ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏଲିନା ସାମନ୍ତରାୟ ଜଣେ ସଫଳତା ପ୍ରାପ୍ତ ଅଭିନେତ୍ରୀ ଅଟନ୍ତି ଏବଂ ଆମର ଏହି ପ୍ରିୟ ହିରୋଇନ୍ ଜଣଙ୍କ କିଏ ହେବ ମୋ ହିରୋଇନ୍ ରିଆଲିଟି ସୋ ମାଧ୍ୟମ ରେ ବିଜେତା ହାସଲ କରି ଚଳଚିତ୍ର ଜଗତ ରେ ପାଦ ଦେଇ ଥିଲେ ଏବଂ ବର୍ତମାନ ସମୟ ରେ ଏଲିନା ଏମିତି ସ୍ଥାନ ରେ ପହଁଚି ଜାଇଛନ୍ତି କି । ତାଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରୀ ଜଣେ ନଂ ୱାନ୍ ହିରୋଇନ୍ ଭାବେ ପରିଚିତ କରା ଜାଇଛି, କେବଳ ଓଡ଼ିଆ ନୁହେଁ ବରଂ ସେ ବେଙ୍ଗଲ ଇଣ୍ଡଷ୍ଟ୍ରୀ ରେ କାମ କରି ସଫଳତା ହାସଲ କରିଛନ୍ତି । ସେହି ପରି ବର୍ତମାନ ସମୟ ରେ ଆପଣ ମାନେ ଦେଖିବେ ତେବେ ଏଲିନା ଙ୍କ ବିବାହ କୁ ନେଇ ବେଶ୍ ଚର୍ଚ୍ଚା ର ବିଷୟ ପାଲଟିଛି । ବର୍ତମାନ ସମୟ ରେ ଏଲିନା ଙ୍କ ବିବାହ ର ଫୋଟ ସୋସିଆଲ ମିଡିଆ ଭାଇରଲ ହେବାରେ ଲାଗିଛି ।
ତେବେ ଏହା ପଛର ସତ୍ୟତା କଣ ରହିଛି ଏବଂ ଏଲିନା କେବେ ଏବଂ କାହା ସହିତ ବିବାହ କରିଲେ ଯଦି ଦେଖିବେ ଏଲିନା ବର୍ତମାନ ସମୟ ରେ ନିଜ ଗାଁ ରେ ରହୁଛନ୍ତି । ତାଙ୍କର ଜନ୍ମ 1996 ଜୁଲାଇ ମାସ 23 ରେ ଜନ୍ମ ଗ୍ରହଣ କରି ଥିବା ଏହି ଅଭିନେତ୍ରୀ ଜଣଙ୍କ ମାତ୍ର 24 ବର୍ଷ ରେ ରହିଛନ୍ତି । ସେ ରେଭେନ୍ସା ଇୟୁନିଭର୍ସିଟି ରେ BSE ଅନର୍ସ କମ୍ପଲିଟ୍ କରିଛନ୍ତି । ଏବଂ ତାଙ୍କର ପ୍ରଥମ ଚଳଚିତ୍ର ଥିଲା ଇସ୍କ ତୁ ହିଁ ତୁ ଏବଂ ଏହି ଚଳଚିତ୍ର ମାଧ୍ୟମ ରେ ତାଙ୍କର କେରିଅର ଆରମ୍ଭ ହୋଇଛି । ସେମିତି ରେ ବର୍ତମାନ ସମୟ ରେ ସେ ଗାଁ ରେ ରହୁ ଥିବା ବେଳେ ସୋସିଆଲ ମିଡିଆ ରେ ବି ବହୁତ ଚର୍ଚ୍ଚା ରେ ରହିଛନ୍ତି ।
ହେଲେ ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ତାଙ୍କର କିଛି ବିବାହ ର ଫୋଟ ଭାଇରଲ ହେଉ ଥିବା ବେଳେ ତାହାକୁ ନେଇ ଏଲିନା ସୁଟିଂ ସେଟ୍ ର ଫୋଟ ବୋଲି କହିଛନ୍ତି । ହେଲେ ଏହାକୁ ଫେନ୍ସ ମାନେ ଅନ୍ୟ ନଜର ରେ ଦେଖିବା ବହୁତ ପରିମାଣ ରେ ଭାଇରଲ କରେଇ ଥିବାର ଦେଖିବା ପାଇଁ ମିଳିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।