ଜାମୁକୋଳି ଖାଇଲେ ଦୂର ହୁଏ ଅର୍ଶ ରୋଗ ! କେବଳ ଏହି ଉପାୟରେ ଖାଇବାକୁ ପଡିବ

jumokuli

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମ ସ୍ୱାସ୍ଥ୍ୟ ପାଇଁ ଜାମୁକୂଳି କେତେ ଉପକାରୀ ସେହି ବିଷୟ ରେ ଆସନ୍ତୁ ଜାଣିବା , ତେବେ ବନ୍ଧୁଗଣ ଆପଣ ମାନଙ୍କୁ ପ୍ରଥମେ ଜଣେଇ ଦେବାକୁ ଚାହିଁବୁ କି ଏହି ଜାମୁକୂଳି ମଧୁମେୟ ରୋଗୀ ମାନଙ୍କ ପାଇଁ ରାମ ବାଣ ଔଷଧୀ ଭଳି କାମ କରି ଥାଏ । ସବୁ ପରିମାଣ ର ଫଳ ମାନଙ୍କ ଠାରୁ ଏହି ଜାମୁକୂଳି ରେ ଅଧିକ ପରିମାଣ ରେ ଏଣ୍ଟି ଅକ୍ସି ଡେଣ୍ଟ ରହି ଥାଏ , ତଥା ଜାମୁକୂଳି କ୍ୟଲସିୟମ୍ , ଆଇରନ ,ଫସଫରସ୍ , ଭିଟାବିନ୍ A ଏବଂ ଭିଟାବିନ୍ C ପ୍ରଚୁର ପରିମାଣ ରେ ରହି ଥାଏ , ଚର୍ମ ଓବଂ ମତ୍ସିକ ପାଇଁ ଏହି ଜାମୁକୂଳି ବହୁତ ପରିମାଣ ରେ ଉପକାରୀ ହୋଇ ଥାଏ , ଏହାର ପତ୍ର କୁ ଆପଣ ମାନେ ଚା ଭାବେ ବ୍ୟବହାର କରିଲେ ଆପଣ ମାନଙ୍କୁ ନିଶ୍ଚିତ ଭାବେ ଉପକାରୀତା ମିଳିବ ,କମ୍ ଦୃଷ୍ଟି ଶକ୍ତି ରହି ଥିବା ମତିଆ ବିନ୍ଦୁ ରୋଗୀ ମାନଙ୍କ ପାଇଁ ଏହି ଜାମୁକୂଳି ଖାଇବା ଆବଶ୍ୟକ ଅଟେ ।jumokuli

ଏହି ଜାମୁକୂଳି ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ପାଏ , ଏହି ଜାମୁକୂଳି ହୃଦ ରୋଗୀ ମାନଙ୍କ ପାଇଁ ବହୁତ ଉପକାରୀ ଅଟେ, ଏହି ଜାମୁକୂଳି ରେ ଅଧିକ ପରିମାଣ ରେ ଏଣ୍ଟି ଅକ୍ସି ଡେଣ୍ଟ ରହି ଥିବାରୁ ଏହା କର୍କଟ ରୋଗୀ ମାନଙ୍କ ପାଇଁ ବହୁତ ଉପକାରୀ ହୋଇ ଥାଏ । ଏହା ଥଣ୍ଡା ଶ୍ୱାସ ରୋଗ ଏବଂ ଥଣ୍ଡା ପାଇଁ ବହୁତ ଉପକାରୀ ଅଟେ । ଶରୀର ଓଜନ ହ୍ରାସ , ଖାଦ୍ୟ ହଜମ ପକ୍ରିଆ ରେ ମଧ୍ୟ ଏହି ଜାମୁକୂଳି ର ବିସେଷ ଭୂମିକା ରହିଛି , ଆପଣ ମାନେ ଏହି ଜାମୁକୂଳି କୁ ଖାଇବା ଦ୍ୱାରା ଆଲସର ରୋଗ ରୁ ମୁକ୍ତି ମିଳେ , ଏହି ଜାମୁକୂଳି ର ଜୁସ୍ ଅର୍ସ ରୋଗ ଭଲ କରିବା ପାଇଁ ବହୁତ ଉପକାରୀ ଅଟେ ଶରୀର ହିମୋଗ୍ଲୋବିନ୍ ମାତ୍ରା କୁ ସଠିକ୍ ରଖିବା ପାଇଁ ଏହି ଜାମୁକୂଳି ବିଶେଷ ଭୂମିକା ରହିଛି , ଏହା ମଣିଷ ର ରକ୍ତ ହୀନତା କୁ ଦୂର କରେ ।jumo

ଗର୍ଭବତୀ ମହିଳା ତଥା ସ୍ତନ ପାନ କରାଉ ଥିବା ମହିଳା ଏହି ଜାମୁକୂଳି କୁ ଖାଇବା ଆଦୁ ଉଚିତ୍ ନୁହେଁ , ଜାମୁକୂଳି ଖାଇ ସାରିବା ପରେ କ୍ଷୀର ର ସେବନ କରିବା ମନା ଅଟେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷେତି କାରକ ହୋଇ ଥାଏ ତେବେ ବନ୍ଧୁଗଣ ଆପଣ ମାନେ ଜାଣି ପାରିଲେ ତ ଏହି ଜାମୁକୂଳି ଖାଇଲେ ଆପଣ ମାନଙ୍କୁ କେଉଁ ସବୁ ଫାଇଦା ମିଳେ ଏବଂ କେଉଁ ସବୁ କ୍ଷେତି ହୁଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *