ଆପଣ ଯଦି ଆଳୁ ଖାଉଛନ୍ତି ତାହେଲେ ନିଶ୍ଚୟ ଜାଣନ୍ତୁ ଏହି ସବୁ କଥା।

potatoes

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଳୁ ର ବ୍ୟବହାର ସବୁ ପ୍ରକାରର ଖାଦ୍ୟ ରେ ହୋଇ ଥାଏ । ଖାଇବା ରେ ଆଳୁ ର ସ୍ୱାଦ ଯେତେ ସୁନ୍ଦର ହୋଇ ଥାଏ , ସେତିକି ପରିମାଣ ରେ ତାର ଔଷଧୀୟ ଗୁଣ ବି ରହି ଥାଏ । କିଛି ଲୋକ ମାନେ ଆଳୁ ର ସେବନ କରନ୍ତି ନାହିଁ କାରଣ ସେମାନେ ଏହାର ଉପକାରିତା ବିଷୟ ରେ ଜାଣି ପାରନ୍ତି ନାହିଁ ଏବଂ ସେମାନେ ଏହି ବିଷୟ ରେ ବି ଜାଣି ପାରନ୍ତି ନାହିଁ କି ଏହି ଥିରୁ ସେମାନଙ୍କୁ କେତେ ଚମତ୍କାର ଫାଇଦା ମିଳେ ବୋଲି ଆଳୁ ରେ ସୋଡା , ଫସଫରସ୍ , ଭିଟାବିନ୍ Aଏବଂ B ସହିତ ଆଇରନ , ଜିଙ୍କ୍ ଏବଂ ମ୍ୟଗ୍ନେସିୟମ୍ , ବହୁତ ପରିମାଣ ରେ ରହି ଥାଏ । ଜାହା ଆମ ଶରୀର କୁ ବହୁତ ପରିମାଣ ରେ ସୁସ୍ଥ ରଖିବାରେ ସହାୟକ ହୋଇ ଥାଏ , ଏହା ସବୁ ଋତୁ ରେ ମଧ୍ୟ ମିଳେ , ଆଳୁ ରେ ରହି ଥିବା କାର୍ବହ୍ରାଇଡ୍ରେଟ୍ , ଗ୍ଲୋକଚ୍ , ଏବଂ ଏମିନୋ ଏସିଡ୍ , ଆମ ଶରୀର କୁ ସବୁ ବେଳେ ଶକ୍ତି ଶାଳୀ ରଖିବାରେ ସହାୟକ ହୋଇ ଥାଏ ।potatoes

ସେହି ପରି ଭାବେ ଆଳୁ ରେ ରହି ଥିବା କିଛି ଏଣ୍ଟି ଅକ୍ସିଡେଣ୍ଟ ଜାହା ଆମକୁ ଫ୍ରୀ ରେଡିକଲ ରୁ ଆମ ମାନଙ୍କ ବଞ୍ଚେଇ ଥାଏ । ଆଳୁ ମତ୍ସିକ ର ବିକାସ କରି ଥାଏ , ଆଳୁ ଆମ ମତିସ୍କ କୁ ହାଲିଆ ହେବାରୁ ବଞ୍ଚେଇ ଥାଏ । ଏବଂ ଆମ ମତିସ୍କ କୁ ସବୁ ବେଳେ ସୁସ୍ଥ ରଖେ ସେହି ପରି ବେଳେ ଆଣ୍ଠୁ ଗଣ୍ଠୂୀ ର ଯନ୍ତ୍ରଣା ଏବଂ ବାତ ଆଦି ରୁ ମୁକ୍ତି ଦେଇ ଥାଏ ଏବଂ ଆଳୁ ରେ ରହି ଥିବା ମ୍ୟଗ୍ନେସିୟମ୍ ଆଦି ବାତ ର ଯନ୍ତ୍ରଣା ରୁ ମୁକ୍ତି ଦେଇ ଥାଏ ।potatoes

ସେହି ପରି ଆଳୁ ର ସେବନ ଦ୍ୱାରା ହାର୍ଟ ସମସ୍ୟା ରୁ ମୁକ୍ତି ମିଳିବା ସହିତ ଆପଣ ମାନଙ୍କ କୋଲଷ୍ଟ୍ରଲ ର ପରିମାଣ ରେ ବହୁତ କିଛି ସୁଧାର ଆଣେ ଏହି ଆଳୁ , ସେମିତି କିଛି ବଡ ବଡ ଡାକ୍ତର ଙ୍କ କହିବା ଅନୁସାରେ ଏହି ଆଳୁ ଆମ ମାନଙ୍କ ବ୍ଲଡ୍ ପ୍ରେସର୍ ରେ ବହୁତ ପ୍ରଭାବ ଦେଖିବା ପାଇଁ ମିଳେ ଏବଂ ଆପଣ ମାନଙ୍କୁ ବହୁତ ଆରାମ୍ ଦେଇ ଥାଏ , ସେହି ପରି ପଟାସିୟମ୍ ଏହି ଥିରେ ରହି ଥିବାରୁ ଏହା ଆମ ଶରୀର କୁ ସୁସ୍ଥ ରଖିବାରେ ବହୁତ ସାହାଯ୍ୟ କରି ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *