ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଯେଉଁ ଔଷଧୀୟ ଖାଦ୍ୟ ପଦାର୍ଥ ବିଷୟ ରେ କହିବା ପାଇଁ ଯାଉଛୁ ତାହା ତ୍ରୀଫଳା ବୋଲି କୁହା ଯାଏ ,ତ୍ରୀଫଳା ର ବ୍ୟବହାର ହଜାର ହଜାର ବର୍ଷ ଧରି ହେଉଛି , ହରି଼ଡା ବାହାଡା ଏବଂ ଅଅଁଳା ର ତିନୋଟି ମିଶ୍ରଣ କୁ ମିଶେଇ ଯେଉଁ ମିଶ୍ରମ ହୋଇ ଥାଏ ତାହାକୁ ତ୍ରୀଫଳା ବୋଲି କୁହା ଯାଏ । ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ଅଟେ ଏହାକୁ ଆପଣ ମାନେ ନିୟମିତ ଭାବେ ବ୍ୟବହାର କରିବା ଦ୍ୱାରା ଆପଣ ମାନଙ୍କ ଶରୀର ରେ ସବୁ ରୋଗ ଦୂର ହୋଇ ଯିବ । ଏହା ଏକ ବହୁତ ଭଲ ଆୟୁରବେଦ ର ଔଷଧ ଅଟେ , ରାତିରେ ଶୋଇବା ସମୟ ରେ ଏହି ତ୍ରୀଫଳା ର ସେବନ କରିବା ଅତି ଉତ୍ତମ ହୋଇ ଥାଏ , ଏବଂ ଆପଣ ମାନେ ଏହାକୁ ସକାଳେ ଉଠିବା ପରେ ବି ସେବନ କରି ପାରିବେ ।
ଏହାକୁ ସକାଳେ ସେବନ କରିବା ଦ୍ୱାରା ଆପଣ ମାନଙ୍କ ଶରୀର କୁ ପୋଷଣ ତତ୍ୱ ଅଧିକ ପରିମାଣ ରେ ମିଳେ , ଏବଂ ଏହା ସହିତ ଶରୀର କୁ ଭିଟାବିନ୍ ଏବଂ ଆଇରନ ମିଳେ ତଥା ଆପଣ ମାନେ ସକାଳେ ଏହି ତ୍ରୀଫଳା ପାଣି କୁ ଗୁଣ ସହିତ ସେବନ କରନ୍ତି , ରାତି ରେ ଶୋଇବା ସମୟ ରେ ଗୋଟିଏ ଚାମଚ ତ୍ରୀଫଳା ଗୁଣ୍ଡ ଏବଂ ଗୋଟିଏ ଗ୍ଲାଲ୍ କ୍ଷୀର କିମ୍ବା ଅଳ୍ପ ଗରମ ପାଣି ରେ ମିଶେଇ କରିବା ଦ୍ୱାରା ଆପଣ ମାନଙ୍କ ବବ୍ଜ ର ସମସ୍ୟା ସଂମ୍ପର୍ଣ୍ଣ ଭାବେ ଦୂର ହୋଇ ଥାଏ । ଏହି ତ୍ରୀଫଳା କୁ ସବୁ ଦିନ ବ୍ୟବହାର କରିଲେ ଆମର ଦୃଷ୍ଟି ଶକ୍ତି ବୃଦ୍ଧି ହୋଇ ଥାଏ , ଗୋଟିଏ ଚାମଚ ତ୍ରୀଫଳା ର ପାୱଡର 10 ଗ୍ରାମ୍ ଗାଈ ଘିଅ ସହିତ ସମାନ ହୋଇ ଥାଏ , ଏହି ଥିରେ ପ୍ରଚୁର ପରିମାଣ ରେ କ୍ୟଲସିୟମ୍ ମିଳେ ଏବଂ ଆପଣ ମାନଙ୍କ ପାଖରେ ରହି ଥିବା ସବୁ ପ୍ରକାରର ଆଖି ସମସ୍ୟା ପାଇଁ ଏହା ରାମବାଣ ଉପାଚାର ଅଟେ ।
ଏହା ଆମ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଦି କରେ ,ତଥା ଶରୀର ରେ ରହି ଥିବା ବିଭିନ୍ନ ପ୍ରକାରର କୋମଜୋରୀ କୁ ଏହି ତ୍ରୀଫଳା ବହୁତ ମାତ୍ରା ରେ ଦୂର ରେ ସାହାଯ୍ୟ କରେ । ଏହି ଥିରେ ପେଟ୍ କଟର୍ ର ପରିମାଣ ରେ ଅଧିକ ପରିମାଣ ରେ ରହି ଥିବା ହେତୁ ଆପଣ ମାନଙ୍କ ଓଜନ ହ୍ରାସ କରିବାରେ ସହାୟକ ହୋଇ ଥାଏ ଏହି ତ୍ରୀଫଳା ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।