ଅଧିକ କାନ୍ଦୁଥିବା ଝିଅ ମାନେ ହୋଇଥାନ୍ତି ଅନେକ ଖାସ ! କଣ ରହିଥାଏ ଖାସ ଗୁଣ !

girl

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସାଧାରଣ ଭାବେ ଟିକିଏ ଟିକିଏ କଥା ରେ କାନ୍ଧିବା ଝିଅ ମାନଙ୍କ ଅଭ୍ୟାସ ହୋଇ ଥାଏ । ହେଲେ କଣ ଆପଣ ମାନେ ଜାଣନ୍ତି କି କାନ୍ଧୁ ଥିବା ଝିଅ ମାନଙ୍କ ପାଖରେ ରହି ଥାଏ ବିଶେଷ ଗୁଣ । ଯେମିତି କି ଏହି ଝିଅ ମାନେ ଅତ୍ୟନ୍ତ ଶାନ୍ତ ହୋଇ ଥାନ୍ତି । ଏବଂ ଏମାନେ ଅତି ଲାଜୁଆ ହୋଇ ଥାନ୍ତି । ଏମାନେ ସବୁ ବେଳେ ଟିକିଏ ଟିକିଏ କଥା ରେ କାନ୍ଧି ପକାନ୍ତି । ଡାକ୍ତର ମାନଙ୍କ ମତ ରେ ଯଦି ଆମେ ଆପଣ ମାନଙ୍କୁ କହିବୁ ତେବେ ଯେଉଁ ଝିଅ ମାନେ ଅଧିକ ପରିମାଣ ରେ କାନ୍ଧି ଥାନ୍ତି ସେମାନଙ୍କ ମନ ସେତେ ପରିମାଣ ରେ ନିର୍ମଳ ଏବଂ ସେମାନଙ୍କ ମନ ହ୍ଲାକା ରହି ଥାଏ । ତଥା ଶରୀର ଉତ୍ତମ ରହିବା ସହିତ ପ୍ରତ୍ୟେକ କଥା କୁ ଏମାନେ ଅତି ସହଜ ରେ ବୁଝି ପାରନ୍ତି ।girl

ଏମାନେ ବହୁତ ଶାନ୍ତ ସ୍ୱଭାବ ର ହୋଇ ଥିବାରୁ ଏମାନେ ପ୍ରତ୍ୟେକ କଥା କୁୂ ସବୁ ସମୟ ରେ ହୃଦୟ ର ସହିତ ଅନୁଭବ କରିବା ପାଇଁ ଚେଷ୍ଟା କରନ୍ତି । ଏମାନେ ପରିବାର ର ପ୍ରତ୍ୟେକ ବ୍ୟକ୍ତି ମାନଙ୍କ କଥା କୁ ବୁଝି ପାରୁ ଥିବାରୁ ଏମାନେ ପରିବାର ଠାରୁ ବହୁତ ଭଲ ପାଇବା ପାଇ ଥାନ୍ତି । ସେହି ପରି ଭାବେ ଏମାନେ ସଶୁର ଘରେ ଭଲ କାର୍ଯ୍ୟ କରିବା ପରି ଭାବି ଥାନ୍ତି ଏବଂ କର୍ମ କରନ୍ତି । ଏମାନଙ୍କ ମୂଖ୍ୟ କାମ ଶାସୁ ସଶୁର ଙ୍କ ସେବା କରିବା ଏବଂ ଛୋଟ ପିଲା ମାନଙ୍କ କଥା ବୁଝିବା ସହିତ ପରିବାର ର ସମସ୍ତ କାମ କୁ ଏମାନେ ନିଜେ ଏକା କରି ଦେଇ ଥାନ୍ତି । ଖାସ୍ କରି ଏମାନେ ଜିବନ ସାଥି ଙ୍କ ଭାବନା କୁ ଏମାନେ ଅତି ସହଜ ରେ ବୁଝି ପାରନ୍ତି ।girls

ଏମାନେ ଲାଜୁଆ ହୋଇ ଥିବାରୁ ଏମାନଙ୍କୁ ଅନେକ ସମ୍ମାନ ବି ଦେଇ ଥାନ୍ତି । ଏମାନେ ସବୁ ବେଳେ ବାସ୍ତବ ଦୁନିଆଁ ରେ ବଞ୍ଚିବା ପାଇଁ ପସନ୍ଦ କରନ୍ତି । ଏମାନେ ସମାଜ ଏବଂ ପରିବାର କୁ ସବୁ ସମୟ ରେ ଆଗରେ ରଖି ହିଁ କାମ କରନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *