ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ କଣନେଖାର କାରଣ ଲକ୍ଷଣ ଏବଂ ଚିକିସ୍ୟା ବିସୟରେ । ତେବେ ଚାଲନ୍ତୁ ଜାଣିନେବା କଣନେଖାର କାରଣ ଆପଣ ଯଦି ବେସି ଟାଇମ୍ ପାଣିରେ କାମ କରନ୍ତି ଏବଂ ବହୁତ ସମୟ ଧରି ଆପଣଙ୍କର ପାଦର ନଖ ବା ହାତର ନଖ ପାଣିରେ ବୁଡି ରହେ ତାହାଲେ ଆପଣଙ୍କୁ କଣନେଖା ହେବାର ସମ୍ଭାବନା ଥାଏ । ଦିତୀୟ କାରଣ ଆପଣ ମାନେ ପାଦରେ ସକ୍ସ୍ ପିନ୍ଧୁଥାନ୍ତି ଆଉ ସେହି ସକ୍ସ୍ ଯଦି ଆପଣ ଧଉ ନାହାନ୍ତି ଏବଂ ସେହି ସକ୍ସ୍ କୁ ସବୁବେଳେ ଇଉଜ୍ କରୁଛନ୍ତି ତାହାଲେ ଆପଣଙ୍କୁ କଣନେଖା ହବାର ସମ୍ଭାବନା ଥାଏ । ତୃତୀୟ କାରଣ ଯଦି ଆପଣ ମାନେ ଆପଣ ଖାଲି ପାଦରେ ଏମିତି ଜାଗାକୁ ଯାଉଛନ୍ତି ଯେଉଠି ବଭିନ୍ୟ ପ୍ରକାର ଇନଫ୍କେସନ ବାହାରିବାର ଚାନ୍ସ ଅଛି ତାହାଲେ ଆପଣଙ୍କୁ କଣନେଖା ହେବାର ସମ୍ଭାବନା ଥାଏ । ତେବେ ବନ୍ଧୁଗଣ ଆପଣଙ୍କୁ କଣନେଖା ହେବାର ଏହି ସବୁ କାରଣ ଅଟେ ।
ତେବେ ଚାଲନ୍ତୁ ଆମେ ଲକ୍ଷଣ ବିସୟରେ ଜାଣିନେବା । ଯେଉ ଲକ୍ଷଣ ସବୁ ଆପଣଙ୍କ ପାଖରେ ଦେଖାଜିବ ସେଥିରୁ ପ୍ରଥମ ଆପଣଙ୍କର ପାଦର ଆଙ୍ଗୁଳୀ ପୁଲିବ । ଦିତୀୟରେ ଯେତେ ବେଳେ ଆଙ୍ଗୁଳୀ ପୁଲିବ ଚାଲିବାରେ ବହୁତ କଷ୍ଟ ହେବ ଏବଂ ରାତିରେ ଯେତେବେଳେ ଶୋଇଥିବେ ତାକୁ ଯଦି ଭଲକରି ସଫା କରି ନଥିବେ ସେ କଣନେଖାରେ ପୁଜ ହୋଇଯାଏ ଆଉ ପୁଜ ହେଲାପରେ ଆପଣଙ୍କୁ ବହୁତ ଜର୍ ପେନ୍ ହୁଏ । ଯଦି ଆପଣ ଏହାର ଚିକିସ୍ୟା ନକରନ୍ତି ତାହାଲେ ଧିରେ ଧିରେ ବହୁତ ବଡ ଘାଆ ହୋଇଯାଏ ଯାହା ଫଲେ ଆପଣଙ୍କୁ ଚାଲିବାରେ ବହୁତ କଷ୍ଟ ହୋଇଥାଏ । ତେବେ ଚାଲନ୍ତୁ ଏହାର ଘରଇ ଉପଚାର ବିସୟରେ ଜାଣିନେବୁ । ପ୍ରଥମେ ଯେତେବେଳେ ଆପଣ ରାତିରେ ଶୋଇବାକୁ ଯାଉଛନ୍ତି ତା ପୂର୍ବରୁ ଆପଣ ଦେଶି ଗୋମୁତ୍ର ନିଅନ୍ତୁ ଏବଂ ତାକୁ ନେଇ ଆପଣ କଣନେଖା ହୋଇଥିବା ଜାଗାରେ ସଫା କରନ୍ତୁ ।
ତାପରେ ଆପଣ ଗୋଟିଏ ଗେଣ୍ଡୁ ଫୁଲ ନେବେ ଏବଂ ହଳଦୀ ଗୁଣ୍ଡ ନେବେ ତା ସହିତ ଗୋମୁତ୍ର ନେବେ । ତାପରେ ଗେଣ୍ଡୁ ଫୁଲର ପଛ ଅଂସ ବାହାର କରିଦେବେ ତାର କେବଳ ପଙ୍ଖୁଡି ଗୋଡିକ ନେବେ ଏବଂ ସେଥିରେ ଗୋଟିଏ ଚାମୁଚ୍ ହଳଦୀ ଗୁଣ୍ ମିସାଇବେ ଏବଂ ଗୋମୁତ୍ର ମିଶାଇବେ । ତେନଟି ମିସିଲା ପରେ ତାକୁ ହେମାଦସ୍ତା ସାହାଯ୍ୟରେ ପେଷ୍ଟ୍ କରିବେ । ପେଷ୍ଟ୍ କଲାପରେ ସେହି କଣନେଖା ଜାଗାରେ ଲଗାଇବେ । ଏବଂ ଆପଣ ମାନେ ଏହାକୁ ଦୀନକୁ ଦୁଇଥର ଲଗାଇବେ ସକାଳେ ଥରେ ଏବଂ ସଧ୍ୟାରେ ଥରେ ଲଗାଇବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।