ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ ଙ୍କ ବିବାଦ ପରେ କଟକ ସଦର ଏସିଡିଜିଏମ୍ ଙ୍କ ଅଦାଲତ ରେ ବର୍ଷା ପ୍ରିୟଦର୍ଶନୀ ଙ୍କ ବରଣ ପୋଷଣ ମାମଲା ରେ ସୁଣାଣୀ ହେବ ସ୍ୱାମୀ ଏବଂ ଏହି ଦିନ ରେ ଅନୁଭବ ଙ୍କ ନାମ ରେ ନିର୍ଜତନା ର ଅଭିଯୋଗ ଆଣିଛନ୍ତି ବର୍ଷା ପ୍ରିୟଦର୍ଶନୀ , ଏହି ନେଇ ସଂସଦ ଙ୍କ ପକ୍ଷ ରୁ କୋର୍ଟ ରେ ପକ୍ଷ ରଖା ଯିବ । ଏହି ଦିନ ରେ ଓଲିଉଡ ର କୁଇନ୍ ବର୍ଷା ପ୍ରିୟଦର୍ଶନୀ ପ୍ରୋଟେକ୍ସନ ଅଫ ୱଇମେନ୍ ଡୋମେଷ୍ଟିକ୍ ଭାୱଲେନ୍ସ ଆକ୍ଟ 2005 ଅନୁସାରେ ଧାରା 12,17,18,19,20, ଏବଂ 22 ଅନୁସାରେ ଏହି ଦିନ ରେ କୋର୍ଟ ରେ ମକର୍ଦମା କରିଛନ୍ତି । ସେହି ଠାରେ ବର୍ଷା ପ୍ରିୟଦର୍ଶନୀ ନିଜର ସ୍ୱାମୀ ଙ୍କୁ ମଧୁମେୟ ରୋଗୀ ଏବଂ ଜଣେ ମଦ୍ୟପ ବୋଲି ଦର୍ଶାଇଛନ୍ତି , ଏବଂ ସେହି ପରି ସେ ମାନଶୀକ ଏବଂ ଶାରୀରିକ ନିର୍ଜାତନା ଦେଉ ଥିବାର ସେ ଅଭିଯୋଗ କରିଛନ୍ତି ।
ବରଣ ପୋଷଣା ବାବଦ ରେ ସେ 13 କୋଟି ଏବଂ ଚିକିତ୍ସା ପାଇଁ ସେ 2 କୋଟି ଟଙ୍କା ଦାବି କରି ଥିବା ବେଳେ ବର୍ତମାନ ସମୟ ରେ ଅନୁଭବ ଦିଲ୍ଲୀ ର ପଟିଆଲ୍ଲୀ ହାଉସ୍ ପରିବାର କୋର୍ଟ ରେ ବିବାହ ବିଛେଦ ମାମଲା ଦାୟର କରି ଥିବା ବେଳେ ଏହି ମାମଲା କୁ କଟକ କୁ ସ୍ଥାନାନ୍ତରଣ କରିବା ପାଇଁ ବର୍ଷା ପ୍ରିୟଦର୍ଶନୀ ସୁପ୍ରୀମ୍ କୋର୍ଟ ରେ ଟ୍ରାନ୍ସଫର୍ ପିଟିସନ ଦାଖଲ କରିଛନ୍ତି । ଏବଂ ଏମିତି ବେଳେ ଏମାନଙ୍କ ବିବାଦ ଏମିତି ଭାବେ ଦିନ କୁ ଦିନ ବଢି ଚାଲି ଥିବା ବେଳେ ସେମାନଙ୍କ ମଧ୍ୟ ରେ ସଂମ୍ପର୍କ ଦିର୍ଘଦିନ ହେବ ଖରାପ ସମୟ ଦେଇ ଗତି କରୁଛି ।
ସେମିତି ରେ ଅନୁଭବ ମହାନ୍ତି ଏହି ସଂମ୍ପର୍କ କୁ ବହୁତ ପରିମାଣ ରେ ସୁଧିୁରେଇବା ପାଇଁ ଚେଷ୍ଟା କରି ଥିବା ବେଳେ ଏହା ସୁଧୁରିଲା ନାହିଁ ଜାହା ଫଳ ରେ ସେ ଏମିତି ଗୋଟିଏ ଷ୍ଟେପ୍ ନେବାକୁ ବାଧ୍ୟ ହୋଇ ଥିଲେ । ଏମିତି ରେ ଏହା ଉପରେ ଆପଣ ମାନଙ୍କ ର କଣ ମତ ରହିଛି ଏବଂ ଏହି ଦୁଇ ଜଣଙ୍କୁ ଆପଣ ମାନେ କେମିତି ନ୍ୟାୟ ଦେବେ କମେଣ୍ଟ ନିଶ୍ଚିତ କରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।