ଏହି ରାଶିର ମହିଳା ମାନେ ନିଜ ସ୍ୱାମୀକୁ ନିଜ ନିୟନ୍ତ୍ରଣ ରେ ରଖନ୍ତି।

ଆପଣମାନେ ଜାଣିଥିବେ ରାଶି ଅନୁସାରେ କେତେକ ମହିଳା ରାଗି ସ୍ୱଭାବର ହୋଇଥିବା ବେଳେ ଏବଂ ଆଉ କେତେକ ଅତି ସାନ୍ତ ସ୍ୱଭାବର ହୋଇଥାନ୍ତି, କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନିଜ ସ୍ୱାମୀ ମାନଙ୍କୁ ନିଜ ନିୟନ୍ତ୍ରଣ ରେଖିବାର କଳା ରହିଥାଏ ଏହି କିଛି ରାଶିର ମହିଳାଙ୍କ ପାଖରେ।ଯାହାକୁ ବ୍ୟବହାର କରି ସେମାନେ ନିଜ ସ୍ୱାମୀକୁ ନିଜ ନିୟନ୍ତ୍ରଣ ରେ ରଖିଥାନ୍ତି।ସବୁ ମହିଳା ସେହିପରି ହୋଇ ନଥିଲେ ମଧ୍ୟ କେତେକ ମହିଳାଙ୍କ ରାଶି ଅନୁସାରେ ସେମାନେ ତାଙ୍କ ନିୟନ୍ତ୍ରଣରେ ଘରନ ଙ୍କୁ ରଖିଥାନ୍ତି। ତେବେ ଆପଣଙ୍କ ପତ୍ନୀ କିମ୍ବା ଗଲଫ୍ରେଣ୍ଡ ସେହି ରାଶିର ନୁହଁନ୍ତି କି ? ସେଥିପାଇଁ ଆସନ୍ତୁ ଜାଣିବା କେଉଁ ରାଶିର ମହିଳା ମାନେ ନିଜ ସ୍ୱାମୀ ମାନଙ୍କୁ ନିଜ ଅଧିନରେ ରଖିଥାନ୍ତି।

girl22

୧.ବୃଷ ରାଶି:-ପ୍ରଥମ ରାଶିଟି ହେଉଛି ବୃଷ ରାଶି। ଏହି ରାଶିର ମହିଳା ମାନେ ସ୍ୱଭାବରେ ସାନ୍ତ ଓ ସାହାସୀ ହୋଇଥାନ୍ତି। ଏମାନେ ସବୁ ପରିସ୍ଥିତି କୁ ସାମ୍ନା କରିବା ସହିତ କାହା ଆଗରେ ମୁଣ୍ଡ ନୁଆଁଇବାକୁ ପସନ୍ଦ କରନ୍ତି ନାହିଁ। ଏହି ଗୁଣ ପାଇଁ ସେମାନେ ସ୍ୱାମୀ ମାନଙ୍କୁ ନିଜ ନିୟନ୍ତ୍ରଣ ରେ ରଖିଥାନ୍ତି।

୨.ବିଛା ରାଶି:-ଦ୍ଵିତୀୟ ରାଶିଟି ହେଉଛି ବିଛା ରାଶି। ଏହି ରାଶିର ମହିଳା ମାନେ ସାଧାରଣତଃ ଗମ୍ଭୀର ସ୍ୱଭାବର ହୋଇଥାନ୍ତି। କେବଳ ଏହି କାରଣରୁ ଏହି ରାଶିର ମହିଳା ବେଶି ଲୋକ ମାନଙ୍କ ସହିତ ଆଗୁଆ ମିଶି ପାରନ୍ତି ନାହିଁ ଓ କାହା ଉପରେ ବହୁତ ଶୀଘ୍ର ଭରସା କରନ୍ତି ନାହିଁ। ଏମାନେ ନିଜ ଘର ସହିତ ନିଜ ସ୍ୱାମୀ ମାନଙ୍କୁ କେମିତି ନିୟନ୍ତ୍ରଣରେ ରଖିହେବ ତାହା ଭଲ ଭାବରେ ଜାଣିଥାନ୍ତି।

india

୩.କର୍କଟ ରାଶି:-ତୃତୀୟ ରାଶିଟି ହେଉଛି କର୍କଟ ରାଶି। ଏହି ରାଶିର ମହିଳା ମାନେ ଟିକେ ରାଗି ପ୍ରକୃତି ର ହୋଇଥାନ୍ତି। ଏମାନେ କୈାଣସି ଭୁଲ କୁ ସହଯ ରେ କ୍ଷମା କରି ନଥାନ୍ତି। ଏହି ରାଶିର ମହିଳା ମାନେ ସବୁବେଳେ ଅନ୍ୟମାନଙ୍କୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତି। ସ୍ୱାମୀ ମାନଙ୍କୁ ନିଜ ନିୟନ୍ତ୍ରଣ ରେ ରଖିବା ର କଳା ଖୁବ୍ ଭଲ ଭାବରେ ଜଣାଥାଏ।

୪.ସିଂହ ରାଶି:-ଚତୁର୍ଥ ରାଶିଟି ହେଉଛି ସିଂହ ରାଶି। ଏହି ରାଶିର ମହିଳା ମାନେ କାହାରି ଅଧିନରେ ରହିବାକୁ ଭଲ ପାଆନ୍ତି ନାହିଁ। ମଧୁର କଥା କହି ନିଜ ସ୍ୱାମୀ ଙ୍କୁ ନିଜର କଥାରେ ରାଜି କରାଇଥାନ୍ତି।ଏହି ପରି ନିଜ ସ୍ୱାମୀକୁ ନିୟନ୍ତ୍ରଣ ରେ ରଖନ୍ତି।

brasha

୫.ମକର ରାଶି:-ପଞ୍ଚମ ରାଶିଟି ହେଉଛି ମକର ରାଶି। ଏହି ରାଶିର ମହିଳା ମାନେ ନେତୃତ୍ୱ ନବାକୁ ବହୁତ ପସନ୍ଦ କରନ୍ତି। ଏମାନେ ଶକ୍ତିଶାଳୀ ଏବଂ ମାନସିକ ସ୍ତରରେ ଦୃଢ଼ ପୁରୁଷ ଙ୍କୁ ବିବାହ କରିବା ପାଇଁ ଇଚ୍ଛା ରଖନ୍ତି। ଯଦି ଏପରି ସାଥୀ ମିଳି ଯାଆନ୍ତି ତେବେ ଏମାନେ ତାଙ୍କୁ ନିଜ ନିୟନ୍ତ୍ରଣ ରେ ରଖିବାକୁ ଆରମ୍ଭ କରିଦିଅନ୍ତି।

ଏବେ ଆପଣମାନେ ନିଶ୍ଚିତ ଭାବେ ଜାଣି ପାରିଥିବେ କେଉଁ ରାଶିର ମହିଳା ମାନେ ତାଙ୍କ ନିଜ ସ୍ୱାମୀ ମାନଙ୍କୁ ନିଜ ନିୟନ୍ତ୍ରଣ ରେ ରଖି ପାରନ୍ତି। ଏହି ଭଳି ଖବର ପ୍ରତିଦିନ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ

Leave a Reply

Your email address will not be published. Required fields are marked *