ଏହି ଦିଗରେ ଅଛି କି କିଚେନ୍, ଗେଷ୍ଟ୍ ରୁମ୍ ଏବଂ ପୂଜାସ୍ଥଳ ! ହୋଇଯାଆନ୍ତୁ ସାବଧାନ

house

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏହି ଦିଗ ରେ ରହିଛି କି ଆପଣ ମାନଙ୍କ କିଚେନ୍ , ବାଥରୁମ୍ , ଏବଂ ପୂଜା ସ୍ଥଳ ତେବେ ସାବଧାନ ହୋଇ ଜାଆନ୍ତୁ , ଏହି ଉପରେ ବାସ୍ତୁ ଶାସ୍ତ୍ର କଣ କହୁଛି ସେହି ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ , ବହୁତ ସମୟ ରେ ଲୋକ ମାନେ ମୂଖ୍ୟ ଦ୍ୱାର ବ୍ୟତିତ ଘର ର ଅନ୍ୟ ଗୃହ ମାନେ ରୋଷେଇ ଘର ଠାକୁର ଘର କେଉଁ ସ୍ଥାନ ରେ ରଖିବେ ତାହା ଉପରେ ସେମାନେ କେବେ ବି ନଜର ଦେଇ ନ ଥାନ୍ତି, ଜାହା ଫଳ ରେ ସେମାନଙ୍କୁ ପରେ ଏହା ପାଇଁ ପସ୍ତେଇବବା ପାଇଁ ପଡେ ଏବଂ ସେମାନଙ୍କ ଘରେ ବିଭିନ୍ନ ପ୍ରକାର ଘୋରେଇ ସମସ୍ୟା ବି ଦେଖିବା ପାଇଁ ମିଳେ , ସେମିତି ରେ ଆପଣ ମାନଙ୍କୁ ଜଣେଇ ଦେବୁ କି ବାସ୍ତୁ ଶାସ୍ତ୍ର ରେ ଉତ୍ତର ମୂଖୀ ଘର କୁ ଭଲ ବୋଲି କୁହା ଯାଏ , ଘର ର ଉତ୍ତର ଦିଗ କୁ ବାସ୍ତୁ ମୁକ୍ତି ହେବା ସହିତ ଆପଣ ମାନଙ୍କ ଘରେ ଧନ ସଂମ୍ପତୀ ର ବୃଦ୍ଦି ହୋଇ ଥାଏ kitchen

ସେହି ପରି ବନ୍ଧୁଗଣ ଘର ର ଉତ୍ତର ଦିଗ ରେ ଗେଷ୍ଟ ରୁମ୍ ରହିବା ଶୁଭ ହୋଇ ଥାଏ , ଘର ର ଆଗ୍ନିୟ କୋଣ ଅର୍ଥାତ୍ ଦକ୍ଷିଣ ପୂର୍ବ କୋଣ ରୋଷେଇ ଘର ହେବା ଉଚିତ୍ ହୋଇ ଥାଏ , ଘର ର ଐଶାନ୍ୟ କୋଣ ରେ ପୂଜା ସ୍ଥଳ କରନ୍ତୁ ଦେଖିବେ ଆପଣ ମାନଙ୍କ ପରିବାର କୁ ସବୁ ସମୟ ରେ ଶୁଭ ଫଳ ମିଳିବ , ଏବଂ ସେହି ପରି କ୍ଷେତ୍ର ରେ ଆପଣ ମାନେ ତେବେ ବି ଘର ର ଉତ୍ତର ଦିଗ ରେ ବାଥରୁମ୍ ବା ଟୋଇଲେଟ୍ ବନାନ୍ତୁ ନାହିଁ , ଏବଂ ଘର ର ସୁଖ ଶାନ୍ତି ପାଇଁ କେବେ ବି ଆପଣ ମାନେ ଘର ର ଉତ୍ତର ଦିଗ ରେ ରୋଷେଇ ଘର କରନ୍ତୁ ନାହିଁ , ଘର ର ମଣିଷ ଙ୍କ ମଧ୍ୟ ପ୍ରେମ ସଂମ୍ପର୍କ ବଜେଇ ରଖିବା ପାଇଁ ଆପଣ ମାନେ ଉତ୍ତର ଦିଗ ରେ କେବେ କୈଣସି ଭଙ୍ଗା କାନ୍ଥ କୁ ରଖନ୍ତୁ ନାହିଁ , ଭୂମିଗତ ଟାୱାର୍ ଏବଂ ଟେଙ୍କ୍ କୁ ଆପଣ ମାନେ ସବୁ ବେଳେ ଉତ୍ତର ପୂର୍ବ ଦିଗ ରେ ହିଁ ବସେଇ ପାରିବେroom

ଏହା ଦ୍ୱାରା ଘର ର ଲୋକ ମାନଙ୍କ ଧନ ସଂମ୍ପତୀ ସଞ୍ଚୟ କରିବାରେ ସହାୟତା ମିଳି ଥାଏ , ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଏହି ଠାରେ ଘର ବିଷୟ ବସ୍ତୁ ଉପରେ କିଛି ଖାସ୍ ବାସ୍ତୁ ଟିପ୍ସ ପାଇ ସାରି ଥିବେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *