ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଆସନ୍ତା କାଲି ଠାରୁ ପ୍ରଥମ ରୁ ଅଷ୍ଟମ ପିଲା ମାନଙ୍କ ହେବ ପାଠ ପଢା ଏହି ଦିନ ଠାରୁ ଓଡ଼ିଶା ରେ ଖୋଲିବ ସ୍କୁଲ ତେବେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ , ତେବେ ଆପଣ ମାନଙ୍କ ଘରେ ରହି ଥିବା ସବୁ ଛୋଟ ପିଲା ମାନେ କେବେ ସ୍କୁଲ ଯିବେ ସେହି ବିଷୟ ରେ ଜାଣି ପାରିବେ । ଆପଣ ମାନଙ୍କୁ ଜଣେଇ ଦେବୁ କି ଆଜି ମାନେ ଅକ୍ଟୋବର 1 ତାରିଖ ରୁ ପାଠ ପଢା ଆରମ୍ଭ ହେବାକୁ ଯାଉଛି ହେଲେ ସେମିତି ରେ ଆପଣ ମାନେ ଜାଣି ଥିବେ ମାର୍ଚ୍ଚ 17 ରୁ କୋଭିଡ୍ 19 ମାନେ କୋରନନା ଭାଇରସ ପାଇଁ ଦେଶ ର ସବୁ ସ୍କୁଲ କଲେଜ୍ ମାନଙ୍କ ରେ ଛୁଟି ରହି ଥିଲା ଏବଂ ପରେ ବର୍ତମାନ ସମୟ ରେ ପିଲା ମାନଙ୍କୁ ରେଡିଓ ପାନ୍ଥ ଶାଳା ମାଧ୍ୟମ ରେ ପାଠ ପଢିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି , ସେହିଥି ପାଇଁ ଆପଣ ମାନଙ୍କୁ ଜଣେଇ ଦେବୁ କି ଆଜି ଠାରୁ ମାନେ ଅକ୍ଟୋବର 1 ତାରିଖ ରୁ ପାଠ ପଢା ଆରମ୍ଭ ହେବାକୁ ଯାଉଛି ଏବଂ ଏହା ଆକାଶ ବାଣୀ ଦ୍ୱାରା ହେବାକୁ ଯାଉଛି ।
ଏହି ଠାରେ ସୋମବାର ରୁ ଶୁକ୍ରବାର ଯାଏ ସକାଳ 10 ରୁ 10.15 ଯାଏ ସ୍କୁଲ ପିଲାଙ୍କୁ ରେଡିଓ ଜରିଆରେ ଶିକ୍ଷା ଦିଆ ଯିବ । ସୋମବାର ଦିନ ପ୍ରଥମ ଶ୍ରେଣୀ , ମଙ୍ଗଳ ବାର ଦିନ ଦ୍ୱତୀୟ ଶ୍ରେଣୀ, ବୁଧବାର ଦିନ ତୃତୀୟ ଶ୍ରେଣୀ , ଗୁରୁବାର ଦିନ ଚତୁର୍ଥ ଶ୍ରେଣୀ , ଏବଂ ଶୁକ୍ରବାର ପଞ୍ଚମ ଶ୍ରେଣୀ ପିଲା ମାନଙ୍କୁ ସକାଳ 10 ଟା ରୁ 10.15 ଯାଏ ରେଡିଓ ପାନ୍ଥ ଶାଳା ରେ ହିଁ ପାଠ ପଢା ଯିବ । ଏବଂ ସେହି ପରି କ୍ଷେତ୍ର ରେ ଷଷ୍ଟ , ସପ୍ତମ ଶ୍ରେଣୀ ଏବଂ ଅଶ୍ଟମ ଶ୍ରେଣୀ ପିଲା ମାନଙ୍କ ପାଇଁ ପୂର୍ବାନ 11.05 ରୁ 11.15 ଯାଏ ପଢା ଯିବ ।
ତେବେ ନିଶ୍ଚିତ ଭାବେ ଆପଣ ମାନଙ୍କୁ ସୂଚନା ଟି ବହୁତ କିଠି ସାହାଯ୍ୟ କରି ଥିବ ତେବେ ଆପଣ ମାନଙ୍କୁ ପସନ୍ଦ ଆସିଲେ ସେୟାର କରିବା ପାଇଁ ଅନୁରୋଧ ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।