ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ସେଷରେ ଜୀବନ ଯୁଧ୍ୟରେ ହାରିଗଲେ ପ୍ରଦୀପ ମହାରଥି ବର୍ତ୍ତମାନବି ଓଡିଶା ବାସି ବିଶ୍ୱାସ କରି ପାରୁ ନାହାନ୍ତି କି ଆଉ ନାହାନ୍ତି ପ୍ରଦୀପ ମହାରଥି । ସାରା ଓଡିଶା ବର୍ତ୍ତମାନ ସୋକ କୂଳ ପରିସ୍ତିତିରେ ଅଛି ତିତିଲି ବାସି ମଧ୍ୟ ସଂମ୍ପର୍ଣ୍ଣ ରୁପେ ଭାଙ୍ଗି ପଡିଛନ୍ତି ପ୍ରଦୀପ ମହାରଥିଙ୍କ ବିୟଗରେ । ତେବେ ଆଜି ଆମେ କହିବା ପ୍ରଦୀପ ମହାରଥିଙ୍କ ପରିବାର ଏବଂ ତାଙ୍କୁ ନେଇ କିଛି ଅଜଣା କଥା । ତେବେ ପ୍ରଦୀପ ମହାରଥି ଜନ୍ମ ଲାଭ କରିଥିଲେ 4 ଜୁଲାଇ 1955 ମସିହାରେ ତାଙ୍କର ଜନ୍ମ ସ୍ଥାନ ଖରାପଦା ତିତିଲି ଠାରେ । ସେ ସିକ୍ଷାରେ କଳାରେ ସ୍ନାତକ ଉତ୍ତୀର୍ଣ୍ଣ କରିଥିଲେ ତାଙ୍କ ପରିବାରରେ ତାଙ୍କର ସ୍ତ୍ରୀ ରହିଛନ୍ତି ଯାହାଙ୍କର ନାମ ହେଉଛି ପ୍ରତିଭା ମହାରଥି ।
ଆଉ ତାଙ୍କର ଦୁଇ ସନ୍ତାନ ଗୋଟିଏ ପୁଅ ଆଉ ଜଣେ ଝିଅ ମଧ୍ୟ ରହିଛନ୍ତି ଆପଣ ଜାଣିଥିବେ ତାଙ୍କର ପୁଅ ହେଉଛନ୍ତି ରୁଦ୍ରପ୍ରତାପ ମହାରଥି ଆଉ ଝିଅ ହେଉଛନ୍ତି ପଲବୀ ମହାରଥି । ତେବେ ଗତକାଲି ବିଳମ୍ବୀତ ରାତିରେ ଭୁବେନଶ୍ୱର ଏକ ଘରଇ ହସପିଟାଲରେ ସେ ସେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।କରୋନା ପଜେଟିଭ୍ ହୋଇ ଚିକିସ୍ୟା ହେଉଥିବା ପ୍ରଦୀପ ମହାରଥିଙ୍କ ସ୍ୱାସ୍ଥ ଅବସ୍ତା ଗୁରୁତ୍ୱର ହେବାରୁ ତାଙ୍କୁ ଭେଣ୍ଟିଲିଟରରେ ରଖାଯାଇ ଥିଲା । ଆଉ ଆଜି ଚିକିସ୍ୟା ଦୀନ ଅବସ୍ତାରେ ସେ 65 ବୟସରେ ସେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପିପିଲି ବିଧାନସଭା ଆସନରୁ ସାତ ଥର ବିଧାୟକ ରହି ଆସିଥିବା ପ୍ରଦୀପ ନବୀନ ସରକାରରେ ବିଭିନ୍ୟ ବିଭାଗରେ ମନ୍ତ୍ରୀ ଭାବରେ ଦାଇତ୍ୱ ତୁଲାଇଛନ୍ତି ।
1985 ମସିହାରେ ପ୍ରଥମ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ପ୍ରଦୀପ 2011 ମସିହାରେ ପ୍ରଥମ ଥର ପାଇଁ କୃଷି ମନ୍ତ୍ରୀ ପାଇଁ ଦାଇତ୍ୱ ତୁଲାଇ ଥିଲେ । ନବୀନଙ୍କ ଚତୁର୍ଥ ପାଳିରେ କୃଷି ସହ ମଛ୍ସ୍ୟ ଓ ପଶୁ ସମ୍ପନ୍ଧ ପଞ୍ଚାୟତି ରାଜ୍ୟ ବିଭାଗର ଦାଇତ୍ୟ ତୁଲାଇ ଥିଲେ ପ୍ରଦୀପ ମହାରଥି । ଗୁଡ ବୁକରେ ରହିଥିବା ପ୍ରଦୀପ 2019 ରେ ବିପୁଳ ଭୋଟରେ ବିଜୟ ଲାଭ କରିବା ସହ ସପ୍ତମ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।