ଲୁଚି ଲୁଚି ପ୍ରେମକରି ବିବାହ କରିଥିବା ଓଡ଼ିଆ ହିରୋ ଓ ହିରୋଇନ୍ ମାନେ ଦେଖନ୍ତୁ ଆଗରୁ କେବେ ଦେଖି ନଥିବେ ।

odia-love

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଓଲିଉଡ ରେ ଲୁଚି କରି ପ୍ରେମ ବିବାହ କରି ଥିବା ଅଭିନେତା ଏବଂ ଅଭିନେତ୍ରୀ ଙ୍କ ବିଷୟ ରେ କହିବା ପାଇଁ ଯାଉଛୁ , ଯେଉଁ ମାନଙ୍କ ବିଷୟ ରେ ଆପଣ ମାନେ କେବେ ବି ସୁଣି ନ ଥିବେ , ସେମିତି ରେ ଆପଣ ମାନେ ଓଲିଉଡ ର ସବୁ କଳାକାର ମାନଙ୍କୁ ଜାଣି ଥିବେ ହେଲେ କଣ ଆପଣ ମାନେ ସେହି କଳାକାର ମାନଙ୍କୁ କେବେ ବି ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି । ଯେଉଁ ମାନେ ପ୍ରେମ ବିବାହ ତ କରିଛନ୍ତି ହେଲେ ସେମାନେ ଲୁଚ କରି ବିବାହ କରିଛନ୍ତି ବୋଲି ତେବେ ଆମେ ଆଜି ଆପଣ ମାନଙ୍କୁ ସେମିତି ହିଁ କିଛି କଳାକାର ମାନଙ୍କ ବିଷୟ ରେ କହୁଛୁ ।

babi-mishra

ପ୍ରଥମେ ରହିଛନ୍ତି ବବି ମିଶ୍ର ଆପଣ ମାନେ ତାଙ୍କୁ ବହୁତ ସମୟ ରୁ ଦେଖି ଥିବେ ଅଭିନୟ କରୁ ଥିବାର , ହେଲେ ସେ ଦେଖିବା ପାଇଁ ଗଲେ ପ୍ରେମ ବିବାହ କରିଛନ୍ତି ଏବଂ ତାଙ୍କ ର ପତ୍ନୀ ଙ୍କ ନାମ ହେଲା କୋୟେଲ୍ ବାନାର୍ଜି ଉଭୟ ପ୍ରେମ କରିବା ସହିତ ସେମାନେ ବିବାହ ମଧ୍ୟ କରିଛନ୍ତି ।

ଏହା ପରେ ସୁପର ଷ୍ଟାର ବାବୁସାନ ମହାନ୍ତି ଏବଂ ତାଙ୍କ ପତ୍ନୀ ତୃପ୍ତି ଯିଏ କି ପିଲା ବେଳୁ ଦୁହେଁ ବହୁତ ଭଲ ସାଙ୍ଗ ଥିବା ବେଳେ ଏମାନଙ୍କ ପ୍ରେମ ସେହି ପିଲା ବେଳୁ ହିଁ ଆରମ୍ଭ ହୋଇ ଥିଲା । ଏହା ପରେ ରହିଛନ୍ତି ସମରେଶ୍ । ଆପଣ ମାନେ ଏହି କଳାକାର ଙ୍କୁ ନିଶ୍ଚିତ ଭାବେ ଜାଣି ଥିବେ ସେ ବି ପ୍ରେମ ବିବାହ କରିଛନ୍ତି । ଏବଂ ଏ ହେଲେ ତାଙ୍କର ଧର୍ମ ପତ୍ନୀ ହେଲେ ପ୍ରେମଲତା ସାହୁ ।

babusa

ଏହା ପରେ ଆପଣ ମାନେ ଓଲିଉଡ ସୁପର ଷ୍ଟାର ସବ୍ୟସଚୀ ଏବଂ ତାଙ୍କ ଧର୍ମ ପତ୍ନୀ ଙ୍କ ବିଷୟରେ କହୁଛୁ । ଯେକି କିଛି ଦିନ ତଳେ ଦୁହେଁ ପ୍ରେମ ବିବାହ କରି ବହୁତ ଚର୍ଚ୍ଚା କୁ ଆସି ଥିଲେ । ଏହା ପରେ ରହିଛନ୍ତି ଓଲିଉଡ କୁଇନ୍ ପ୍ରିୟା ଏବଂ ତାଙ୍କର ପତି ଯେଉଁ ମାନେ କି ପ୍ରେମ ବିବାହ କରି ଥିଲେ ଏବଂ ପରେ ସେମାନେ ଓଡ଼ିଶା ଛାଡି ଜାଇ ଥିଲେ ଏବେ ସେ ବାହାରେ ରହିଛନ୍ତି । ଏହା ପରେ ରହିଛନ୍ତି ଅଭିନେତା ଚନ୍ଦନ କର ଏବଂ ତାଙ୍କର ଧର୍ମ ପତ୍ନୀ ଯେକି 2012 ରେ ପ୍ରେମ ବିବାହ କରି ଥିଲେ ଏବେ ସେମାନେ ଓଲିଉଡ ରେ କାମ କରନ୍ତି ।

pintu-nanda

ଏହା ପରେ ରହିଛନ୍ତି ପିଣ୍ଟୁ ନନ୍ଦ ଏବଂ ତାଙ୍କର ଧର୍ମ ପତ୍ନୀ ଯେ କି ପ୍ରେମ ବିବାହ କରି ଥିଲେ ତାଙ୍କର କଲେଜ୍ ଫ୍ରେଣ୍ଡ ଙ୍କୁ ଏବଂ ଏବେ ସେ ଓଲିଉଡ ରେ ରାଜ୍ କରୁଛନ୍ତି । ସେହି ପରି ବେଳେ ଦେବାସିସ୍ ଏବଂ ତାଙ୍କର ପତ୍ନୀ ଙ୍କ କଥା କହିବା ତେବେ ସେମାନେ ବି ପ୍ରେମ ବିବାହ କରିଛନ୍ତି , ହେଲେ ଆପଣ ମାନେ ଏହି ବିଷୟ ରେ ଅବଗତ ନ ଥିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *