ଏହି ଅକ୍ଟୋବର ମାସର 5ଟି ରାଶି ହେବେ କୋଟିପତି ଜଲଦୀ ଦେଖନ୍ତୁ ।

rasi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଯେ ରାଶି ଚକ୍ରରେ ବାର ଗୋଟି ରାଶଇ ରହିଛି ଓ ବାର ଗୋଟି ରାଶିର ରାଶି ଫଳ ଗ୍ରହ ମନଙ୍କ ପରିଚାଳନାରୁ ନିଧାରିତ ହୋଇଥାଏ । ଗ୍ରହ ମାନଙ୍କର ସିଧା ପ୍ରଭାବ ଏହି ରାଶି ମାନଙ୍କ ଉପରେ ପଡିଥାଏ ପ୍ରତେକ ବ୍ୟକ୍ତିର କୁଣ୍ଡଳୀ ବା ଯାତକ ଏହି ରାଶି ମାନଙ୍କ ସହିତ ଯୋଡିତ ରହିଥାଏ । ଏହି ଗ୍ରହ ମାନଙ୍କ ଚଳନ କିଛି ରାଶି ମାନଙ୍କ ଉପରେ ଶୁଭ ପ୍ରଭାବ ପକାଇ ଥାଏ ତ କିଛି ରାଶି ମାନଙ୍କ ଉପରେ ଖରପ ପ୍ରଭାବ ମଧ୍ୟ ପକାଇ ଥାଏ । ପ୍ରତେକ ଦୀନ ଗ୍ରହରେ କିଛି ନା କିଛି ପରିବର୍ତନ ଘଟୁଛି ସେହିପରି ଚାରଟି ରାଶି ଉପରେ ଆଜିଠାରୁ ଗ୍ରହ ମାନଙ୍କର କୂ ପ୍ରଭାବ ପଡିବାକୁ ଯାଉଛି । ଏହି ଚାରି ଗୋଟି ରାଶିର ଲୋକ ମାନଙ୍କୁ ସାବଧାନତା ସହିତ ରହିବାକୁ ପଡିବ । ତେବେ ଚାଲନ୍ତୁ ଜାଣିବା ସେହି ରାଶି ମାନଙ୍କ ବିସୟରେ । ପ୍ରଥମ ରାଶିଟି ହେଉଛି ମିଥୁନ ରାଶି ଲୋକ ପ୍ରିୟତା ହାର୍ସ ପାଇବ ନିଜର ଆସ୍ତା ହରାଇବେ , ଅର୍ଥ ଅଭାବ ଅନୁଭବ କରି ପାରନ୍ତି , ଆର୍ଥିକ କ୍ଷତି ସହିବେ , ପାଇଥିବା ଦର୍ବ୍ୟ ହରାଇ ବସିବେ , କୈଣସି ଏକ ବଡ ଧରଣର ଯୋଜନାରେ ପରିବର୍ତନ କରିବେ , ପରିବାରରେ ଜଞ୍ଜାଳ ବଢିବ ଓ ଖର୍ଚ୍ଚ ବଢିବାରୁ ବିଚଳିତ ରହିବେ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଗାଈକୁ ସବୁଜ ଘାସ ବା ଅନ୍ୟ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ ।cow

ତେବେ ଦିତୀୟ ରାଶିଟି ହେଉଛି କର୍କଟ ରାଶି ଆପଣ ମାନଙ୍କର ମାନଷିକ ଅସାନ୍ତି ବଢିପାରେ , ଦୁର ବନ୍ଧୁଙ୍କର ଦ୍ୱାରା ଅପମାନିତ ହୋଇ ପାରନ୍ତି , ଅଯଥା କାମରେ ଟଙ୍କା ବିନିଯୋଗ କରିବେ , କୈଣସି ଜାଗାରୁ ଅପମାନିତ ହୋଇ ପାରନ୍ତି । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଗରବ ଲୋକଙ୍କୁ କିଛି ସାହାଯ୍ୟ କରନ୍ତୁ । ତୃତାୟ ରାଶିଟି ହେଉଛି ମୀନ ରାଶି ଅର୍ଥ ଅଭାବର ଆଭାସ ମିଳିବ , ନିଜର ପରିବେଶରେ ପରିବର୍ତନ ହେବ , ମାନ ସ୍ନମାନରେ ହାନି ଘଟିବ , ଉପଯୁକ୍ତ ନ୍ୟାୟ ପାଇ ପାରିବେ ନାହିଁ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ପ୍ରତେକ ମଙ୍ଗଳ ବାର ଦୀନ ହନୁମାନ ଚାଳିଶାର ପାଠ କରନ୍ତୁ ।cow

ଚତୃର୍ଥ ରାଶିଟି ହେଉଛି ବିଛା ରାଶି ଭୟବିତ ମଧ୍ୟରେ ସମୟ ଅତିବାହିତ ହେବ , ବହୁତ ଦୀନର ଅନୁ ସନ୍ଧାନରେ ବିଫଳ ହେବେ , ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ , ମାନସିକ ଚାପ ପଡିପାରେ ବ୍ୟସ୍ତତା ଭିତରେ ସମୟ କଟିପାରେ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଅସାହୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ ବା ବସ୍ତ୍ର ଦାନ କରନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *