ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଭାରତ ଏକ ଇଶ୍ୱର ବିଶ୍ୱାସୀ ଦେଶ ଅଟେ ଏଠି ଅନେକ ଶାସ୍ତ୍ର ଚିନ୍ତା ଧାରା ଛପି ରହିଛି , ଜାହାକି ସନାତନ କାଳ ରୁ ଜନସମାଜ ର ହିତ ପାଇଁ କରା ଜାଉଛି । ମାନେ ଆମ ଶାସ୍ତ୍ର ରେ ଜାହା ଲେଖା ରହିଛି ତାହା ସବୁ ବେଳେ ମାନବ କଲ୍ୟାଣ ପାଇଁ ହିଁ ଲେଖା ରହିଛି । ଲୋକ ମାନେ ଅନେକ ସମୟ ରେ ପରିଶ୍ରମ କରନ୍ତି ହେଲେ ସେମାନଙ୍କୁ ସେହି ହିସାବ ରେ ପାରିଶ୍ରମିକ ମିଳେ ନାହିଁ । କିମ୍ବା ସେମାନଙ୍କ ର କୈଣସି ବାଟେ ଟଙ୍କା ଖର୍ଚ୍ଚ ହୋଇ ଯାଏ , ଧନ ତ ସଭିଏଁ କମେଇ ଥାନ୍ତି ହେଲେ ଧନନୀ ହେବା ସମସ୍ତ ଙ୍କ ଭାଗ୍ୟ ରେ ନ ଥାଏ , କୁହନ୍ତୁ ସେମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ନାହିଁ ହେଲେ ସେମାନେ କେବେ ବି ଜାଣି ନ ଥାନ୍ତି ସେମାନଙ୍କ ପାଖରେ ଏହି ଛୋଟ ଛୋଟ ଭୁଲ ପାଇଁ ଜିବନ ରେ ସଫଳତା ପାଇବାରୁ ବଞ୍ଚିତ ହୋଇ ଥାନ୍ତି ।
ସେମିତି ରେ ଆମେ ଆଜି କିଛି ଜିନିଷ ବିଷୟ ରେ କହିବୁ ଜାହା ଅନ୍ୟ ର ଏବଂ ଘରେ ରଖିବା ଦ୍ୱାରା ଆପଣ ମାନଙ୍କ ହାନୀ ହୋଇ ଥାଏ , ପ୍ରଥମେ ରହିଛି ଅନ୍ୟ ର କପଡା ବା ପୋଷାକ ଅସୁବିଧା ସମୟ ରେ ଆପଣ ମାନେ ଅନ୍ୟ ର ଡ୍ରେସ୍ ପିନ୍ଧନ୍ତି ହେଲେ ଆପଣ ମାନେ କେବେ ବି ଏହାକୁ ସବୁ ସମୟ ରେ ପିନ୍ଧନ୍ତୁ ନାହିଁ କାରଣ ସେହି ମଣିଷ ର ନାକାରାତ୍ମକ ଶକ୍ତି ଆପଣ ଙ୍କ ମଧ୍ୟ ରେ ପ୍ରବେଶ କରେ ଏହା ଫଳ ରେ ଆପଣ ମାନଙ୍କ ଦେହ ଖରାପ ହୁଏ । ସେହି ପରି ତିନି ରେ ଅନ୍ୟ ଲୋକ ମାନଙ୍କ ବାଥ୍ ରୁମ୍ କେବେ ବି ବ୍ୟବହାର କରିବା କଥା ନୁହେଁ ଏହା ଦ୍ୱାରା ରୋଗ ଗ୍ରସ୍ଥ ହେବାର ଆଶଂକା ରହି ଥାଏ ।
ଯଦି ଆପଣ ମାନଙ୍କ ବହୁତ ଜୁରୁରୀ ତେବେ ସ୍ନାନା ଗାର କୁ ସଫା କରି ହିଁ ଆପଣ ମାନେ ବ୍ୟବହାର କରନ୍ତୁ , ସେହି ପରି ଭୁଲ ରେ ଅନ୍ୟ ର ଚପଲ ବ୍ୟବହାର କରନନ୍ତୁ ନାହିଁ ଅନ୍ୟ ର ଟକ୍ସିକ୍ ମାନେ ସବୁଠୁ ବିଶାକ୍ତ ଅଙ୍ଗ ହେଲେ ପାଦ ତେବେ ସେହି ପରି ବେଳେ ଆପଣ ମାନଙ୍କୁ ସଂଙ୍କ୍ରମଣ ହେବାର ଆଶଂକା ରହି ପାରେ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।