ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ପଶ୍ଚିମ ବୋଙ୍ଗୋପ ସାଗର ରେ ଘୃର୍ଣ୍ଣିଂ ବଳୟ ହୋଇ ଥିବା ହେତୁ ଏହି ଦିନ ରେ ରାଜ୍ୟ ର ବିଭିନ୍ନ ସ୍ଥାନ ରେ ବର୍ଷା ହେବା ସହିତ 40 ରୁ 50 କିଲୋ ମିଟର ବେଗ ରେ ପବନ ବି ବହିବାର ସମ୍ଭାବନା ରହିଛି । ଏହାକୁ ନେଇ ବର୍ତମାନ ସମୟ ରେ ଆଞ୍ଚଳିକ ପାଣି ପାଗ ବିଭାଗ ପକ୍ଷ ରୁ କିଛି ଜିଲ୍ଲା ମାନଙ୍କୁ ୱୋଲ ୱାର୍ଣ୍ଣିଂ ଜାରି କରା ଜାଇଛି , ତେବେ ଆପଣ ମାନେ ଏହି ପୋଷ୍ଟ କୁ ସଂମ୍ପର୍ଣ୍ଣ ଭାବେ ପଢି ଦିଅନ୍ତୁ ଜାଣି ପାରିବେ ଏହି ମଧ୍ୟ ରେ ଆପଣ ମାନଙ୍କୁ ଜିଲ୍ଲା ରହିଛି କି ନାହିଁ । ତେବେ ବନ୍ଧୁଗଣ ଆସୁଛି ବଡ ବର୍ଷା ରାଜ୍ୟ ରେ ଅଧିକାଶଂ ଅଞ୍ଚଳ ରେ ମାନେ ଓଡ଼ିଶା ର ଉପକୂଳ ବର୍ତି ଅଞ୍ଚଳ ରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା ରେ ଆସୁ ଥିବା ସବୁ ଜିଲ୍ଲା ମାନଙ୍କ ରେ ବର୍ଷା ହେବାର ବହୁତ ପରିମାଣ ରେ ସମ୍ଭାବନା ରହିଛି ।
ଏମିତି ରେ କିଛି ସ୍ଥାନ ମାନଙ୍କ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହି ଥିବା ବେଳେ ମାଟି ଘର ଏବଂ ଛପର ପ୍ରତି ବି ବହୁତ ବିପଦ ରହିଛି କାରଣ ଏହି ବର୍ଷା ସହିତ 40 ରୁ 50 କିଲୋ ମିଟର ପର୍ଯ୍ୟନ୍ତ ପବନ ହେବାର ବି ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣି ପାଗ ବିଭାଗ ପକ୍ଷ ରୁ ସୂଚନା ଦିଆ ଜାଇଛି । ଏମିତି ଏହି ସବୁ ଜିଲ୍ଲା ମାନଙ୍କ ମଧ୍ୟ ରୁ ଜଗତ ସିହଂପୁର କଟକ ,ପୁରୀ, ଖୋର୍ଦ୍ଧା , କେନ୍ଦୁଝର , ସୁନ୍ଦର ଗଡ , ସମ୍ବଲ ପୁର , ଅନୁଗୁଳ ଦେବ ଗଡ ଏବଂ କଳାହାଣ୍ଡୀ ଜିଲ୍ଲା ପାଇଁ ରହିଛି , ଏବଂ ,ସେହି ପରି କ୍ଷେତ୍ର ରେ ଏହାକୁ ନେଇ ଏହି ସବୁ ଜିଲ୍ଲା ର ଜିଲ୍ଲା ପାଳ ମାନଙ୍କୁ ସୂଚନା ବି ଦିଆ ଜାଇ ସରିଛି କି ଏଠାରେ ଆର୍ଲଟ୍ ରହିବା ପାଇଁ ।
ସେମିତି ବେଳେ ଆଞ୍ଚଳିକ ପାଣି ପାଗ ବିଭାଗ ର ସୂଚନା ଅନୁସାରେ ଏହି ଲଘୁଚାପ ଆଗାମୀ 48 ଘଣ୍ଟା ମଧ୍ୟ ରେ ଉପକୂଳ ବର୍ତି ଓଡ଼ିଶା ରୁ ହୋଇ ପଶ୍ଚିମ ଓଡିଶା ମଧ୍ୟ ରେ ପ୍ରେବଶ କରିବ ଏବଂ ସେହିଥି ପାଇଁ ରାଜ୍ୟ ର ବିଭିନ୍ନ ସ୍ଥାନ ମାନଙ୍କ ରେ ପ୍ରବଳ ରୁ ଅତି ପ୍ରବଳ ମାତ୍ରା ରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲା ମାନଙ୍କ ମଧ୍ୟ ରେ କଣ ଆପଣ ମାନଙ୍କ ଜିଲ୍ଲା ରହିଛି ତେବେ ଆପଣ ମାନେ ଆମକୁ କମେଣ୍ଟ କରି ଜଣେଇ ଦେବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।