( ଆଇନା ) ଘରେ ରଖିଛନ୍ତିକି | ଭୟଙ୍କର କଥା ଜାଣନ୍ତୁ ନହେଲେ ପରେ ପସ୍ତେଇବେ

mirrors

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଇନା କରିଥାଏ କାଙ୍ଗାଳ ଆପଣ ଆଇନା ସାମ୍ନାରେ ଘଣ୍ଟା ଘଣ୍ଟା ବିତାଉଛନ୍ତିକି ତେବେ ଏହା ଜାଣିଲେ ଆଇନା କୁ ଭୟ କରିବେ । ଆଇନା ସୌନ୍ଦର୍ଯ୍ୟର ପରିଚୟ ଦେଇଥାଏ ଏବଂ ତାହା ସହିତ ଏକ ଭୟାନକ ତଥ୍ୟ ମଧ୍ୟ ଦେଇଥାଏ । ବାସ୍ତୁ ଶାସ୍ତ୍ର ଏହା ଏମିତି ଏକ ଶାସ୍ତ୍ର ଅଟେ ଆପଣଙ୍କର ସବୁ ସମସ୍ୟାର ବାଟ ବତେଇଥାଏ । ଘରକୁ ସୁନ୍ଦର୍ ଏବଂ ସୁ ସଜିତ କରିବା ପାଇଁ ଆଇନା ର ବ୍ୟବହାର ବହୁ ଆରମ୍ଭ ରୁ ଚାଲିଆସିଛି । ଆଇନା ଜୀବନର ଏକ ବହୁତ ମହତ ପୂର୍ଣ୍ଣ ଜିନିଷ ହୋଇଥାଏ ଲୋକେ ଆଇନରେ ନିଜକୁ ପ୍ରସ୍ତୁତ କରିଥାନ୍ତି ବା ସଜ ବାଜ ହୁଅନ୍ତି ଆଇନା ଆଗରେ ସଜେଇ ହବାକୁ 90ପ୍ରତିଶତ ଲୋକେ ପସନ୍ଦ କରିଥାନ୍ତି ।କିନ୍ତୁ ଆପଣ ଜାଣିଛନ୍ତି କି ଆଇନର ବିପରୀତ ବ୍ୟବହାର ବା ଭଲ ବ୍ୟବହାର ଆପନଙ୍କୁ ନକାରାତ୍ମକ ଊର୍ଯା ଦୁର୍ଘଟଣା ଆଦି ଭୟଙ୍କର ସମସ୍ୟା ଆନିଦେଇଥାଏ ତେବେ ଚାଲନ୍ତୁ ଜାଣିବା କିପରି ହୋଇଥାଏ ।miroir

ନିମ୍ବର 1 –ବହୁତ ସମୟ ନିଜକୁ ଆଇନରେ ଦେଖିବା ବାସ୍ତୁ ଶାସ୍ତ୍ର ରେ ବର୍ଜିତ ଅଛି ଏହା କରିବା ଦ୍ୱାରା ନାକର୍ତ୍ମକ ଉର୍ଯା ଶରୀରରେ ପ୍ରବେଶ କରିଥାଏ ଏହା ଦ୍ଵାରା ଆପଣ ଧୀରେ ଧୀରେ ବର୍ବାଦ୍ ଆଡ଼କୁ ଟାଣି ହୋଇଯାନ୍ତି । ନମ୍ବର 2–ଆଇନା ରାତିରେ ଏକାନ୍ତରେ ଦେଖିବା ଭୂଲ୍ ଅଟେ କାରଣ ରାତିର ସମୟରେ ଆଇନା ର ରୂପ କିଛି ଅଲଗା ପ୍ରକାରର ହୋଇଥାଏ ।ଆଇନା ଆପଣଙ୍କର ସୌନ୍ଦର୍ଯ୍ୟ ଦେବା ସଙ୍ଗେ ସଙ୍ଗେ ନାକର୍ତ୍ମକ ଉର୍ଯାର ସଂକେତ ମଧ୍ୟ ଦେଇଥାଏ ତାହା ଆପଣଙ୍କ ପାଇଁ କ୍ଷତି କାରକ ହୋଇଥାଏ ରାତ୍ରି ସମୟରେ ଆଇନା ଦେଖିବା ଦ୍ଵାରା ନାକର୍ତ୍ମକ ଉର୍ଯା ଆପଣଙ୍କ ଉପରେ ପ୍ରଭାବ ପକେଇଥାଏ । ଏବଂ ଆପଣଙ୍କ ଉପରେ ଭାରି ପାକେଇଥାଏ ସେଥିପାଇଁ ସାବଧାନ ହୋଇ ଯାଆନ୍ତୁ । ନମ୍ବର 3–ବାସ୍ତୁ ଶାସ୍ତ୍ର କୁହେ ଯେ ଆଇନା ସୌନ୍ଦର୍ଯ୍ୟ ସଜାଡ଼ିବା ସଙ୍ଗେ ସଙ୍ଗେ ଭାଗ୍ୟ ମଧ୍ୟ ସଜାଡି ଦେଇଥାଏ ।mirrors

ନମ୍ବର 4–ଯାହା ପଛେ ହେଇଯାଉ ଏମିତି ଭୂଲ ଆପଣ କେବେବି କରନ୍ତୁ ନାହିଁ ବେଡ୍ ରୁମ୍ ରେ ଆଇନା କେବେବି ରଖନ୍ତୁ ନାହିଁ ଯଦି କୌଣସି କାରଣରୁ ଆବଶ୍ୟକ ପଡ଼ିଥାଏ ତେଣୁ ଏମିତି ସ୍ଥାନରେ ରଖନ୍ତୁ ଯେମିତି ଆପଣ ସକାଳୁ ଉଠିବା ସମୟରେ ଆଇନରେ ଆପଣଙ୍କ ମୁହଁ ନ ଦେଖା ଯାଏ କାରଣ ଏହା ବହୁତ୍ ଅଶୁଭ ହୋଇଥାଏ । ବାସ୍ତୁ ଅନୁଯାୟୀ ଗୋଲାକାର ଆଇନା ଅଶୁଭ ହୋଇଥାଏ ଏଣୁ ଆୟତ କର ଏବଂ ବର୍ଗା କାର ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *