ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଗାଧୋଇଲା ପରେ ଆପଣ କଣ ଏହି ଭୁଲ କରୁଛନ୍ତି କି ଯଦି ଆପଣ ଏହି ଭୁଲ କରଛନ୍ତି ତେବେ ସାବଧାନ ହୋଇଯାନ୍ତୁ । ହିନ୍ଦୁ ଧର୍ମରେ ଏବଂ ଶାସ୍ତ୍ରରେ ଗାଧୋଇବା ପକ୍ରୀୟାରେ କିଛି ବିସେଷ ନିୟମ ରହିଅଛି ଯାହାକୁ ଆମେ ମାନେ କଦାବି ପାଳନ କରେନାହିଁ । ଯାହା ଫଳରେ ଜୀବନରେ ଅନେକ ସମସ୍ୟା ଅସୁବିଧା ଏବଂ ଦୁଃଖ ଭରି ରହୁଅଛି । ଆଧୁନିକ ଜୀବନରେ ସ୍ନାନ କରିବାର ବା ଗାଧୋଇବାର ପକ୍ରୀୟା ଅନେକ ପରିବର୍ତନ ଆସି ସାରିଲାଣି । ଯେତେ ବେଳେକି ପୂର୍ବ କାଳରେ ଲୋକ ମାନେ ଖୋଲା ନଇ ପୋଖରି ଏବଂ ନାଳରେ ଗାଧୋଉ ଥିଲେ କିନ୍ତୁ ଏବେ ଗାଧୋଇବା ପାଇଁ ଲୋକମାନେ ସତନ୍ତ୍ର କକ୍ଷ୍ୟ ନିର୍ମାଣ କରୁଛନ୍ତି । ଯେଉ ଗାଧୋଇବା ଘର ବା ସ୍ନାମ କକ୍ଷ୍ୟ ଘରର ବସ୍ତୁ ଉପରେ ଅନେକ ପ୍ରଭାବ ପକାଇ ଥାଏ ଏହା ସହିତ ସ୍ନାନ କରିବା ପରେ କରୁଥିବା ଏହି କେତଟି କାର୍ଯ୍ୟ ବିସେଷ କରି ମହିଳା ମାନଙ୍କ ପାଇଁ କରିବା ଏକ ବଡ ପାପ ହୋଇଥାଏ ।
ଆଜି ଆମେ ଆପଣଙ୍କୁ କହିବୁ ଗାଧୋଇବା ପରେ କେଉଁ କାର୍ଯ୍ୟ କରିବା ଅନୁଚିତ ହୋଇଥାଏ ଏବଂ ଯାହାର ପ୍ରଭାବ ଜୀବନରେ ଅନେକ ପଡିଥାଏ । ପ୍ରଥମରେ ଜଳ ଗୋଟିଏ ଏପରି ତଥ୍ୟ ଯାହାର ଶର୍ସ୍ପ ପ୍ରତେକ ବସ୍ତୁ ପ୍ରତେକ ଜିବକୁ ପବିତ୍ର ଏବଂ ସଚ୍ଛ କରିଥାଏ । ଏହି ଜଳରେ ସ୍ନାନ କରିବା ପରେ ମହିଳା ମାନେ ସଚ୍ଛ ଏବଂ ପବିତ୍ର ହୁଅନ୍ତି । ତେଣୁ ସ୍ନାନ କରିବା ପରେ କୌଣସି ଅସଚ୍ଛ ଅପବିତ୍ର କାର୍ଯ୍ୟ କରିବା ସେମାନଙ୍କ ପାଇଁ ଅନୁଚିତ ହୋଇଥାଏ । ଯେପରି ସାରୀରିକ ସଂମ୍ପର୍କ ଗାଧୋଇ ସାରିବା ପରେ କୌଣସି ମହିଳା ମାନଙ୍କୁ ସାରୀରିକ ହେବା ସେମାନଙ୍କୁ ଅସୁଚ୍ଛ କରାଇ ଥାଏ । ଏବଂ ଏହି ଅସଚ୍ଛ ଅବସ୍ତାରେ କୌଣସି ଶୁଭ କାର୍ଯ୍ୟ କିମ୍ବା କାଣସି କାର୍ଯ୍ୟରେ ସେମାନେ ହାତ ଦେବା ସେହି କାର୍ଯ୍ୟରେ ଅସଫଳତା ହି ମିଳିଥାଏ ।
ଏହା ପରେ ସ୍ନାନ କରିବା ସମୟରେ କୌଣସି ମହିଳା କିମ୍ବା ପୁରୁଷ ମାନଙ୍କୁ ସମ୍ପୂର୍ଣ୍ଣ ନଗ୍ନ ଅବସ୍ତାରେ ସ୍ନାନ କଗରିବା ଅନୁଚିତ ହୋଇଥାଏ । କାରଣ ପ୍ରତେକ ନାକାର୍ତ୍ମକ ଶକ୍ତି ବସିଧୁତ କରି ଶକ୍ତି ନଗ୍ନ ପ୍ରତି ଅଧିକରୁ ଅଧିକ ଆକ୍ରଶିତ ହୋଇଥାନ୍ତି । ତେଣୁୂ ସ୍ନାନ କରିବା ସମୟରେ ନିଜ ସରୀରକୁ ଢାଙ୍କି ସ୍ନାନ କରିବା ହି ଉଭୟ ପୁରୁଷ ଓ ମହିଳା ମାନଙ୍କ ପାଇଁ ଉଚିତ୍ ହେଇଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।