ମେଗାଷ୍ଟାର୍ “ସିଦ୍ଧାନ୍ତ ମହାପାତ୍ର”ଏବଂ ସୁପରଷ୍ଟାର “ବାବୁସାନ୍” ଗୋଟିଏ ଚଳଚିତ୍ରରେ ଏକାଠି ନଜର ଆସୁଛନ୍ତି ।

Siddhanta

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଦିନ ରେ ଗୋଟିଏ ଫିଲ୍ମ ରେ ଏକାଠି ନଜର ଆସିବା ପାଇଁ ଯାଉଛନ୍ତି ସୁପର ଷ୍ଟାର ବାବୁସାନ ଏବଂ ମେଗା ଷ୍ଟାର ସିଦ୍ଧାନ୍ତ ମହାପାତ୍ର । ସେମିତି ରେ ଆପଣ ମାନେ ନିଶ୍ଚିତ ଭାବେ ଏହି ବିଷୟ ରେ ଜାଣି ଥିବେ ଏହି ନିକଟ ରେ ବାବୁସାନ ଙ୍କ ନୂଆ ଓଡ଼ିଆ ଫିଲ୍ମ ବିଦ୍ୟାରଣ ର ସୁଟିଂ ଚାଲିଛି , ଏହିଥି ପାଇଁ ସେ ନିଜର ଲୁକ୍ ରେ ବି ପରିବର୍ତନ ଆଣିଛନ୍ତି ,ଚୁଲବୁଲିଆ ଚେହେରା କୁ ସିକ୍ସ୍ ପ୍ୟକ୍ ରେ ପରିଣତ କରିଛନ୍ତି ,ବାବୁସାନ୍ । ସଂମ୍ପର୍ଣ୍ଣ ଭାବେ ଫିଟ୍ ରହିବା ପାଇଁ ସେ ବର୍ତମାନ ସମୟ ରେ ଜିମ୍ ରେ ସବୁ ସମୟ ରେ କସରତ୍ କରୁଛନ୍ତି ,ତାଙ୍କର ନୂଆ ଲୁକ୍ ନେଇ ତାଙ୍କର ଏହି ସିନେମା ଟି କିପରି ଭାବେ ସୁପର ହିଟ୍ ହେବ ,ତା ଉପରେ ତାଙ୍କର ନଜର ରହିଛି ,ଏହି ସିନେମା ରେ ତାଙ୍କ ସହିତ ଚୁଲବୁଲି ନାୟିକା ଶିବାନୀ ସିଙ୍ଗିତା ଅଭିନୟ କରିଛନ୍ତି ।babushan

ଖଳନାୟକ ଅଭିନୟ ରେ ଯାତ୍ରା କଳାକାର ପିୟୁସ୍ ଦମଦାର୍ ଅଭିନୟ କରିଛନ୍ତି ,ଲଭ୍ ରୋମାନ୍, କମେଡି ସାଙ୍ଗକୁ ,ଡେସ୍ସ ଏବଂ ସବୁ ଦିଗ ରେ ଏହି ସିନେମା କୁ ବଳିଷ୍ଟ କରିବା ପାଇଁ ଚେଷ୍ଟା କରା ଯାଉଛି । ବାବୁସାନ୍ ଙ୍କ କେରିଅର ରେ ଏହି ସିନେମା ଟି ସବୁଠାରେ ସୁପର ହିଚ୍ ହେବ ବୋଲି ସବୁ ଆଡେ ଚର୍ଚ୍ଚା ରେ ରହିଛି। ତେବେ ଆମ ପାଖରେ ରହି ଥିବା ସୂଚନା ଅନୁସାରେ ଏହି ଦିନ ରେ ଏହି ଫିଲ୍ମ ପରେ ପରେ ଆଉ ଗୋଟିଏ ସିନେମା ପାଇଁ ଅଫର ପାଇ ଥିବାର ସୂଚନା ରହିଛି । ଏମିତି ରେ ଏହି ଫିଲ୍ମ ରେ ସବୁଠୁ ବଡ କଥା ହେଲା କି ଏହି ଫିଲ୍ମ ଗୋଟିଏ ବିଗ୍ ବଜେଟ୍ ର ଫିଲ୍ମ ଅଟେ ଯେଉଁ ଥିରେ ଖଳ ନାୟକ ଭାବେ ମିହିର୍ ଦାସ୍ ଏବଂ ମେଗା ଷ୍ଟାର ସିଦ୍ଧାନ୍ତ ମହାପାତ୍ର ଙ୍କୁ ବି ଦେଖିବା ପାଇଁ ମିଳିବ ।siddhanta

ସେହି ପରି ବବି ମିଶ୍ର ଏବଂ ଜଗେସ୍ ଜୋଜ ଙ୍କୁ କମେଡି କପୁ ଥିବାର ବି ଆପଣ ମାନେ ଏହି ଫିଲ୍ମ ରେ ଦେଖିବା ପାଇଁ ପାଇବେ , ସେମିତି ରେ ଆପଣ ମାନେ ଏହି ଫିଲ୍ମ କୁ ଦେଖିବା ପାଇଁ କେତେ ପରିମାଣ ରେ ଏକ୍ସସାଇଟେଡ୍ ରହିଛନ୍ତି ଆପଣ ମାନେ ଆମକୁ କମେଣ୍ଟ କରି ଜଣେଇ ଦେବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published.