ମହିଳାମାନଙ୍କର ଦେଖନ୍ତୁ ନାହିଁ ଏହି (ଗୁପ୍ତ ଜିନିଷ) ଶୀଘ୍ର ମୃତ୍ୟୁ ହେବ |

women

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଚାଣକ୍ୟ ଙ୍କ ନିତି ଅନୁସାରେ ମହିଳା ମାନଙ୍କ ଏହି ଜିନିଷ କୁ କେବେ ବି ଦେଖିବା ଉଚିତ୍ ହୋଇ ନ ଥାଏ , ଯେଉଁ ପୁରୁଷ ମାନେ ମହିଳା ମାନଙ୍କର ଏହି ଜିନିଷ କୁ ଦେଖି ଦେଇ ଥାନ୍ତି ତେବେ ସେ୍ମାନେ ବର୍ବାଦ୍ ହୋଇ ଜାଇ ଥାଏ , ଏଠାରେ ଆପଣ ମାନଙ୍କୁ କହି ଦେବାକୁ ଚାହିଁବୁ କି ଆପଣ ମାନେ ସର୍ବଦା ସୁଖି ଜିବନ ବ୍ୟତିତ କରିବା ପାଇଁ ଚାହାଁନ୍ତି ତେବେ ମହିଳା ମାନଙ୍କ ଜିନିଷ କୁ କେବେ ଦେଖିବା ପାଇଁ ଚେଷ୍ଟା ବି କରନ୍ତୁ ନାହିଁ । ଏମିତି କୁହା ଜାଇଛି କି ପୁରୁଷ ମାନେ ମହିଳା ମାନଙ୍କ ଏହି ଜିନିଷ ଦେଖିବା ଦ୍ୱାରା ସେମାନଙ୍କ ମୃତ୍ୟୁ ଅତି ଶିଘ୍ର ଆସି ଥାଏ , ଶାସ୍ତ୍ର ରେ ଏମିତି ଲୋକ ମାନଙ୍କୁ ମହାପାପୀ ବୋଲି ମନା ଯାଏ , ତେବେ ଆଉ ଡେରି ନ କରି ଆସନ୍ତୁ ଏହି ଠାରେ ସେହି ସବୁ ଜିନିଷ ବିଷୟ ରେ ଜାଣିବା ଯେଉଁ ଜିନିଷ କୁ କେବେ ଦେଖିବା କଥା ନୁହେଁ ।women

ତେବେ ବନ୍ଧୁଗଣ ପ୍ରଥମେ ଜାହା ରହିଛି ଯେଉଁ ପୁରୁଷ କୈଣସି ମାଆ ଙ୍କୁ ସ୍ତନ୍ୟ ପାନ କରୁ ଥିବାର ଦେଖି ଦିଏ ଏବଂ ନିଜର ମନ ରେ ସେ ଖରାପ୍ ଚିନ୍ତା ଧାରା ଆଣି ଥାଏ , ତେବେ ସେହି ପରି କ୍ଷେତ୍ର ରେ ଏହି ପରି ଲୋକ ମାନଙ୍କୁ ମହାପାପୀ ମନା ଜାଇ ଥାଏ , ସେମିତି ଆମେ ଯଦି ଶାସ୍ତ୍ର ଅନୁସାରେ କୈଣସି ବି ପୁରୁଷ କୈଣସି ମହିଳା କୁ ଲୁଚି କରି ମହିଳା ଙ୍କୁ ଗାଧୋଇବା ସମୟ ରେ ଦେଖିବା କଥା ନୁହେଁ, ଆପଣ ମାନେ ଏମିତି କରିଲେ ଆପଣ ମାନଙ୍କ ପାଇଁ ମହାବିପତ୍ତୀ ଆସି ପାରେ , ଏବଂ ଆପଣ ମାନଙ୍କ ଆୟୁସ କମେ ।bathe

ଏମିତି ରେ ଶାସ୍ତ୍ର ରେ ଏମିତି ବି ମହିଳା ଙ୍କ ଅଙ୍ଗ ବିଷୟ ରେ କୁହା ଜାଇଛି ଜାହାକୁ ଆପଣ ମାନେ ଚୁଇଁଲେ ବି ଆପଣ ମାନଙ୍କ ପାଇଁ ଏହା ପାପ ସଦୃଶ ହୋଇ ଥାଏ ଏହା ହେଲା ମହିଳା ମାନଙ୍କ ନାଭୀ କାରଣ ଏହି ଠାରେ ମାତାଙ୍କ ସବୁ ଶକ୍ତି ରହି ଥାଏ । ତେବେ ଏହାକୁ କେବେ ବି ଛୁଇଁବା ପାଇଁ ଚେଷ୍ଟା କରନ୍ତୁ ନାହିଁ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *