ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ 18 ରୁ 25 ବର୍ଷ ର ଯୁବକ ଏବଂ ଯୁବତୀ ମାନେ ଯେଉଁ ମାନଙ୍କ ର ହାଇଟ୍ ବଢୁ ନ ଥାଏ ସେମାନଙ୍କ ମନ ରେ ବହୁତ ପ୍ରଶ୍ନ ରହି ଥାଏ , ଯେମିତି କି ମୋର ହାଇଟ୍ କଣ ପାଇଁ ବଢୁ ନାହିଁ ହାଇଟ୍ କେତେ ବର୍ଷ ଯାଏ ବଢେ ଏବଂ ହାଇଟ୍ ବଢେଇବା ପାଇଁ କଣ କରିବା ଉଚିତ୍ ସେମିତି ବେଳେ କିଛି ଲୋକ ମାନେ ହାଇଟ୍ ବଢେଇବା ପାଇଁ ଜିମ୍ ଜୟନ୍ କରିବା ପାଇଁ ଚିନ୍ତା କରନ୍ତି । ସେମିତି ରେ ଯଦି ଆପଣ ମାନଙ୍କ ହାଇଟ୍ ବଢୁ ନାହିଁ ବୋଲି ଆପଣ ମାନେ ଭାବୁ ଥାନ୍ତି ତେବେ ପ୍ରଥମେ ଆପଣ ମାନେ ନିଜର ମାତା ପିତା ଙ୍କୁ ଦେଖନ୍ତୁ , ଯଦି ସେମାନଙ୍କ ହାଇଟ୍ କମ୍ ରହିଛି ତ ଏହା ହିଁ କାରଣ ଅଟେ କି ଆପଣ ମାନଙ୍କ ହାଇଟ୍ ବଢୁ ନାହିଁ । କାରଣ ହାଇଟ୍ ର ବଢିବା ମୂଖ୍ୟତଃ ଜିନ୍ସ ଉପରେ ହିଁ ନିର୍ଭର କରେ ସେହିଥି ପାଇଁ ଯଦି ପରିବାର ଲୋକ ମାନଙ୍କର ହାଇଟ୍ କମ୍ ରହେ ତେବେ ଆପଣ ମାନଙ୍କର ହାଉଟ୍ ବି କମ୍ ହିଁ ରହିବ । ଏହା ଛଡା ଆପଣ ମାନଙ୍କର ପ୍ରତ୍ୟେକ ଦିନ ର ଖାଦ୍ୟ ରେ ପୋଷକ ତତ୍ୱ ରେ ଅଭାବ ଦେଖିବା ପାଇଁ ମିଳୁଛି ତେବେ ବି ଏହାର କାରଣ ରୁ ହିଁ ଆପଣ ମାନଙ୍କ ର ହାଇଟ୍ ବଢି ପାରେ ନାହିଁ ।
ସେମିତି ରେ ଆମେ ଆଜି ଆପଣ ମାନଙ୍କୁ କିଛି ଜିମ୍ ସହିତ ଜୋଡିତ ଟିପ୍ସ ବିଷୟ ରେ କହିବୁ ଜାହା ଆପଣ ମାନଙ୍କ ହାଇଟ୍ ବଢିବାରେ ସାହାଯ୍ୟ କରିବ ଆପଣ ମାନେ ପ୍ରଥମ ରୁ ହିଁ ଟ୍ରେନର କୁ କହି ଦିଅନ୍ତୁ କି ଆପଣ ଜିମ୍ କେବଳ ହାଇଟ୍ ବଢିବା ପାଇଁ ହିଁ ଆସିଛନ୍ତି । ତେବେ ଆପଣଙ୍କ ଟ୍ରେନର୍ ଆପଣଙ୍କୁ ସେହି ପ୍ରକାରର ଟ୍ରେନ୍ କରିବ , ଏବଂ ଖାସ୍ କରି ଆମ ମତ୍ସିକ ରେ ପିଟ୍ୟୁଟେରି ଗ୍ଲାଣ୍ଡ ରେ ହ୍ୟମନ୍ ଗ୍ରୋଥ୍ ହୋରମନ ର ନିର୍ମାଣ ହୋଇ ଥାଏ , ଏହା ଦ୍ୱାରା ହିଁ ପ୍ରତ୍ୟେକ ବ୍ୟକ୍ତିର ହାଇଟ୍ କେତେ ପରିମାଣ ରେ ବଢିବ ସେହି ଉପରେ ନିର୍ଭର କରେ ।
ତେବେ ଆପଣ ମାନେ ଏହି ପିଟ୍ୟୁଟେରି ଗ୍ଲାଣ୍ଡ ରେ ହ୍ୟମନ୍ ଗ୍ରୋଥ୍ ହୋରମନ କୁ ବଢେଇବା ପାଇଁ ଚାହୁଁ ଥିଲେ ଆପଣ ମାନଙ୍କୁ ଯୋଗ ଆଦି ର ସାହାରା ନେବାକୁ ପଡିବ । ଏହା ପାଇଁ ଆପଣ ମାନେ ତାଡା ସନ ମାନେ ହାତ ଉପରକୁ କରି କରନ୍ତୁ ଏବଂ ସେହି ପରି ଦୁଇ ରେ ଆପଣ ମାନେ ସର୍ବାଙ୍ଗସନ କୁ ବି ଆପଣେଇ ପାରିବେ ଜାହା ଫଳ ରେ ଆପଣ ମାନଙ୍କର ହାଇଟ୍ ରେ ବହୁତ ପରିମାଣ ରେ ଗ୍ରୋଥ୍ ଦେଖିବା ପାଇଁ ମିଳିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।