ରାନୀ ପଣ୍ଡା ଏତେ କୋଟିର ମାଲିକ – ପାଖରେ ଅଛି ଏତେ ଟଙ୍କାର ଘର ଓ ଗାଡି

raniaaa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଅନେକ ଲୋକ ଫେମୋସ ହେବା ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରୀର ପଥ ବାଛି ନେଇଥାନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେବା ପରେ ସେମାନେ ଫେମୋସ ହେବା ସହିତ ବହୁତ ଟଙ୍କା ମଧ୍ୟ ଅର୍ଜନ କରିଥାନ୍ତି , ତେବେ ଆଜିର ଏହି ଆର୍ଟିକିଲରେ ଆମ ସେମିତି ହିଁ ଜଣେ ସେଲିବ୍ରେଟି ବିଷୟରେ କଥା ହେବା ।

ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡା ଙ୍କର କେତେ କୋଟି ଟଙ୍କା ର ସଂମ୍ପତୀ ରହିଛି , ସେମିତି ରେ ଆପଣ ମାନଙ୍କ ମନ ରେ ବି ଏହି ପ୍ରଶ୍ନ ନିଶ୍ଚିତ ଭାବେ ରହିଥିବ କି ଓଡ଼ିଆ ସିନେମା ର ବିବାଦିୟ ଅଭିନେତ୍ରୀ ରାନୀ ପଣ୍ଡା କେତେ କୋଟି ଟଙ୍କା ର ମାଲିକାଣୀ ଅଟନ୍ତି ଏବଂ ତାଙ୍କର ଆୟ କେତେ ଟଙ୍କା ବର୍ତମାନ ସମୟ ରେ କେତେ ପରିମାଣ ରେ ଟଙ୍କା ତାଙ୍କ ପାଖରେ ଗଛିତ ରହିଛି ତେବେ ଆମର ଏହି ପୋଷ୍ଟ କୁ ସଂମ୍ପର୍ଣ୍ଣ ଭାବେ ପଢନ୍ତୁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରିବେ ।

rania

ସେମିତିରେ ବର୍ତମାନ ସମୟରେ ଚର୍ଚ୍ଚା ରେ ରହି ଥିବା ରାନୀ ପଣ୍ଡା ଅନେକ ଗୁଡିଏ ଆଲବମ୍ ଏବଂ ସିନେମା ରେ କାମ କରି ସାରିଛନ୍ତି , ତାଙ୍କର ଅଭିନୟ କୁ ଦର୍ଶକ ମାନେ ବହୁତ ପରିମାଣ ରେ ପସନ୍ଦ ମଧ୍ୟ କରୁଛନ୍ତି , ଏବେ କିଛି ଦିନ ହେବ ସେ ଗୀତ ବି ଗାଉ ଥିବାର ମଧ୍ୟ ଦେଖିବା ପାଇଁ ମିଳିଛନ୍ତି । ଯେଉଁ ଗୀତ କୁ ସେ ଗାଉଛନ୍ତି ତାହା ସବୁ ବେଳେ ହିଟ୍ ଏବଂ ଦର୍ଶକ ମାନଙ୍କୁ ପସନ୍ଦ ବି ଆସୁଛି ଏବଂ ସେ ଏହି ଦିନ ରେ ଗରିବ ମାନଙ୍କୁ ସାହାଯ୍ୟ କରୁ ଥିବାର ଦେଖିବା ପାଇଁ ମିଳୁଛନ୍ତି ।

rani-panda

ଏହି ନିକଟ ରେ ହୋଇ ଥିବା ବାତ୍ୟା ରେ ରାନୀ ପଣ୍ଡା ଗରିବ ଲୋକ ମାନଙ୍କୁ ଖାଦ୍ୟ ଦେବା ସହିତ ସେମାନଙ୍କ ଦୁଖଃ ବିଷୟ ରେ ବୁଝା ବୁଝି କରି ଥିଲେ । ଏବଂ ବର୍ତମାନ ସମୟ ରେ ବି ରାନୀ ପଣ୍ଡା ଓଡ଼ିଆ ଯାତ୍ରା ଜଗତ ରେ ଅଭିନୟ କରୁଛନ୍ତି , ଯାତ୍ରା ରେ ତାଙ୍କର ଡେନ୍ସ ଦେଖିବା ପାଇଁ ଲୋକ ମାନେ ପାଗଳ ପରି ହୋଇ ଥାନ୍ତି , ସେ ଏବେ ଭୁବନେଶ୍ୱ ରେ ରହୁଛନ୍ତି ଏବଂ ସେ ପାଖା ପାଖି 50 ଲକ୍ଷ ଟଙ୍କାର ମାଲିକାଣୀ ଅଟନ୍ତି , ଏବଂ ଭୁବନେଶ୍ୱର ରେ ତାଙ୍କର ବହୁତ ବଡ ଘର ବି ରହିଛି ଆପଣ ମାନଙ୍କୁ ତାଙ୍କର ଅଭିନୟ କେମିତି ଲାଗୁଛି ଆପଣ ମାନେ କମେଣ୍ଟ କରି ଜଣେଇ ଦେବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published.