ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଦିର୍ଘଦିନ ପରେ ସୁଟିଂ ସେଟ୍ କୁ ଫେରିଲେ ବଲିଉଡ ଭାଇଜାନ ସଲମାନ ଖାନ୍ , ବହୁତ ଦିନ ର ବିରତି ପରେ ସୁଟିଂ ସେଟ୍ କୁ ଫେରିଛନ୍ତି ଦବଙ୍ଗ ବୟ ସଲମାନ ଖାନ୍ ପ୍ରାୟ 6 ମାସ ର ବିରତି ପରେ ସେ ପୁଣି ଥରେ ଫିଲ୍ମ ସୁଟିଂ ରେ ବାହାରିଛନ୍ତି , ଏହି ନିକଟ ରେ ସେ ରାଧେ ଏବଂ ମୋଷ୍ଟ ୱାଣ୍ଡେଡ୍ ଚଳଚିତ୍ର ର ସୁଟିଂ ରେ ଯୋଗ ଦାନ କରିଛନ୍ତି ।
ଜାହାର ଏକ ଫୋଟ ସେ ନିଜର ଇନଷ୍ଟା ଗ୍ରାମ୍ ଏକାଉଣ୍ଟ ରେ ପୋଷ୍ଟ କରିଛନ୍ତି , ଏବଂ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହି ଦିନ ରେ ସେ ଏହି ଫୋଟ କୁ ସେୟାର କରି ଏମିତି ଲେଖିଛନ୍ତି କି ପ୍ରାୟ 6 ମାସ ପରେ ପୁଣି ସୁଟିଂ କୁ ଫେରିଲି ଏବଂ ଏମିତି ପାଇଁ ମୁଁ ବହୁତ ଭଲ ଅନୁଭବ କରୁଛି , ପୂର୍ବ ରୁ ଦିସା ପାଟାନୀ ଏହି ଫିଲ୍ମ ର ସୁଟିଂ ରେ ପହଁଚି ଥିଲେ , ପୂର୍ବ ରୁ ସରକାର କମ୍ ଲୋକ ରେ ସୁଟିଂ କରିବାରେ ନିର୍ଦେଶ ଦେଇ ଥିଲେ , ଜାହାକୁ ଆଧାର କରି ବଲିଉଡ ର ଅନ୍ୟ ଫିଲ୍ମ ମାନଙ୍କର ସୁଟିଂ ଚାଲୁ ଥିବା ବେଳେ ଏବେ ସଲମାନ ଖାନ୍ ଙ୍କ ଫିଲ୍ମ ରାଧେ ର ମଧ୍ୟ ସୁଟିଂ ଆରମ୍ଭ ହୋଇଛି ।
ରାଧେ ଏବଂ ମୋଷ୍ଟ ୱାଣ୍ଟେଡ୍ ଫିଲ୍ମ ରେ ପ୍ରଭୁଦେବା ନିର୍ଦ୍ଧେଶନା ଦେଇ ଥିବା ବେଳେ ଏହି ଥିରେ ବରିଷ୍ଟ ଅଭିନେତା ଜକି ରାଓ ପ୍ରଦୀପ୍ ଲୁଦା ଙ୍କୁ ବି ପ୍ରମୂଖ ଭୂମିକା ରେ ଦେଖିବା ପାଇଁ ମିଳିବ , ଏମିତି ରେ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହି ଦିନ ରେ କୋଭିଡ୍ ଗାଇଡ୍ ଲାଇନ୍ କୁ ପାଳନ କରି ସେ ଫିଲ୍ମ ର ସୁଚିଂ ରେ ବାହାରି ଥିବା ବେଳେ ବିଗତ 6 ମାସ ହେବ ସଲମାନ ଖାନ୍ ନିଜର ଫାର୍ମ ହାଉସ୍ ରେ ରହି ଥିଲେ ସେଠାରେ ତାଙ୍କ ସହିତ ତାଙ୍କର ପରିବାର ଲୋକ ମାନେ ବି ରହୁ ଥିଲେ ଏବଂ କିଛି ଦିନ ତଳେ ସେ ସେଠାରେ ଚାଷ କରୁ ଥିବାର ବି ନଜର ଆସି ଥିଲେ ।
ତେବେ ଆପଣ ମାନଙ୍କୁ ସଲମାନ ଖାନ୍ ଙ୍କ କେଉଁ ଫିଲ୍ମ ଅଧିକ ପରିମାଣ ପସନ୍ଦ ଲାଗିଛି ଆପଣ ମାନେ ଆମକୁ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।