ଆଜିକାଲି ଦୁନିଆରେ ଜିତେ କଥା ସ୍ଥିର ଅଟେକି କେବେ କୌଣସି ଲୋକ ତାର ସମସ୍ତ ଜୀବନ କାଳ ଭିତରେ ଗରିବ ହେବାକୁ ଚାହିଁ ନଥାଏ।ଏମିତିକି ଯିଏ ଧନୀ ଅଟେ ସେ ସବୁବେଳେ ଆହୁରି ଅଧିକ ଧନି ହେବାକୁ ଚେଷ୍ଟା କରେ ଆଉ ଯିଏ ଗରିବ ଅଛି ସେ ଧନୀ ହେବାଜୁ ଭରପୁର ପ୍ରୟାସ କରିଥାଏ।ଆଉ ଆପଣ ମଝିରେ ମଝିରେ ଦେଖିଥିବେ ଗରିବ ଲୋକ ହଠାତ ବହୁତ ଧନୀ ହୋଇଯାନ୍ତି ଓ ଆଉ ଧନୀ ଲୋକ ମଝିରେ ମଝିରେ ଅଧିକ ଗରିବ ହୋଇଯାନ୍ତି।ଏହି ସବୁ ଖେଳ ଆପଣଙ୍କ ଘରର ସକାରାତ୍ମକ ଉପରେ ନିର୍ଭର କରେ।
ଯେଉଁ ଘରେ ନକାରାତ୍ମକ ଶକ୍ତି ଅଧିକ ଥାଏ ସେ ଘରେ ଅଧିକ ଦିନ ପର୍ଯ୍ୟନ୍ତ ପଇସା ରହିନଥାଏ।ଏହି ଭଳି ଘର ମାନଙ୍କର କିଛି ନା କିଛି କ୍ଷତି ହେବାରେ ଲାଗେ।ଏହି ଘରର ସଦସ୍ୟ ମାନଙ୍କର ଦେହ ମଧ୍ୟ ବହୁତ ଖରାପ ହୋଇଥାଏ।ଆଉ ସେ ଯେକୌଣିସ କାର୍ଯ୍ୟରେ ହାତ ଦେଲେ ମଧ୍ୟ ବିଗିଡିଯାଏ।ଏମିତିରେ ଘର ଭିତରେ ସକାରାତ୍ମକ ଶକ୍ତି ବନି ରହିବ ଜରୁରୀ ହୋଇଥାଏ।ଆଉ ଗୋଟେ ମୁଖ୍ୟ କାରଣ ହେଲା କି ଘରେ ସକାରାତ୍ମକ ଭାବ ବଢିଥାଏ ଓ ଘରକୁ ମା ଲକ୍ଷ୍ମୀ ଆସିବାକୁ ପସନ୍ଦ କରନ୍ତି।
ଆଉ ଯେଉଁ ଘରକୁ ଥରେ ମା ଲକ୍ଷ୍ମୀ ପ୍ରବେଶ କରନ୍ତି ସେ ଘରେ ଶୁଭ ଫଳ ମିଳିବାକୁ ମିଳେ ଓ ତାପରେ ଘର ଉନ୍ନତି ମଧ୍ୟ ବଢିଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରେ ସକାରାତ୍ମକ ଶକ୍ତି ବଢ଼େଇବା ପାଇଁ ବିଭିନ୍ନ ଉପାୟ ମଧ୍ୟ ଆମେ କରିଥାଉ।ଆଜି ଆମେ ଆପଣଙ୍କୁ ଜଣେଇବୁ ଘରେ ଏମିତି କଣ କରିବା ଯାହାଦ୍ୱାର ଘରେ ସକାରାତ୍ମକ ଶକ୍ତି ବନି ରହିଥାଏ।ଆପଣଙ୍କ ସୂଚନା ନିମନ୍ତେ ଆପଣଙ୍କୁ ଜଣେଇ ଦେବୁ ଯେ ସକାରାତ୍ମକ ଶକ୍ତି ବନେଇ ରଖିବା ପାଇଁ ଆମେ କଣ କରିବା।ଏ ଆବୁ ଜିନିଷରେ ବାସ୍ତୁ ସାମିଲ ଅଟେ।ସେମିତୀରେତ ଘରର ସବୁ ଜିନିଷକୁ ବାସ୍ତୁ ହିସାବରେ ରଖି ଘରେ ସକାରାତ୍ମକ ଶକ୍ତି ନିର୍ମିତ କରାଯାଇ ପାରେ।
କହିବାକୁ ଗଲେ ଆପଣ ମାନେ ଜାଣି ନଥିବେ ଘରର ରୋଷେଇ ଘର ଏପରି ଏକ ସ୍ଥାନ ଅଟେ ଯେଉଁଠାରୁ ସବୁଠାରୁ ଅଧିକ ସକାରାତ୍ମକ ଉର୍ଯା ଘର ବାହାରକୁ ଆସିଥାଏ।ଏହା ଅର୍ଥ ଏହା ଯେ ରୋଷେଇ ଘରେ ଆମର ଅନ୍ନ ସାମଗ୍ରୀ ରଖାଯାଇଥାଏ ଏହି ଅନ୍ନକୁ ଆମର ପ୍ରସ୍ତୁତ କରାଯାଏ ଯାହାକୁ ଆମର ସବୁ ସଦସ୍ୟ ଖାଇଥାନ୍ତି।ଏହି ରୋଶେଇ ଘର ସହିତ ସମସ୍ତଙ୍କର ଯୋଗଦାନ ରହିଥାଏ ତେଣୁ ଏହା ଆମର ଆର୍ଥିକ ସ୍ଥିତିକୁ ସଜାଡ଼ିବାରେ ସାହାଯ୍ୟ କରିଥାଏ।
ଏହି ଉପାୟା କୁ ଆପଣ କିପିରି ପାଳନ କରିବେ ଓ ଏହାକୁ କରିବା ପାଇଁ ଆମକୁ କେଉଁ କେଉଁ ଜିନିଷର ଆଵଶ୍ୟକତା ପଡି ପାରେ ଓ ଏହାକୁ କରିବାକୁ କେଉଁ ସମୟ ନିର୍ଦ୍ଧିଷ୍ଟ ସେ ସବୁ ବିଷୟରେ ଜାଣିବା।ଶୋଇବା ଆଗରୁ ଏକ ଖାସ ଜିନିଷ ଆମକୁ ରୋଷେଇ ଘରେ ରଖିବାକୁ ହେବହୁତ ଅଧିକ ମାତ୍ରାରେ ସକାରାତ୍ମକ ଉର୍ଯା ଘର ସାରା ଖେଳିଯିବ।ଏହି ଖାସ ଜିନିଷ ଦ୍ୱାରା ଆପଣଙ୍କ ରୋଷେଇ ଘରେ ରାତ୍ରିରେ ଶୋଇବା ପୂର୍ବରୁ ରଖିବା ଉଚିତ ଘରୁ ଦାରିଦ୍ରତାରୁ ଦୁର କରିବା ପାଇଁ ଶୋଇବା ସମୟରେ ଆପଣ ଘରେ ଗେଣ୍ଡୁ ଫୁଲ ରଖିବା ଆଵଶ୍ୟକ।ଏହାକୁ ଆଣି ପ୍ରଥମେ ସକାଳ ସମୟରେ ଠାକୁରଙ୍କ ପାଖରେ ବଢ଼େଇବେ ଆଉ ତାକୁ ଶୋଇବା ଆଗରୁ ନାଲି କପଡ଼ାରେ ବାନ୍ଧି ରୋଷେଇ ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ଟାଙ୍ଗି ଦେବେ।