣ ମାନେ କମେଣ୍ଟ କରି ଜଣେଇ ଦେବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *