ମଦ ଧରି ଏମିତି ହରକତ କଲେ ରାନୀପଣ୍ଡା , ଦେଖିଲେ ମୁଣ୍ଡ ଘୁରି ଜିବ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡ଼ିଆ ଯାତ୍ରା ଜଗତ ର ରାନୀ ପଣ୍ଡା ଙ୍କୁ କିଏ ବା ନ ଜାଣେ ବିବାଦ ରେ ହେଉ କିମ୍ବା ସାହାଯ୍ୟ କରି ହେଉ ସବୁ ଥିରେ ନିଜର ଆଗଭରା ଦେଖେଇ ଥିବା ଏହି ଅଭିନେତ୍ରୀ ରାନୀ ପଣ୍ଡା ଏବେ ପୁଣି ଥରେ ଚର୍ଚ୍ଚା ରେ ରହିଛନ୍ତି । ଏହି ଦିନ ରେ ସେ ହାତ ରେ ମଦ ବୋତଲ୍ ଧରିଛନ୍ତି ଏବଂ ଆଉ ଗୋଟିଏ ହାତରେ ସେ ସିଗାରେଟ୍ ଧରିଛନ୍ତି , ଏବଂ ଚାଲିଛି ଫୋଟ ସୁଟ୍ ଏମିତି କିଛି ଦୃଶ୍ୟ ଏହି ଦିନ ରେ ଦେଖିବା ପାଇଁ ମିଳିଛି । ଯେଉଁ ଥିରେ ରାନୀ ପଣ୍ଡା ହାତ ରେ ମଦ ବୋତଲ୍ ଧରିଛନ୍ତି ଏବଂ ଆଉ ଗୋଟିଏ ହାତରେ ସେ ସିଗାରେଟ୍ ଧରି ଟାଣୁଛନ୍ତି ଏବଂ ସେହି ସମୟ ରେ ଫୋଟ ବି ସୁଟ୍ ହେଉ ଥିବାର ଦେଖିବା ପାଇଁ ମିଳିଛନ୍ତି , ଜାହା କି ବର୍ତମାନ ସମୟ ରେ ଜାହା ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।rani

ଆପଣ ମାନେ ସେହି ଫୋଟ କୁ ଏଠାରେ ବି ଦେଖି ପାରିବେ କି କିଭଲି ଭାବେ ସେ ପୋଷାକ ପରିଧାନ କରି ସେ ଏମିତି ସବୁ ଫୋଟ ଉଠେଇଛନ୍ତି ,କେବଳ ଏତିକି ନୁହେଁ ବରଂ ସେ ନିଜର ନୂଆ ଲୁକ୍ ପାଇଁ ବହୁତ ପରିମାଣ ରେ ସଜେଇ ହୋଇ ଛନ୍ତି ମଧ୍ୟ । ଆଗାମୀ ଦୂର୍ଗା ପୂଜା ପାଇଁ ବି ସେ ଏହି ଭଳି ଭେଷଷ ଧାରଣ କରି ଥିବାର ଜଣା ପଡିଛି । ହେଲେ ଏହି ବେଶ ରେ ସେ ବହୁତ ସୁନ୍ଦର ଦେଖା ଜାଉ ଥିବା ବେଳେ ତାଙ୍କର ଫେନ୍ ମାନେ ବି ତାଙ୍କର ଏହି ଲୁକ୍ କୁ ବହୁତ ପରିମାଣ ରେ ପସନ୍ଦ କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି ।rani panda

ସେମିତି ରେ ଆଗରୁ ବହୁତ ଏମିତି କାରଣ ପାଇଁ ସେ ବିବାଦିୟ ହୋଇ ଚର୍ଚ୍ଚା ରେ ରହି ଥିବା ବେଳେ ବର୍ତମାନ ସମୟ ରେ ତାଙ୍କର ଏହି ପରି ଫୋଟ ସୁଟ୍ ଆଉ ଏକ କୋଣ୍ଚ୍ରୋଭର୍ସି ସୃଷ୍ଟି କରି ଦେବାକୁ ଯାଉଛି ତାଙ୍କର ଫେନ୍ ମାନଙ୍କ ମଧ୍ୟ ରେ, ଏମିତି ରେ ଆପଣ ମାନେ ତାଙ୍କର ଏମିତି ଫୋଟ ସୁଟ୍ କୁ ନେଇ କଣ ରାୟ ରଖିବେ ଆପଣ ମାନେ କମେଣ୍ଟ ନିଶ୍ଚିତ ଭାବେ କରି ପାରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published.