ଜାରି ହେଲା ନୁଆ ଗାଇଡ ଲାଇନ – ଜାଣନ୍ତୁ କେବେଠୁ ଖୋଲିବ ସ୍କୁଲ

school

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେମିତି କି ଆପଣ ମାନେ ଜାଣନ୍ତି ବର୍ତମାନ ସମୟ ରେ ଆନଲକ୍ 5.0 ଗାଇଡ୍ ଲାଇନ୍ ଜାରି କରି ଦିଆ ଜାଇଛି , ତେବେ କଣ ସବୁ ଖୋଲା ରହିବ କଣ ସବୁ ବନ୍ଧ ରହିବ ଏବଂ ପେସେଞର ଚ୍ରେନ୍ ତଥା ସ୍କୁଲ ଏବଂ କଲେଜ୍ ସବୁ କେବେ ଖୋଲା ରହିବ ସେହି ସବୁ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ତେବେ ବର୍ତମାନ ସମୟ ରେ ଆସିଲା ଅନଲକ୍ 5.0 ର ଗାଇଡ୍ ଲାଇନ୍ ଅକ୍ଟୋବର 15 ରୁ ଖୋଲିବ ସିନେମା ହଲ୍ ଏବଂ ମନୋରଂଞନ ପାର୍କ ବି ଖୋଲିବା ପାଇଁ ମିଳିଲା ଅନୁମତି ଏବଂ ସ୍କଲ ଖୋଲିବା ନେଇ ରାଜ୍ୟ ସରକାର ନେବେ ନିସ୍ପତି ବନ୍ଧୁଗଣ ଅକ୍ଟୋବର 15 ରୁ ସୁଇମିଂ ପୋଲ ଏବଂ ସିନେମା ହଲ୍ ସବୁ ଖୋଲା ରହିବ ଏବଂ ଏହା ସହିତ ମନୋରଂଞନ ପାର୍କ ବି ଖୋଲିବା ପାଇଁ ମିଳିଲା ଅନୁମତି ମିଳି ସାରିଛି , ହେଲେ ସ୍କୁଲ ଏବଂ କଲେଜ୍ ଗୁଡିକ କେବେ ଖୋଲିବ ତାହାକୁ ନେଇ ରାଜ୍ୟ ସରକାର ନିସ୍ପତି ନେବେ ବୋଲି ଜଣା ପଡିଛିschool

ଏହା ଅକ୍ଟୋବର 1 ତାରିଖ ରୁ ଅକ୍ଟୋବର 31 ତାରିଖ ଯାଏ ଲାଗୁ ରହିବ , ସେହି ପରି ଆହୁରୀ କିଛି କଟକଣା କୁ ବି କୋହଳ କରିଛନ୍ତି । ବାଣିଜ୍ୟ ବ୍ୟବସାୟ ବି ହୋଇ ପାରିବ ଏବଂ ସିନେମା ଘର ଚାଲୁ ରହିବା ବେଳେ କଣ୍ଟେନମେଣ୍ଟ ଜୋନ୍ ମଧ୍ୟ ରେ ରହି ଥିବା ସିନେମା ଘର ବନ୍ଧ ରହିବ । ଅକ୍ଟୋବର 15 ପରେ ସ୍କୁଲ ପିଲା ମାନେ ଅଭିଭାବକ ଙ୍କ ଲିଖିତ ଅନୁମତି ନେଇ ସ୍କୁଲ କୁ ଜାଇ ପାରିବେ ଛାତ୍ର ଛାତ୍ରୀ ମାନେ ଏହିଥି ପାଇଁ ଅନୁମତି ଜାରୀ କରିବ କେନ୍ଦ୍ର ଶିକ୍ଷା ମନ୍ତ୍ର୍ୟାଳୟ ।treen

ବିଜନେସ୍ ଟୁ ବିଜନେସ୍ ପାଇଁ ମିଳିଛି ଅନୁମତି ବ୍ୟବସାୟିକ ପ୍ରତିଷ୍ଟାନ ଗୁଡିକ ନିଜ ମଧ୍ୟ ରେ ପଦର୍ଶନୀ କରି ପାରିବେ , ହେଲେ ଦେଶ ରେ ଆନ୍ତର୍ଜାତୀୟ ବିମାନ ଯାତ୍ରା କୁ ଅନୁମତି ପ୍ରଦାନ ହୋଇ ନାହିଁ , ହେଲେ ପିଲା ମାନଙ୍କୁ ନେଇ ରାଜ୍ୟ ସରକାର ଙ୍କ ଉପରେ ସବୁ କିଛି ନିସ୍ପତି କୁ ଜାରୀ କରା ଜାଇଛି , ଏବଂ ପେସେଞର ଟ୍ରେନ୍ ମାନଙ୍କ କଥା କହିବା ତେବେ ଏହି ବିଷୟ ରେ 15 ତାରିଖ ପରେ ରେଳ ମନ୍ତ୍ରାଳୟ ପକ୍ଷ ରୁ ସୂଚନା ରହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *