ପ୍ରତିଦିନ ସକାଳେ ଏହି ଜିନିଷ ଖାଇବା ଦ୍ଵାରା ମୂଳରୁ ଭଲ ହୋଇଥାଏ ଏହିସବୁ ରୋଗ ।

triphala

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆପଣଙ୍କୁ ଯେଉ ଓୌଷଧ ଖାଦ୍ୟ ପ୍ରଦାର୍ଥ ବିସୟରେ କହିବାକୁ ଯାଉଛୁ ତାହାର ନାମ ହେଉଛି ତ୍ରୀଫଳା । ତ୍ରୀଫଳାର ବ୍ୟବହାର ହଜାର ହଜାର ବର୍ଷ ଧରି ହେଉଛି । ହଡିଡା ବାହାଡା ଓ ଅଁଣା ଏହି ତିନଟି ଜୀନିଷକୁ ମିଶାଇ ଯେଉ ମିଶ୍ରଣ ତିଆରି କରାଯାଏ ତାକୁ ତ୍ରୀଫଳା କୁହାଯାଏ । ଆପଣଙ୍କୁ ମାରକେଟ୍ ରେ ତ୍ରୀଫଳା ଉଭୟ ପଉଡର ଓ ଓୌଷଧ୍ୟ ରୁପରେ ମିଳିଜିବ । ଏହା ସ୍ୱାସ୍ଥ ପାଇଁ ବହୁତ ଭଲ ଆଇରୁ ବେଦୀକ ଓୌଷଧ ଜୀନିଷ ଅଟେ । ଏହାକୁ ନିୟମିତ ସେବନ କରିବା ଦ୍ୱାରା ଆପଣ ସବୁ ପ୍ରକାର ରୋଗକୁ ଲଢି ପାରିବେ । ଏବଂ ଏହା ବିଭିନ୍ୟ ପ୍ରକାର ମଧ୍ୟ ଦୁର କରିବାରେ ସାହାଯ୍ୟ କରି ଥାଏ । ରାତିରେ ସଇବା ସମୟରେ ତ୍ରୀଫଳା ସେବନ କରିବା ସବୁଠାରୁ ଉତ୍ତମ ଅଟେ । କିନ୍ତୁ ଆପଣ ଏହାକୁ ସକାଳେ ଉଠିବା ପରେବି ସେବନ କରି ପାରିବେ । ଏହାକୁ ସକାଳେ ସେବନ କରିବା ଦ୍ୱାରା ଆପଣଙ୍କୁ ଶରାରକୁ ପସଣ ମିଳିଥାଏ । ଏହା ସହିତ ଶରୀରକୁ ଭିଟାମିନ୍ ଆରନ କ୍ୟାଲସ୍ୟମ ଇତ୍ୟଦି ମିଳିଥାଏ ।triphala

ସଖାଳେ ତ୍ରୀଫଳାକୁ ଗୁଡ ସହିତ ସେବନ କରନ୍ତୁ । ଏବେ ଜାଣିବା ରାତୀରେ କିମ୍ବା ସକାଳେ ତ୍ରୀଫଳା ଖାଇଲେ ମିଳଇଥାଏ କେଉ ସବୁ ଲାଭ । ରାତୀରେ ସଇବା ସମୟରେ ଗୋଟିଏ ଚାମୁଚ ତ୍ରୀଫଳା ଅଳ୍ପ ଗରମ କ୍ଷୀରରେ କେମ୍ବା ଅଳପ ଗରମ ପାଣିରେ ମିଶାଇ ସେବନ କରିବା ଦ୍ୱାରା କବଜର ସମସ୍ୟା ଦୁର ହେବାକୁ ଲାଗିଥାଏ । ତ୍ରୀଫଳା ସବୁଦୀନ ସେବନ କରିବା ହ୍ୱାରା ଆମର ଦୃଷ୍ଟି ଶକ୍ତି ବଢିଥାଏ । ତ୍ରୀଫଳା ସେବନ କରିବା ଦ୍ୱାରା ଆମ ଶରୀରରେ ରୋଗ ପ୍ରତିରଧକ ଶକ୍ତି ବୃଧି ହୋଇଥାଏ । ତ୍ରୀଫଳା ଖାଇବା ଦ୍ୱାରା ଏହା ଆମର କମଜୁରି କୁ ଦୁର କରଥାଏ । ଏହା ସହିତ ଆମ ରକ୍ତର ହିମକ୍ଲମୀଗି ଓ ଲାଲ ମାତ୍ରା କୁ ବଢାଇ ଥାଏ । ଯାହା ଦ୍ୱାରା କମଜୁରି ଶରୀରରେ ଅନୁଭବ ହୋି ନଥାଏ । watter

ଯଦି ଆପଣ ନିଜର ଓଜନ କମ କରିବାକୁ ଚାହୁଛନ୍ତି ତେବେ ସକାଳା ତ୍ରୀଫଳା ସବୁଦୀନ ବ୍ୟବହାର କରନ୍ତୁ । ଏହା ସହିତ ଏହା ଆମ ପେଟ ସମ୍ବଦିତ ସବୁ ସମସ୍ୟା ପାଇଁବି ଲାଭ ଦାୟକ ଅଟେ । ଏହା ସହିତ ଏହା ଆମର ଭୋକକୁ ବଢାଇ ଥାଏ । ଏହା ହଜମ ଶକ୍ତିକୁ ବଢାଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *