ଭୁଲରେ ବି ଅନ୍ୟର ଏହି ୪ ଟି ଜିନିଷ ରଖନ୍ତୁ ନାହିଁ ନିଜ ଘରେ ନଚେତ ଭାବିବା ଆଗରୁ ହୋଇଯିବେ ଭିକାରୀ।

house

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଭାରତ ଏକ ଇଶ୍ୱର ବିଶ୍ୱାସୀ ଦେଶ ଅଟେ ଏଠି ଅନେକ ଶାସ୍ତ୍ର ଚିନ୍ତା ଧାରା ଛପି ରହିଛି , ଜାହାକି ସନାତନ କାଳ ରୁ ଜନସମାଜ ର ହିତ ପାଇଁ କରା ଜାଉଛି । ମାନେ ଆମ ଶାସ୍ତ୍ର ରେ ଜାହା ଲେଖା ରହିଛି ତାହା ସବୁ ବେଳେ ମାନବ କଲ୍ୟାଣ ପାଇଁ ହିଁ ଲେଖା ରହିଛି । ଲୋକ ମାନେ ଅନେକ ସମୟ ରେ ପରିଶ୍ରମ କରନ୍ତି ହେଲେ ସେମାନଙ୍କୁ ସେହି ହିସାବ ରେ ପାରିଶ୍ରମିକ ମିଳେ ନାହିଁ । କିମ୍ବା ସେମାନଙ୍କ ର କୈଣସି ବାଟେ ଟଙ୍କା ଖର୍ଚ୍ଚ ହୋଇ ଯାଏ , ଧନ ତ ସଭିଏଁ କମେଇ ଥାନ୍ତି ହେଲେ ଧନନୀ ହେବା ସମସ୍ତ ଙ୍କ ଭାଗ୍ୟ ରେ ନ ଥାଏ , କୁହନ୍ତୁ ସେମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ନାହିଁ ହେଲେ ସେମାନେ କେବେ ବି ଜାଣି ନ ଥାନ୍ତି ସେମାନଙ୍କ ପାଖରେ ଏହି ଛୋଟ ଛୋଟ ଭୁଲ ପାଇଁ ଜିବନ ରେ ସଫଳତା ପାଇବାରୁ ବଞ୍ଚିତ ହୋଇ ଥାନ୍ତି ।laxmi

ସେମିତି ରେ ଆମେ ଆଜି କିଛି ଜିନିଷ ବିଷୟ ରେ କହିବୁ ଜାହା ଅନ୍ୟ ର ଏବଂ ଘରେ ରଖିବା ଦ୍ୱାରା ଆପଣ ମାନଙ୍କ ହାନୀ ହୋଇ ଥାଏ , ପ୍ରଥମେ ରହିଛି ଅନ୍ୟ ର କପଡା ବା ପୋଷାକ ଅସୁବିଧା ସମୟ ରେ ଆପଣ ମାନେ ଅନ୍ୟ ର ଡ୍ରେସ୍ ପିନ୍ଧନ୍ତି ହେଲେ ଆପଣ ମାନେ କେବେ ବି ଏହାକୁ ସବୁ ସମୟ ରେ ପିନ୍ଧନ୍ତୁ ନାହିଁ କାରଣ ସେହି ମଣିଷ ର ନାକାରାତ୍ମକ ଶକ୍ତି ଆପଣ ଙ୍କ ମଧ୍ୟ ରେ ପ୍ରବେଶ କରେ ଏହା ଫଳ ରେ ଆପଣ ମାନଙ୍କ ଦେହ ଖରାପ ହୁଏ । ସେହି ପରି ତିନି ରେ ଅନ୍ୟ ଲୋକ ମାନଙ୍କ ବାଥ୍ ରୁମ୍ କେବେ ବି ବ୍ୟବହାର କରିବା କଥା ନୁହେଁ ଏହା ଦ୍ୱାରା ରୋଗ ଗ୍ରସ୍ଥ ହେବାର ଆଶଂକା ରହି ଥାଏ ।sart

ଯଦି ଆପଣ ମାନଙ୍କ ବହୁତ ଜୁରୁରୀ ତେବେ ସ୍ନାନା ଗାର କୁ ସଫା କରି ହିଁ ଆପଣ ମାନେ ବ୍ୟବହାର କରନ୍ତୁ , ସେହି ପରି ଭୁଲ ରେ ଅନ୍ୟ ର ଚପଲ ବ୍ୟବହାର କରନନ୍ତୁ ନାହିଁ ଅନ୍ୟ ର ଟକ୍ସିକ୍ ମାନେ ସବୁଠୁ ବିଶାକ୍ତ ଅଙ୍ଗ ହେଲେ ପାଦ ତେବେ ସେହି ପରି ବେଳେ ଆପଣ ମାନଙ୍କୁ ସଂଙ୍କ୍ରମଣ ହେବାର ଆଶଂକା ରହି ପାରେ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *