ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ନୂଆ ରାସ୍ତା ରେ ପାଦ ଦେଲେ ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶନୀ ଏହି ନିକଟ ରେ ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶନୀ ଏବଂ ତାଙ୍କର ସ୍ୱାମୀ ଅନୁଭବ ମହାନ୍ତି ତଥା BJD ସାସଂଦ ଙ୍କ ଘୋରଇ କଳି ରାସ୍ତା ରେ ପଡି ହାଟ ରେ ଗଡି ଥିଲା । ଏହି ସେଲିବ୍ରଟି କୋପଲ ମାନେ ବିବାହ ର ଦିର୍ଘ ବର୍ଷ ପରେ ବି ପରସ୍ପର ଠାରେ ଖୁସୀ ପାଉ ନ ଥିବା ବେଳେ ସେମାନେ ବର୍ତମାନ ସମୟ ରେ କୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି , ଅନୁଭବ ମହାନ୍ତି ନାନା ପ୍ରକାରର ଅଭିଯୋଗ ଆଣି ଛାଡପତ୍ର ଦେବାର ଆବେଦନ କରି ଥିବା ବେଳେ ସ୍ୱାମୀ ଙ୍କ ମଦ୍ୟପ ଦର୍ଶାଇ ଘୋରଇ ହଂସା ଅଭିଯୋଗ ଆଣିଛନ୍ତି ବର୍ଷା ପ୍ରିୟଦର୍ଶନୀ । ଏହା ସହିତ ଏମାନେ ସୋସିଆଲ ମିଡ଼ିଆ ରେ ବି ପରସ୍ପର କୁ ଟାର୍ଗେଟ୍ କରି ବିବାଗ ରେ ଫସି ଥିଲେ ଏହି ଦୁଇ ଯୋଡି ତେବେ ସ୍ୱାମୀ ସ୍ତ୍ରୀ ଙ୍କ କଳି ଜାହା ବି ହେଉ ନା କାହିଁକି ଉଭୟ ଙ୍କ ମାମଲା ଏବେ କୋର୍ଟ ରେ ଜାଇ ପହଁଚିଛି ।
ଏପଟେ କିନ୍ତୁ ବର୍ଷା ନିଜର ଖୁସୀ ର ବ୍ୟବସ୍ଥା ଆରମ୍ଭ କରି ଦେଇଛନ୍ତି , କୁହାଯାଏ କି ମାନବ ସେବା ହିଁ ଇଶ୍ୱର ସେବା ,ତେଣୁ ଅସଜଡା ଏବଂ ଅସଂମ୍ପର୍ଣ୍ଣ ବୈବାହିକ ସଂମ୍ପର୍କ ର ଭବିଷ୍ୟତ କୋର୍ଟ ଙ୍କ ଉପରେ ଛାଡି ଦେଇ ବର୍ଷା ବର୍ତମାନ ସମୟ ରେ ସାମାଜିକ କାମ ରେ ମନ ଲଗାଉଛନ୍ତି । ସମ୍ମାନିତ ସଂସ୍ଥା ଗଢି ସେ ଦୁଃଖୀ ଏବଂ ବେସାରାରା ଲୋକ ମାନଙ୍କୁ ସାହାଯ୍ୟ କରି ଥିବାର ଦେଖିବା ପାଇଁ ମିଳିଛନ୍ତି ବର୍ଷା ଏବଂ ସେହି ଥିରେ ହିଁ ସେ ଅବେଳିତ ଲୋକ ମାନଙ୍କୁ ସାହାଯ୍ୟ କରି ନିଜର ସୁଖ ଖୋଜୁଛନ୍ତି ବର୍ଷା ।
ସେହି ପରି ଅନ୍ୟ ପଟରେ ବର୍ଷା ଆଗକୁ ସେ ରାଜନୀତି ରେ ପାଦ ଦେଇ ପାରନ୍ତି ବୋଲି ଜଣା ପଡୁଛି ସେହିଥି ପାଇଁ ଅନୁଭବ ମହାନ୍ତି ଏବଂ ସାଂସଦ ଙ୍କ କଳହ ରେ ଟିକିଏ ବ୍ରେକ୍ ଲାଗିଛି , ହେଲେ ସେହି ପରି କ୍ଷେତ୍ର ରେ ବର୍ଷା ସୋସିଆଲ ମିଡ଼ିଆ ରେ ନିଜର ନୂଆ ଅବତାର ରେ ଏଣ୍ଟ୍ରୀ କରି ଲୋକ ମାନଙ୍କ ସେବା ବି କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି । ତେବେ ଏମାନଙ୍କ ଏହି ପରି କାର୍ଯ୍ୟକ୍ରମ ସବୁ ଆଡେ ଚର୍ଚ୍ଚା ର ବିଷୟ ପାଲଟିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।