ଜାଣନ୍ତୁ ଅନୁଭବ ଓ ବର୍ଷାଙ୍କ ଅଲଗା ହେବା ପଛରେ କାହାର ରହିଛି ହାତ

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ ଙ୍କ ମଧ୍ୟ ରେ ଖୁବ୍ ଶିଘ୍ର ଛାଡ ପତ୍ର ହେବାକୁ ଜାଉଛି , କିନ୍ତୁ ଏବେ ବି ଅନୁଭବ ଙ୍କ ଘରେ ବର୍ଷା ପ୍ରିୟଦର୍ଶନୀ ରହୁଛନ୍ତି ,ଏବଂ ଶାଶୁ ସସୁର ଙ୍କ ସେବା କରୁଛନ୍ତି ବର୍ଷା ପ୍ରିୟଦର୍ଶନୀ । ଅନୁଭବ ମହାନ୍ତି ଏହି ଅଭିଯୋଗ କରିଛନ୍ତି କି ସେ ବର୍ଷା ଙ୍କ ଠାରୁ 6 ବର୍ଷ ହେବ ଶାରୀରିକ ସୁଖ ପାଇ ନାହାଁନ୍ତି , ତେଣୁ ତାଙ୍କୁ ନେଇ ବହୁତ ବିରକ୍ତ ହୋଇ ଗଲେଣୀ ସେହିଥି ପାଇଁ ସେ ବର୍ଷା ଙ୍କୁ ବର୍ତମାନ ସମୟ ରେ ଛାଡ ପତ୍ର ଦେବାକୁ ଚାହାଁନ୍ତି , ଏବଂ ଅନ୍ୟ ପଟରେ ବର୍ଷା ବି ଅନୁଭବ ମହାନ୍ତି ଙ୍କ ନାମ ରେ 15 କୋଟି ର କ୍ଷେତି ପୂରଣ ଦେବାକୁ ଜାରୀ କରିଛନ୍ତି , ସେ କହିଛନ୍ତି କି ଅନୁଭବ ମହାନ୍ତି ପ୍ରତି ଦିନ ରାତି ରେ ମଦ ପିଇ କରି ଶାରୀରିକ ଏବଂ ମାନଶୀକ ନିର୍ଜାତନା ଦେଉ ଥିଲେ ବୋଲି । ହେଲେ ଯଦି ସେ ଏହାର ବିରୋଧ କରନ୍ତି ତେବେ ଅନୁଭବ ମହାନ୍ତି ତାଙ୍କୁ ଘରୁ ବାହାର କରି ଦେବେ ବୋଲି ଧମକ୍ ଦେଇ ଥିଲେ ।anubhav

ଏବଂ ପରେ ଅନୁଭବ କହିଛନ୍ତି କି ବର୍ଷା ତାଙ୍କ ପରିବାର କୁ ମାରି ଦେବା ପାଇଁ ଚେଷ୍ଟା କରି ଥିଲେ । ମୁଁ ତାଙ୍କୁ କେମିତି ଭରସା କରିଛି ଏ ଜନ୍ମରେ ନୁହେଁ କି ଆଉ କେହି ଜନ୍ମ ରେ ନୁହେଁ । ସେମିତିରେ ବର୍ଷା ଙ୍କ କଥା ଉପରେ ଅନୁଭବ କହିଛନ୍ତି ଯଦି ବର୍ଷା ଘରେ ରହିବେ ଏବଂ ସଂମ୍ପର୍କ ଭାଙ୍ଗିବା ପାଇଁ ଚାହାଁନ୍ତି ନାହିଁ ତେବେ ସେ କେଉଁ ପରି ଭାବେ ଡିଭର୍ସ କଥା କହୁଛନ୍ତି ଏବଂ ଏତେ ଟଙ୍କା ବି ଦାବି କରୁଛନ୍ତି । ହେଲେ କଣ ଆପଣ ମାନେ ଜାଣିଛନ୍ତି ଏହି ଦିନ ରେ ସୋସିଆଲ ମିଡ଼ିଆ ରେ ଅନୁଭବ ଏବଂ ବର୍ଷା ଙ୍କ ହୋନିମୁନ୍ ଯିବାର ଟ୍ରିପ୍ ର ଭିଡ଼ିଓ ସାମ୍ନା କୁ ଆସିଛି ଏବଂ ସେମାନେ ପ୍ଲେନ୍ ରେ ବହୁତ ମଜା ରେ ହନି ମୁନ୍ ଜାଉ ଥିବା ଏବଂ ମଜା କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି । ସେମିତି ରେ ଏହି ଦିନ ରେ ଏମାନେ ଦୁହିଁଙ୍କ ଦୁଇଟି ଫିଲ୍ମ ସୁଟିଂ ହେଉଛି , ଅନୁଭବ ମହାନ୍ତି ଙ୍କ ଏକ୍ସନ୍ ଫିଲ୍ମ ରାବଣ ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତରାୟ କାମ କରି ଥିବାର ଦେଖିବା ପାଇଁ ମିଳିଛନ୍ତି ।ravan

ବାବୁସାନ ମହାନ୍ତି ଏବଂ ଅନୁଭବ ମହାନ୍ତି ଏହି ନୂଆ ଓଡ଼ିଆ ଫିଲ୍ମ ର ସ୍କ୍ରିପ୍ଟ ଏବଂ ଗୀତ ର ସୁଟିଂ ବହୁତ ଜୋର ସୋର ରେ ଚାଲି ରହିଛି । ସେହି ପରି ବର୍ଷା ଏବଂ ଅନୁଭବ ମହାନ୍ତି ଙ୍କ ବି ଗୋଟିଏ ଫିଲ୍ମ ଆସିବା ପାଇଁ ଯାଉଛି ତେବେ ଫିଲ୍ମ ସଂମ୍ପର୍କ ରେ ସଂମ୍ପର୍ଣ୍ଣ ଭାବେ ଜଣା ପଡିନ ଥିବା ବେଳେ ଏହାର ସ୍କ୍ରିପ୍ଟ କୁ ନେଇ ଏବେ କାମ ଚାଲିଛି ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *