ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଅନେକ ଲୋକ ମାନେ ଭଗବାନ ଙ୍କୁ ପଚାରି ଥାନ୍ତି କି ତୁମେ କଣ ପାଇଁ ମତେ ଗରିବ ବନେଇଛ , ହେଲେ ଏହା ପଛରେ ରହି ଥିବା ଅର୍ଥ ବିଷୟ ରେ ଜାଣିବା ପାଇଁ ଆପଣ ମାନେ ଏହି ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରିବେ । ମଣିଷ ର ଗରିବ ହେବାର କାରଣ ଆପଣ ମାନଙ୍କ ମଧ୍ୟ ରେ ରହି ଥିବା ଖରାପ ପ୍ରକୃତି ହୋଇ ପାରେ , ଏହି କାରଣ ପାଇଁ ଆପଣ ମାନଙ୍କ ପାଖରେ ଟଙ୍କା ର ଅଭାବ ଦେଖା ଦେଇ ପାରେ ସମୁଦ୍ର ମନ୍ଥନ ବେଳେ ଯେତେ ବେଳେ ତିନୋଟି ରତ୍ନ ବାହାରି ଥିଲା ତା ସହିତ ମାତା ଲକ୍ଷ୍ମୀ ଙ୍କ ଆବିର୍ଭାବ ହୋଇ ଥିଲେ । ଜଳ ରୁ ବାହାରି ଥିବା ବେଳେ ମାତା ହେତୁ ସେ ବହୁତ ଚଞ୍ଚଳ ହୋଇ ଥାନ୍ତି ଏବଂ ସେ ସେହିଥି ପାଇଁ ସେ କୈଣସି ବି ଗୋଟିଏ ସ୍ଥାନ ରେ ରୁହନ୍ତି ନାହିଁ ।
ହେଲେ ଜିବନ ରେ ଆଗକୁ ବଢିବା ପାଇଁ ତାଙ୍କୁ ନିହାତି ପ୍ରଶନ୍ନ କରିବା ଆବଶ୍ୟକ ହୋଇ ଥାଏ , ଏହି କାରଣ ପାଇଁ ଆଜିର ସମାଜ ରେ ସମସ୍ତ ଙ୍କ ପାଖରେ କେବେ ନା କେବେ ଦାରିଦ୍ରତା ଦେଖିବା ପାଇଁ ମିଳେ ହେଲେ କିଛି କାରଣ ଏବଂ ଖରାପ ଅଭ୍ୟାସ କୁ ଆପଣ ମାନେ ଛାଡି ପାରିଲେ ଆପଣ ମାନଙ୍କ ଏହି ସବୁ ସମସ୍ୟା ଦୂର ହୋଇ ପାରିବ ତେବେ ଆସନ୍ତୁ ଜାଣି ନେବା ସେହି ସବୁ ଗୁଣ ବିଷୟ ରେ । ପ୍ରଥମେ ଦିବ୍ୟଶକ୍ତି ମାନେ ସେହି ଘରେ ବାସ କରନ୍ତି ଯେଉଁ ଘରେ ସୁଗନ୍ଧିତ ବାତାବରଣ ହୋଇ ଥାଏ , ଯେଉଁ ଠାରେ ସଫା ମନ ସଫା ସୁତରା ଘର ଯେଉଁ ଠାରେ କୈଣସି ବି ଦୁର୍ଗନ୍ଧ ନ ଥିବ ହେଲେ ଏମିତି ହେଲେ କେବେ ବି ସେହି ଘରେ ଭଗବାନ ବାସ କରନ୍ତି ନାହିଁ । ଏମିତି ଘର କୁ ଧନ କେବେ ବି ଆସେ ନାହିଁ , ସେହି ପରି ବନ୍ଧୁଗଣ ଯେଉଁ ଠାରେ ନାରୀ ର ସମ୍ମାନ ହୋଇ ନ ଥାଏ ଏବଂ ଯେଉଁ ଠାରେ ଗୁରୁ ଗୁରୁଜନ ମାନଙ୍କୁ ସମ୍ମାନ ଦିଆ ଯାଏ ନାହିଁ ସେହି ଘରେ କେବେ ବି ଭଗବାନ ବାସ କରନ୍ତି ନାହିଁ ।
ଏମିତି ଘର ଦାରିଦ୍ରତା ର ଶୀକାର ହୋଇ ଥାଏ , ସେହି ପରି ପୂଜା କରିବା ସମୟ ରେ ପୂଜା ମନ୍ଦିର କୁ ସଫା ସୁତୁରା ରଖିବା ନିହାତି ଆବଶ୍ୟକ ଅଟେ ଏବଂ କେବେ ପୂଜା କରିବା ସମୟ ରେ ଅଳସ ଭିଡି ହେବେ ନାହିଁ , ଏମିତି କରିଲେ ଭଗବାନ ରାଗି ଜାଇ ଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।