ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କୋରନା ମହାମାରୀ ମଧ୍ୟ ରେ କେନ୍ଦ୍ର ସରକାର ଙ୍କ ସବୁଠୁ ବଡ ନିସ୍ପତି ସରକାର ଙ୍କ ସବୁଜ ରାସନ କାର୍ଡ ରେ ଏକ ଟଙ୍କା ରେ ପାଇବେ ସମସ୍ତେ ରାସନ ତେବେ କେମିତି ପାଇବେ ଏବଂ ଏହା ପାଇଁ ଆପଣ ମାନଙ୍କୁ କଣ କରିବା ପାଇଁ ପଡିବ ସେହି ଉପରେ ଆପଣ ମାନଙ୍କ ସହିତ ସଂମ୍ପର୍ଣ୍ଣ ଭାବେ ଆଲୋଚନା କରିବା ସହିତ ଆପଣ ମାନଙ୍କୁ ଏହି ବିଷୟ ରେ ଟିକି ନିକ୍ ବିବରଣୀ ଦେବାକୁ ଚାହିଁବୁ ଆପଣ ମାନେ କେବଳ ଏହି ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ନିଶ୍ଚିତ ଭାବେ ଜାଣି ପାରିବେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବାକୁ ଚାହିଁବୁ କି ସାଧାରଣ ଜନତା ମାନଙ୍କ ପାଇଁ ବହୁତ ବଡ ଖବର ରହିଛି ଏବେ ସେମାନେ ପାଇବା ସରକାରୀ ସୁବିଧା କୋରନା ମହାମାରୀ ମଧ୍ୟ ରେ କେନ୍ଦ୍ର ସରକାର ଙ୍କ ବଡ ନିସ୍ପତି ଏଣିକି ସରକାରୀ ସୁବିଧା ରୁ ବଞ୍ଚିତ ହେବେ ନାହିଁ କୈଣସି ବି ସବୁଜ ରାସନ କାରୀ ଏବଂ କୈଣସି କାରଣ ବସତଃ କୈଣସି ବି ଅଧିକାରୀ ମାନେ ସରକାରୀ ସୁବିଧା ରୁ ବାଦ୍ ପଡନ୍ତି ।
ତେବେ ସେମାନଙ୍କୁ ରାସନ ସାମଗ୍ରୀ ଯୋଗେଇ ଦିଆ ଯିବ , ସେହିଥି ପାଇଁ ବର୍ତମାନ ସମୟ ରେ ମୋଦି ସରକାର ଗ୍ରାନ୍ ରାସନ କାର୍ଡ କୁ ଜାରି କରିଛନ୍ତି । କେନ୍ଦ୍ର ସରକାର ଏହି ସବୁଜ ରାସନ କାର୍ଡ ମାଧ୍ୟମ ରେ ଲୋକ ମାନଙ୍କୁ କିଲୋ ପିଛା 1 ଟଙ୍କା ରେ ଗହମ ବା ଚାଉଳ ଯୋଗେଇ ଦେବେ ବୋଲି ସୂଚନା ରହିଛି । କେନ୍ଦ୍ର ସରକାର ଙ୍କ ନିୟମ କ୍ରମେ ବିଭିନ୍ନ ରାଜ୍ୟ ର ରାଷ୍ଟ୍ରୀୟ ସୁରକ୍ଷା ଖାଦ୍ୟ ଆଇନ୍ ଅନୁସାରେ ଏହି ସୁବିଧା ରୁ କେହି ବି ବଞ୍ଚିତ ହେବେ ନାହିଁ ଏବଂ ସବୁ ଗରିବ ଲୋକ ମାନଙ୍କୁ ଏବେ ଗ୍ରୀନ୍ କାର୍ଡ ର ସୁବିଧା ଉପଲବ୍ଧ କରେଇ ଦେବାକୁ ଯୋଜନା କରିଛନ୍ତି ।
ତେବେ ପାରମ୍ଭୀକ ପର୍ଯ୍ୟୟ ରେ ଏହି ଯୋଜନା ଛତିସଗଡ, ଝାଡଖଣ୍ଡ ଆଜି ରାଜ୍ୟ ରେ ଲାଗୁ ରହିବା ସହିତ ଆଗାମୀ ସମୟ ରେ ଅନ୍ୟ ରାଜ୍ୟ ମାନଙ୍କ ରେ ଏହାର ପ୍ରଚଳନ ହେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।