ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଦେଖିବା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଦୁଇ ଜଣ ଚୁଲବୁଲୀ ନାୟୀକା ଏଲିନା ସାମନ୍ତରାୟ ଏବଂ ରିଆ ନିଜକୁ ସୁନ୍ଦର ଏବଂ ସେକ୍ସି ଦେଖେଇବା ପାଇଁ ଘରେ କଣ ସବୁ ଉପାୟ ଆପଣାଉ ଛନ୍ତି , ଏବଂ ସେମାନେ ବର୍ତମାନ ସମୟ ରେ କେତେ ସମୟ ରେ ଜିମ୍ ରେ ବ୍ୟତିତ କରୁଛନ୍ତି , ଏବଂ ସେମାନେ ଘରେ କଣ ଖାଉଛନ୍ତି ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିବୁ ଏଲିନା ସାମନ୍ତରାୟ ଏବଂ ରିଆ ବର୍ତମାନ ସମୟ ରେ ପ୍ରତି ଦିନ ସକାଳୁ ଏବଂ ସଂନ୍ଧ୍ୟା 2 ଘଣ୍ଟା ଜିମ୍ ରେ ନିଜକୁ ସମୟ ଦେଉଛନ୍ତି ।
ଏବଂ ସେମାନେ ବହୁତ ପରିଶ୍ରମ ବି କରୁ ଥିବାର ଦେଖିବା ପାଇଁ ମିଳୁଛନ୍ତି, ସେମିତି ରେ ଏହି ଦୁଇ ଅଭିନେତ୍ରୀ ଙ୍କ କଥା କହିବା ଏଲିନା ସାମନ୍ତରାୟ ଏବଂ ରିଆ ଙ୍କର ଆଗାମୀ ସମୟ ରେ ଦୁଇଟି ନୂଆ ଫିଲ୍ମ ବି ଆସିବାର ରହିଛି , ତେବେ ଆପଣ ମାନଙ୍କୁ ଜଣେଇ ଦେବୁ କି ରିଆ ଙ୍କର ଗୋଲାପୀ ଗୋଲାପୀ ପାର୍ଟ ଦୁଇ ଏବଂ ତୋ ପାଇଁ କିଛି ବି କରି ପାରେ , ସେହି ପରି ଏଲିନା ଙ୍କର ରାବଣ ଫିଲ୍ମ ଆସିବା ପାଇଁ ଯାଉଛି ।
ରିଆ ଙ୍କର ଏଙି ଦୁଇଟି ଫିଲ୍ମ ରେ ଅମ୍ଲାନ୍ ମୂଖ୍ୟ ଭୂମିକା ରେ ଦେଖିବା ପାଇଁ ମିଳି ଥିବା ବେଳେ ରାବଣ ଫିଲ୍ମ ରେ ଏଲିନା ଙ୍କ ବିପକ୍ଷ ରେ ଅନୁଭବ ମହାନ୍ତି ଦେଖିବା ପାଇଁ ମିଳିବେ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ଏଲିନା ସାମନ୍ତରାୟ ଏବଂ ରିଆ ଙ୍କ ଅଭିନୟ କେମିତି ଲାଗେ ଆପଣ ମାନେ ଆମକୁ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇବେ , ଏହି ଭଳି ପ୍ରତି ଦିନ ଓଡ଼ିଆ ଫିଲ୍ମ ଏବଂ ସିରିଏଲ ଦୁନିଆଁ ର ଖବର ପାଇଁ ଆପଣ ମାନେ ଏମିତି ଆମକୁ ପଢୁ ଥାନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।