ମାୟା ସିରିଏଲରେ ଅଭିନୟ କରିଥିବା ମଞ୍ଜରୀଙ୍କ ପରିବାରରେ କିଏ କିଏ ଅଛନ୍ତି ଏବେ ହିଁ ଦେଖନ୍ତୁ

maya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ତରଙ୍ଗ ଟିଭି ରେ ପ୍ରଶାରିତ ହେଉ ଥିବା ମାୟାା ସିରିଏଲ କୁ ଆପଣ ମାନେ ନିଶ୍ଚିତ ଭାବେ ଦେଖୁ ଥିବେ ଏବଂ ସେହି ଥିରେ ଅଭିନୟ କରି ଥିବା ମଞୁରୀ ଙ୍କୁ ଆପଣ ମାନେ ନାଗୁଣୀ ଭୂମିକା ରେ ନିଶ୍ଚିତ ଭାବେ ଦେଖୁ ଥିବେ ସେ ବର୍ତମାନ ସମୟ ରେ ବହୁତ ଆକର୍ଶିତ କରୁ ଥିବା ବେଳେ ତାଙ୍କର ପ୍ରକୃତ ନାମ ହେଲା ଅମ୍ବୀକା ଏବଂ ତାଙ୍କର ଘର ଲୋକ ମାନେ ଶ୍ରଦ୍ଧା ରେ ଟୁଇଙ୍କିଲ୍ ବୋଲି ଡାକନ୍ତି । ଏବଂ ସେ କଟକ ର ବାସିନ୍ଧା ଆଟନ୍ତି ସେ ଛୋଟ ବେଳୁ ଡେନ୍ସ ଏବଂ ଅଭିନୟ ରେ ନିଜର ରୁଚି ରଖି ଥିବା ବେଳେ ଏହି ଦିନ ରେ ଦର୍ଶକ ମାନଙ୍କ ପାଖରେ ବି ଏହି ଦକ୍ଷ୍ୟତା ଦେଖେଇବା ପାଇଁ ଚେଷ୍ଟା କରୁଛନ୍ତି , ଏବଂ ସେହି ପରି ବାପା ମାଆ ଙ୍କ ଗୋଟିଏ ଝିଅ ବହୁତ ଜଲ୍ଦି ବି ସେ ନିଜର ପପୁଲାରିଟି ହାସଲ କରିଛନ୍ତି ।ambica

ଏବଂ ତାଙ୍କୁ ଏହି ସିରିଏଲ ମାଧ୍ୟମ ରେ ନାଗୁଣୀ ଭାବେ ପରିଚିତ କରି ପାରି ଥିଲେ , ଏବଂ ଏବେ ତାଙ୍କୁ ମଞୁରୀ ନାମରେ ବି ଲୋକ ମାନେ ଜାଣିଛନ୍ତି ତେବେ ଅମ୍ବୀକା ଙ୍କର ଛୋଟ ବେଳଉ ଏହି ଇଚ୍ଛା ଥିଲା କି ସେ ନୃତ୍ୟ ଏବଂ ଅଭିନୟ ଜଗତ କୁ ପ୍ରବେଶ କରିବେ ବୋଲି ଏବଂ ସେଷ ରେ ତାଙ୍କର ସେହି ସ୍ୱପ୍ନ ବର୍ତମାନ ସମୟ ରେ ପୂରଣ ହୋଇ ଜାଇଛି । ଏବଂ ଏହି ଦିନ ରେ ତାଙ୍କର ସେହି ସ୍ୱପ୍ନ କୁ ତରଙ୍ଗ ଟିଭି ର ମାୟା ଧାରା ବାହୀକ ସତ କରିଛି , ମୟା ଧାରା ବାହୀକ ମାଧ୍ୟମ ରେ ନୂତନ ଭାବେ ଡେଭ୍ୟୁ କରି ଥିବା ଅମ୍ବୀକା ଖୁହବ୍ ସୁନନ୍ଦର ଅଭିନୟ କରି ଥିବା ବେଳେ ଏହା ଲୋକ ମାନଙ୍କ ମନ କୁ ବେସ୍ ଛୁଇଁ ଥିବାର ଜଣା ପଡିଛି । ଏହି ସିରିଏଲ ର ସୁଟିଂ ହେଉ ଥିବା ବେଳେ ବର୍ତମାନ ସମୟ ରେ ସେମିତି ସବୁ ଦିନ ପରି କଟକ ରୁ ଭୁବନେଶ୍ୱର ଆସି ହିଁ ସୁଟିଂ କରି ଥାନ୍ତି ଏବଂ ନିଜର ବାପା ମାଆ ଙ୍କ ପାଖକୁ ପରେ ଫେରି ଜାଇ ଥାନ୍ତି ।sinha

ସେହି ପରି ଏହି ଦିନ ରେ ସେ ନିଜର ଏକ ଇଣ୍ଟର୍ଭ୍ୟୁ ରେ କହି ଥିଲେ ନାଗେସ୍ ଏବଂ ରୁଦ୍ରୀ ଙ୍କ ମାଆ ମାନେ ସେହି ଧାରାବାହୀକ ରେ କାମ କରୁ ଥିବା ସମୟ ରେ ତାଙ୍କ ସହିତ ହିଁ ସେ ବହୁତ ସମୟ ବିତେଇ ଥାନ୍ତି ବୋଲି କହି ଥିଲେ ଏବଂ ସେ ତାଙ୍କ ସହିତ ବହୁତ ସମୟ ଫୋନ୍ ରେ ବି ଗପିବା ପାଇଁ ପସନ୍ଦ କରନ୍ତି , ତେବେ ଆପଣ ମାନଙ୍କୁ ଏହି ନୂଆ ଭାବେ କାମ କରି ଏତେ ପରିମାଣ ରେ ନାମ କମେଇ ଥିବା ଅଭିନେତ୍ରୀ ଅମ୍ବୀକା ଙ୍କ ଅଭିନୟ କେମିତି ଲାଗିଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published.