ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ ମୋବାଇଲ ୱାଲପେପର ବିଷୟରେ ଜଣେଇବି ବାସ୍ତୁ ଅନୁସାରେ ମୋବାଇଲରେ ୱାଲପେପର ରେ କେମିତି ଫଟୋ ଏବଂ ୱାଲପେପର ରଖିବା ଦ୍ଵାରା ଧନ ଏବଂ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହିତ ରୋଗ ଏବଂ ଋଣ ରୁ ମୁକ୍ତି ମିଳିଥାଏ । ଜ୍ୟୋତିଷ ଶାସ୍ତ୍ର ଏବଂ ଧର୍ମ ଶାସ୍ତ୍ର ରେ ଏହା ବର୍ଣ୍ଣନା ଅଛିକି ସକାଳର ଆରମ୍ଭ ଶୁଭ ଜିନିଷକୁ ଦେଖି ଆରମ୍ଭ କଲେ ମନ ପ୍ରଫୁଲିତ ରହିବା ସହିତ ସ୍ବାସ୍ଥ୍ୟ ମଧ୍ୟ ଠିକ୍ ରହିଥାଏ । ଏବଂ ସାରା ଦିନଟି ଶୁଭ ରେ ଭରି ଯାଏ । ତେବେ ପ୍ରତେକ ବ୍ୟକ୍ତି ତାଙ୍କର ଇଷ୍ଟ ଦେବା ଦେବିକୁ ଦେଖିଲେ ତାଙ୍କର ଦିନ ଶୁଭ କଟେ ରୋଜ୍ ଗାରରେ ଉନ୍ନତି ହୋଇଥାଏ । ଚାକିରୀରେ ଉନ୍ନତି ପାଇବାକୁ ଚାହୁଁ ଥିଲେ ଆପଣଙ୍କ ର ମୋବାଇଲ ୱାଲପେପର ରେ greenery ୱାଲପେପର ରଖନ୍ତୁ ଏହା ରଖିଲେ ଆପଣଙ୍କ ର ସବୁ ଇଛା ପୂର୍ଣ୍ଣ ହୋଇଥାଏ । ନମ୍ବର 2–ବିବାହ ପାଇଁ ଯଦି ଆପଣ ଜୀବନ ସାଥୀ ଟିଏ ଚାହୁଁ ଥାନ୍ତି ଆପଣଙ୍କ ବୟସ ଅଧିକ ହେବାର ଲାଗିଥାଏ ।ତେବେ ନିଜ ମୋବାଇଲwallpepar ରେ Peony flower ର ଫୋଟୋ କୁ ସେଭ କରନ୍ତୁ ।ଏହି ଫୁଲ ଏକ ସାକର୍ତ୍ମକ୍ ଭାରିଥିବ ଫୁଲ ଅଟେ ଯାହାକୁ ବାସ୍ତୁ ରେ ଫୁଲ ମାନଙ୍କର ରାଣୀ ବୋଲି କୁହନ୍ତି ।
ଏହା ପ୍ରେମ ଏବଂ ବିବାହ କ୍ଷେତ୍ର ରେ ବହୁତ୍ ଚମତ୍କାର ଫଳ ଦେଇଥାଏ ।ନମ୍ବର 3–ନଜର ଦୋଷ ବା ଜଟିଳ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯଦି ଆପଣଙ୍କ ର ପରିବାରରେ ବିଶୃଙ୍ଖଳା ଦେଖିବାକୁ ମିଳିଥାଏ କିମ୍ବା କାହାର ନଜର ଦୋଷ ଭୋଗ କରିଥାନ୍ତି ତେବେ Blessing buddhaଙ୍କ ଫୋଟୋ ନିଜ ୱାଲପେପର ରେ ରଖିଦିଓନ୍ତୁ ।ତାହାକୁ ବାରମ୍ବାର ଦେଖିବା ଦ୍ଵାରା ନଜର ଦୋଷ ରୁ ମୁକ୍ତି ପାଇବା ସହ ସବୁ ପ୍ରକାର ସମସ୍ୟାରୁ ବି ମୁକ୍ତି ପାଇବେ । ନମ୍ବର 4–ରୋଗରୁ ମୁକ୍ତି ପାଇବା ପାଇଁ ଆପଣ ଯଦି ସଦା ସର୍ବଦା ରୋଗ ଗ୍ରସ୍ତ ହେଉଥାନ୍ତି କିମ୍ବା ଆପଣଙ୍କ ପରିବାର ରେ କେହି ସର୍ବଦା ରୋଗ ଗ୍ରସ୍ତ ହେଉଛନ୍ତି ତାହେଲେ ଆପଣ ମୋବାଇଲ ୱାଲପେପର Bambo ର ଫୋଟୋ ରଖନ୍ତୁ ସେହି ଫଟୋଟିକୁ ରଖିବା ଦ୍ଵାରା ରୋଗ ର ସବୁ ସମସ୍ୟା ଦୂର ହୋଇଥାଏ ।
ନମ୍ବର 5–ଚିନ୍ତା ରୁ ମୁକ୍ତି ପାଇବା ପାଇଁ ,କୌଣସି ଚିନ୍ତାରୁ ଯଦି ମୁକ୍ତି ପାଉନାହାନ୍ତି ତାହେଲେ ମୋବାଇଲ ୱାଲପେପର ରେ Sun flower ର ଫୋଟୋ କୁ ରଖନ୍ତୁ ଏହା ଦ୍ଵାରା ଜୀବନରେ ସକାରାତ୍ମକ ଭାବନା ଭାରିଯାଇଥାଏ ଏବଂ ସମସ୍ତ ଚିନ୍ତାରୁ ମୁକ୍ତି ମିଳିଥାଏ ଏବଂ ଯଦି ଜୀବନରେ କିଛି ନୂଆ କରିବାକୁ ଚାହୁଁ ଚନ୍ତି ତାହେଲେ Sun rise ର ଫୋଟୋ କୁ ୱାଲପେପର ଭାବେ ସେଭ୍ କରନ୍ତୁ । ଏହା ଦ୍ବାରା ନୂତନ କର୍ମ ରେଷଫଳ ମିଳିଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।