ଆଜି ଆପଣ ମାନଙ୍କ ପାଇଁ ରହିଛି କିଛି ମଜାଦାର ପ୍ରଶ୍ନ ଓ ତାର ଉତ୍ତର।ଏହା ଏକ ପ୍ରକାର ର ସାଧରଣଜ୍ଞାନ ମାତ୍ର।ହେଲେ ଏଥିରେ ଅଧିକ ମଜା ଆସି ଥାଏ।ଆଶା କରୁଛୁ ଏହା ଆପଣ ଙ୍କୁ ବହୁତ ଭଲ ଲାଗିବ।ଆପଣମାନେ ତ ଜାଣିଥିବେ,କିଛି କୌତୁହଳ ପ୍ରଶ୍ନ ଓ ତାର ଉତ୍ତର ପାଇବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଥାଏ।ଏହି କୌତୁହଳ ପ୍ରଶ୍ନ ବି ବେଳେବେଳେ ଆମ କିଛି ପ୍ରବେଶିକା ପରୀକ୍ଷା ରେ ପଚାରାଯାଇଥାଏ।
କିଛି ଚାକିରୀ ଏମିତି ଅଛି ଯୋଉଥିରେ କି ଏମିତି କୌତୁହଳ ପ୍ରଶ୍ନ ପଚରା ଯାଏ ଓ ଆମର ବୁଦ୍ଧି ପରୀକ୍ଷା କରାଯାଏ।ଆଉ ମଧ୍ୟ କେତେକ ଲୋକ ଆମକୁ ଏଭଳି ପ୍ରଶ୍ନ ପଚାରିଥାନ୍ତି,ଯାହାର ଆମକୁ ଉତ୍ତର ଦେବାକୁ ହୋଇଥାଏ।ତେଣୁ ଏହାକୁ ଜାଣିବା ନିହାତି ଆବଶ୍ୟକ।ଯାହା ଫଳରେ ଭବିଷ୍ୟତରେ ଆପଣ ମାନ ଙ୍କୁ ବହୁତ ଲାଭଦାୟକ ଓ ଫଳପ୍ରଦ ହେବ।ତେବେ ଆସନ୍ତୁ ଜାଣିବା ଏମିତି କିଛି କୌତୁହଳ ପ୍ରଶ୍ନ ଓ ତାର ଉତ୍ତର….
ପ୍ରଥମ ପ୍ରଶ୍ନ – ପ୍ରଶ୍ନ୧.ଏମିତି କୋଉ କୋଟ ଯାହାକୁ ଆମେ ପିନ୍ଧି ପରିବା ନାହିଁ? ଉତ୍ତର-ପଠାନ କୋଟ । ଏହା ଏକ ସ୍ଥାନ ର ନାମ।
ପରବର୍ତ୍ତୀ ପ୍ରଶ୍ନ – ପ୍ରଶ୍ନ୨.ମୋ ଠାରୁ ଯେତେ କାଢି ନେବ ମୁ ସେତେ ବଡ ହେବି? ଉତ୍ତର-ଗାତ।ଏହାକୁ ଯେତେ ଖୋଲିବ ଏହା ସେତେ ବଡ ହେବ।
ପରବର୍ତ୍ତୀ ପ୍ରଶ୍ନ ପ୍ରଶ୍ନ୩.କାହାର ଜନ୍ମ ଦିନ ପ୍ରତ୍ୟେକ ବର୍ଷ ଆସେ ନାହିଁ? ଉତ୍ତର-ଫେବୃଆରୀ ୨୯ ବ ଅଧିବର୍ଷ । ଏହା ପ୍ରତି ୪ ବର୍ଷ ରେ ଥରେ ଆସେ।
ପରବର୍ତ୍ତୀ ପ୍ରଶ୍ନ ପ୍ରଶ୍ନ୪.ତିନି ଅକ୍ଷର ନାମ ତାହାର ଓଲଟା ଲେଖ ସିଧା ଲେଖ ହେବ ସମାନ? ଉତ୍ତର-କଟକ।ଓଲଟା ଲେଖିଲେ ମଧ୍ୟ ସେଇୟା।
ଶେଷ ପ୍ରଶ୍ନ ପ୍ରଶ୍ନ୫.କେଉଁ ଗଧ ପଶୁ ନୁହେଁ? ଉତ୍ତର-ମଗଧ।ଏହା ଏକ ସ୍ଥାନର ନାମ।
ତ ଫ୍ରେଣ୍ଡସ ଆପଣ ମାନେ ତା ଜାଣିଲେ ୫ ଟି ମଜାଦାର ପ୍ରଶ୍ନ ଓ ତାର ଉତ୍ତର।ଆଶା କରୁଚୁ ଏହା ଆପଣ ଙ୍କୁ ବହୁତ ଭଲ ଲାଗିଥିବ।ଭାବିଷ୍ୟ ରେ ଏହା ଆପଣଙ୍କୁ ବହୁତ ଲାଭ ଦାୟକ ଓ ଫଳ ପ୍ରଦ ହେବ।ଆଗାମୀ ଦିନ ରେ ଏହା ଆପଣ ଙ୍କୁ ନିଶ୍ଚୟ ସାହାଯ୍ୟ କରିବ।ଯଦି କେହି ଆପଣ ଙ୍କୁ ଏହି ପରି ପ୍ରଶ୍ନ ପଚାରନ୍ତି ତେବେ ଆପଣ ଏହାର ଉତ୍ତର ଦେଇ ପାରିବେ।ଆଉ ମଧ୍ୟ ଯଦି ପ୍ରବେସିକା ପରୀକ୍ଷାରେ ଆପଣ ଙ୍କୁ ଏପରି ପ୍ରଶ୍ନ ଆସେ ତେବେ ଏହାର ଉତ୍ତର ଆପଣ ନିଶ୍ଚୟ ଦେଇ ପାରିବେ।ଆଶା କରୁଛୁ କିଛି ସମୟ ରେ ଆପଣ ନିଜ ଜ୍ଞାନର ସୀମାକୁ ବୃଦ୍ଧି କଲେ।ଆଉ ଆପଣଙ୍କ ସମୟ ବ୍ୟର୍ଥ ଯାଇ ନାହିଁ। ଏହାକୁ ଅଧିକ ରୁ ଅଧିକ ଭାବରେ ସେୟାର କରନ୍ତୁ ଏବଂ ନିଜର ମତାମତ ଆମକୁ ପ୍ରଦାନ କରନ୍ତୁ।ଧନ୍ୟବାଦ।।